Latest Odisha News

BREAKING NEWS

ଡେଟ୍ କରୁଛନ୍ତି ଅର୍ଜ୍ଜୁନ-ମଲାଇକା, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲାଇକା ଆରୋରା ଓ ଅର୍ଜ୍ଜୁନ କପୁରଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛିି । ନିକଟରେ ମୁମ୍ବାଇର ବାନ୍ଦ୍ରାଠାରେ ନଜର ଆସିଛନ୍ତି । ଡ଼ିନର ଡ଼େଟ୍ କରି ଉଭୟେ ଏକ ରେଷ୍ଟରାଣ୍ଟରୁ…

ସୁରଜ-ସଲମାନ ଯୋଡିଙ୍କ ପ୍ରେମ କି ଶାଦୀର ଆରମ୍ଭ ହେବ ଶୁଟିଂ

ମୁମ୍ବାଇ: କିସି କା ଭାଇ କିସି କା ଜାନ ବକ୍ସ ଅଫିସରେ ଧରାଶୟୀ ହେବା ପରେ ସଲମାନ ଖାଁ ଚିନ୍ତିତ ହୋଇ ପଡିଛନ୍ତି । ସେ ଏବେ ସୁରଜ ବଡଜାତ୍ୟାଙ୍କ ଆଗାମୀ ଫିଲ୍ମ ପ୍ରେମ କି ଶାଦୀ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଯଦି ସବୁ କିଛି ଠିକଠାକ ରୁହେ ତାହାହେଲେ ଏହା ୨୦୨୪ରେ ରିଲିଜ ହେବ ।…

ଗାଁକୁ ଯାଇ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବ କଂଗ୍ରେସ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର: ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶାରେ କଂଗ୍ରେସ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳ ଭୋଟ୍ ଉପରେ ଗୁରୁତ୍ୱ ଦିଆଯିବା ସହ ଗାଁ ଗାଁରେ ବ୍ୟାନର ଓ ପୋଷ୍ଟର ଲଗାଇ ବୁଥ୍ ସ୍ତରୀୟ କର୍ମୀଙ୍କୁ ଉତ୍ସାହିତ କରାଯିବ ବୋଲି ଦଳ…

ଡ଼ଲ ପରି ଦେଖାଯିବାକୁ ପ୍ଲାଷ୍ଟିକ୍ ସର୍ଜରୀ କଲେ ଯାଆଁଳା ଭଉଣୀ : ପାଣି ପରି ଖର୍ଚ୍ଚ କଲେ ଟଙ୍କା

ଇଂଲଣ୍ଡ: ସାଧାରଣତଃ ସମସ୍ତେ ଅନ୍ୟମାନଙ୍କଠୁ ଅଧିକ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ସେଥିଲାଗି କିଛି ଲୋକ ନିଜ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିୟୁଟି ପାର୍ଲର ଯିବା ସହ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରିଥାନ୍ତି । କିନ୍ତୁ କିଛି ଲୋକ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି…

ବ୍ରିଜ ମଝିିରେ ସରିଲା ପେଟ୍ରୋଲ : କାନ୍ଧରେ ବାଇକ ଧରି ଚାଲିଲେ ଯୁବକ

ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସି ହସି ବେଦମ ହୋଇଯିବେ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଅକ୍ଷୟ ଗୁଜାର ନାମକ ଜଣେ ଯୁବକ ବାଇକ୍ ଧରି ଯାଉଛନ୍ତି । ଏକ…

ଏଠାରେ ବାଘ ବି ସପ୍ତାହରେ ଗୋଟିଏ ଦିନ ଉପବାସ ରୁହେ

କାଠମାଣ୍ଡୁ: ବିଶ୍ୱରେ ବାଘଙ୍କ ସଂଖ୍ୟା କମୁଥିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ନେପାଳରେ ବାଘଙ୍କ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ରହିଛି କହିଲେ ଭୁଲ ହେବନି । ସ୍ଥାନୀୟ ଚିଡିଆଖାନାରେ ବାଘମାନଙ୍କୁ ସପ୍ତାହରେ ଗୋଟିଏ ଦିନ ଉପବାସ ରଖାଯାଉଛି ।…

ଡି.ଏନ ଗ୍ରୁପ ମାଲିକ ଜଗଦୀଶ ନାୟକଙ୍କୁ ଜେରା, ମିଳିଲା ଆହୁରି ଅଢେଇ କୋଟି

ଭୁବନେଶ୍ୱର: ଡିଏନ୍ ଗ୍ରୁପ୍ ପରିସରରେ ଆୟକର ବିଭାଗର ଚଢାଉ ଶନିବାର ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି। ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ପଚରାଉଚରା କରିଛି ଆୟକର ବିଭାଗ। ଆଜି ଚଢ଼ାଉ ବେଳେ ଟିମ୍କୁ ଅଢ଼େଇ କୋଟି ଟଙ୍କା ଅଧିକ ମିଳିଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୨ କୋଟିରୁ ଅଧିକ…

ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ଅନୁପମ ଖେର, ଫାଷ୍ଟ ଲୁକ ସେୟାର କଲେ

ମୁମ୍ବାଇ: ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ନଜର ଆସିଲେ ଭେଟେରାନ ଅଭିନେତା ଅନୁପମ ଖେର । ଏହାର ଫାଷ୍ଟ ଲୁକ୍ ଅନୁପମ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିବା ସହିତ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି । ସେୟାର ହୋଇଥିବା ଭିଡିଓଟି କଳା-ଧଳା ଅଟେ । ଏଥିରେ ଅନୁପମଙ୍କୁ ରବୀନ୍ଦ୍ରନାଥ…

ଓଡ଼ିଶାରେ ୧୪ କୋଟିର କ୍ୟୁଆର୍ କୋଡ୍ ସ୍କାମ୍, ନୋଏଡାରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ବଡ଼ ଧରଣର କ୍ୟୁଆର୍ କୋଡ୍ ସ୍କାମର ପର୍ଦ୍ଦାଫାସ କରିଛି ଅର୍ଥନୈତିକ ଅପାରାଧ ଶାଖା (EOW) । ୧୪ କୋଟିର ସାଇବର ଫ୍ରଡ୍ ହୋଇଥିବା ବେଳେ ମାମଲାରେ ଇଓଡବ୍ଲୁ ଜଣେ ଅଭିଯୁକ୍ତଙ୍କୁ ୟୁପିର ନୋଏଡାରୁ ଗିରଫ କରିଛି । ଆଉ ବଡ଼ କଥା ହେଲା ଏହି ଫ୍ରଡ୍ ହୋଇଛି ଏକ ଫାଇନାନ୍ସିଆଲ୍ କମ୍ପାନୀ…

ଖର୍ଚ୍ଚ ହିସାବ ମାଗିବାରୁ ପତିଙ୍କୁ ନିର୍ଧୁମ୍ ପିଟିଲେ ପତ୍ନୀ : ଭିଡ଼ିଓ ଭାଇରାଲ ପରେ ଥାନାରେ ମାମଲା ରୁଜୁ

କାନପୁର: ସ୍ୱାମୀ -ସ୍ତ୍ରୀ ମଧ୍ୟରେ ବିଭିନ୍ନ ପ୍ରକାରର ବିବାଦ ଏବଂ ଝଗଡା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ଦେଖି ମଧ୍ୟ ଥିବେ । ଯଦି ଝଗଡା ସୀମା ଅତିକ୍ରମ କରେ, ତାହାହେଲେ କଥା ସରିଲା । ପ୍ରାୟତଃ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର ମୂଳ କାରଣ ଅର୍ଥ ହୋଇଥାଏ । ଉତ୍ତରପ୍ରଦେଶର…