Latest Odisha News

BREAKING NEWS

ଗଣତନ୍ତ୍ରରେ ଆଇନପେଷାର ସ୍ୱାଧୀନତା

ବିଭୁପ୍ରସାଦ ତ୍ରିପାଠୀ  ନିଖିଳ ଓଡ଼ିଶା ଆଇନଜୀବି ସଂଘର ୫୨ତମ ବାର୍ଷିକ ଅଧିବେଶ ପାଳନ ଅବସରରେ ଆଇନପେଷାର ସ୍ୱାଧୀନତା ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ ବୋଲି ସାମ୍ପ୍ରତିକ ପରିସ୍ଥିତିରେ ଉପଲବ୍ଧି ହେଉଛି । ଅଷ୍ଟ୍ରେଲିଆର ଜଣେ ବିଚାରପତି ମାଇକେଲ୍ କିର୍‌ବୀ କହିଥିବା ଗୋଟିଏ ଉକ୍ତି ବିଶେଷ…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସ

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ ଜେଜୁଟରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସର ତିନୋଟି ଯାକ ଅଧିବେଶନରେ ଉତ୍ସାହର ସହ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଯାଇଛି । ପ୍ରଥମ…

କବିତା : ପ୍ରୀତିର ପସରା

ସଫଳା ଦାସ  ପ୍ରତି ଦିନ ମୁଁ ପ୍ରତି ମୂହୁର୍ତ୍ତରେ ପ୍ରଣୟୀ ପତ୍ରରେ ପରଶି ଦିଏ ପ୍ରତିଦାନେ ଖୋଜେ ପ୍ରତାନ ତନୁଟି ପ୍ରୀତିର ଗାଲିଚା ବିଛେଇଦିଏ ।। ପ୍ରିୟତମ ମୁଖ ଆସେ ଅବିରତ ପ୍ରୀତି ଚୁମ୍ବନରେ ମୂରୁକି ହସ ପ୍ରତ୍ୟୁତ୍ତର ମିଳେ ପ୍ରତିଧ୍ବନି କହେ ପ୍ରଣୟ ପିପାସୁ କରିଛି ବଶ ।।…

ଭାଷା ଭାଗବତ : ଧ୍ବନି ଓ ସାହିତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଶୂନ୍ୟରେ ବାଣୀ ହୋଇ ଜାତ ହୁଏ ଶୂନ୍ୟରେ ସମାହିତ ତା'ର କ୍ଷଣିକ ଅବସ୍ଥାନ ହୁଏ ଅତି ତାତ୍ପର୍ଯପୂର୍ଣ ପାଟିରୁ ଖସି ଶବ୍ଦମାନ ହୋଇପାରଂତି ବହୁଗୁଣ ଅନେକେ ରଖଂତି ସ୍ମରଣ ସଂଭବ ନୁହେ ବିଲୋପନ ମନେ ସାଇତି ନୀତିବାଣୀ କେହି କେବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭାବଗ୍ରାହୀ ଶ୍ରୀଜଗନ୍ନାଥ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଗୁଣ ଆମେ ଆଲୋଚନା କରିସାରିଲେଣି। ଆଜି ତାଙ୍କର ବିଶେଷ ଗୁଣ ଯେଉଁଥିପାଇଁ ସେ ସମସ୍ତଙ୍କ ପ୍ରିୟ ତାହା ବର୍ଣ୍ଣନା କରିବା । ଭାବଗ୍ରାହୀ- ଓଡ଼ିଆର ପ୍ରସିଦ୍ଧ ଜଣାଣ “ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜୀବନ ଧନ…

ରାଜ୍ୟରେ ଆଉ ୩ କୋରୋନା ପଜିଟିଭ ଚିହ୍ନଟ, ସଂକ୍ରମଣ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲା । ଆଜି ପୁଣି ସାମ୍ନାକୁ ଆସିଲା ଆଉ ୩ ପିଜିଟିଭ ରିପୋର୍ଟ । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି…

ନାବାଳିକା ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଗିରଫ

କୋରାପୁଟ: କୋରାପୁଟରେ ଲଜ୍ଜା । ନାବାଳିକା ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା କୋରାପୁଟର ସନ୍ତୋଷ ଡଙ୍ଗାୟତ (୨୦) । ପୋଲିସ ସୁଚନା ଅନୁଯାଇ, ଜୟପୁର ସହରର ନବମ ଶ୍ରେଣୀ ପଢୁଥିବା ଜଣେ ନାବାଳିକାକୁ ଅପହରଣ…

ଆମେରିକାରେ ୬ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ, ସମସ୍ତେ ଗୋଟିଏ ପରିବାରର

ହ୍ୟୁଷ୍ଟନ୍: ଆମେରିକାର ଟେକ୍ସାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଭାରତୀୟ ବଂଶୋଦ୍ଭବ । ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ । ଟେକ୍ସାସ୍ ପବ୍ଲିକ୍ ସେଫ୍ଟି ବିଭାଗ (ଡିପିଏସ୍) ଅନୁଯାୟୀ ଫୋର୍ଟ ୱର୍ଥ ନିକଟରେ ଏକ ମିନିଭ୍ୟାନ…

ପୁରୀ ଏସସିଏସ କଲେଜରେ ଅଗ୍ନିକାଣ୍ଡ, ଜରୁରୀ ଡକ୍ୟୁମେଣ୍ଟ ପୋଡି ପାଉଁଶ

ପୁରୀ: ପୁଣି ପୁରୀରେ ଅଗ୍ନିକାଣ୍ଡ । ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଘଟିଛି ଅଗ୍ନିକାଣ୍ଡ । ମହାବିଦ୍ୟାଳୟ ପରିସରରେ ଥିବା ଇକୋନୋମିକ୍ସ ଡିପାର୍ଟମେଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ…

ଜନ୍ମ ଦିନରେ ଅହାନଙ୍କୁ ନୂତନ ଫିଲ୍ମର ଭେଟିଦେଲେ ସାଜିଦ

ମୁମ୍ବାଇ: ସୁନୀଲ ଶେଟ୍ଟିଙ୍କ ପୁତ୍ର ଅହାନଙ୍କ ଆଜି ଜନ୍ମଦିନ । ପ୍ରତିଷ୍ଠିତ ଫିଲ୍ମମେକର ସାଜିଦ ନାଡିୟାଡୱାଲ ଏହି ଅବସରରେ ଅହାନଙ୍କ ସହ ଏକ ବିଗ ବଜେଟ ଫିଲ୍ମ କରିବେ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ସେ ଅହାନଙ୍କୁ ନେଇ ତଡପ ଫିଲ୍ମ କରି ସାରିଛନ୍ତି । ସାଜିଦଙ୍କ ନୂତନ ଫିଲ୍ମରେ ଜଣେ…