Latest Odisha News

BREAKING NEWS

ଦେଶରେ ୫ରୁ ୬ ଟଙ୍କା ବଢ଼ିପାରେ ପେଟ୍ରୋଲ ଦର

ନୂଆଦିଲ୍ଲୀ: ସାଉଦି ଆରବର ସର୍ବବୃହତ୍ତ ତୈଳ ବିଶୋଧନାଗାର ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଯୋଗୁଁ ଭାରତରେ ତୈଳଦର ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖା ଦେଇଛି । ଲିଟର ପିଛା ପେଟ୍ରୋଲ ଦର ୫ ରୁ ୬ ଟଙ୍କା ବୃଦ୍ଧି ପାଇବ ନେଇ ଦୁଇଟି ଜାତୀୟ ବିଜନେସ ନ୍ୟୁଜ ସାଇଟ ଆକଳନ କରିଛନ୍ତି । ଅନ୍ତର୍ଜାତୀୟ…

ଡିଆରଡିଓର ରୁସ୍ତମ-୨ ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: କର୍ଣ୍ଣାଟକର ଚିତ୍ରଦୂର୍ଗ ଜୋଡି ଚିକିନହେଲି ଠାରେ ମଙ୍ଗଳବାର ଦିନ ଡିଆରଡିଓର ଏକ ଅନମେନଡ୍ ଏରିୟଲ୍ ଭେହିକିଲ୍ (ୟୁଏଭି)ର ଡ୍ରୋନ୍ ରୁସ୍ତମ-୨ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଡିଆରଡିଓ ଏହି ଡ୍ରୋନର ଟ୍ରେଷ୍ଟିଂ କରୁଥିବା ବେଳେ ଆଜି ସକାଳ ୭ଟା ୩୦ମି.…

ଆସନ୍ତାକାଲିଠୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତାକାଲିଠୁ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହେବ । ରାଜନଗରର ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫଓ) ଏବଂ ବନ୍ୟପ୍ରାଣୀ ଡିଭିଜନର ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତତ୍ୱରେ ୨ଟି ଟିମ୍ ସହ ୫ ଜଣ ଫରେଷ୍ଟ କର୍ମଚାରୀ ପକ୍ଷୀ ଗଣନା…

ଓଡିଆ ଫିଲ୍ମ ‘କ୍ରାନ୍ତିଧାରା’କୁ ମିଳିବ ‘ଏସିଆନ୍ ଏକ୍ସଲେନ୍ସି ପୁରସ୍କାର’

ଭୁବନେଶ୍ୱର: ସମ୍ମାନପ୍ରଦ ‘ଏସିଆନ୍ ଏକ୍ସଲେନ୍ସି ଆୱାର୍ଡ’ ଲାଗି ମନୋନୀତ ହୋଇଛି ଓଡିଆ ଫିଚର୍ ଧର୍ମୀ ଫିଲ୍ମ ‘କ୍ରାନ୍ତିଧାରା’ । ସିଓଲ୍ ଇଣ୍ଟରନେସନାଲ୍ ୟୁଥ୍ ଫିଲ୍ମ ଫେଷ୍ଟିଭାଲରେ ଏହି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏହି…

ଆଇଆଇଟି ଲାଗି ମେ’ ୧୭ରେ ‘ଜେଇଇ ଆଡଭାନ୍ସ ୨୦୨୦’ପରୀକ୍ଷା

ନୂଆଦିଲ୍ଲୀ: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ରେ ପ୍ରବେଶ ଲାଗି ୨୦୨୦ ମସିହା ମେ’ ୧୭ ତାରିଖରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟନୁଯାୟୀ ଗତ ସେପ୍ଟେମ୍ବର ୧୫ ତାରିଖରେ ଦିଲ୍ଲୀ ଆଇଆଇଟିରେ…

‘ବିଶ୍ୱକର୍ମା ପୂଜା’ ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଆଜି ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ନିର୍ମାଣ ଓ ସୃଜନର ଦେବତା ବିଶ୍ୱକର୍ମାଙ୍କ ପୂଜା ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନାରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ବନ୍ଦର ନଗରୀ ପାରାଦୀପ ସମେତ ରାଉରକେଲା ଓ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୦୯-୨୦୧୯ ମଙ୍ଗଳ ବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୭ରିଖ ମଙ୍ଗଳବାର କନ ୧ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ…

‘ବିଜୟ ହଜାରେ ଟ୍ରଫି’ ଲାଗି ଘୋଷିତ ହେଲା ଓଡିଶା ଦଳ

କଟକ: ଓଡିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ସୋମବାର ଦିନ ୨୦୧୯-୨୦ ବିଜୟ ହଜାରେ ଟ୍ରଫି ଲାଗି  ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଓଡିଶା ଦଳ ପ୍ରଥମ ୨ଟି ମ୍ୟାଚ ବରୋଦା ଓ ହରିୟାଣା ସହ ଖେଳିବାକୁ ଥିବାବେଳେ ଟିମର କ୍ୟାପଟେନ୍ ସାଜିଛନ୍ତି ଶୁଭ୍ରାଂଶୁ ସେନାପତି। ଓ୍ବିକେଟ୍ କିପର୍ ସୁଜିତ…

ଏମିତି ଏକ ସ୍ଥାନ, ଯେଉଁଠି ଗୋରା ପିଲା ଜନ୍ମ ହେଲେ ମିଳେ ମୃତ୍ୟୁଦଣ୍ଡ !

ଭୁବନେଶ୍ୱର: ଶିଶୁଟିଏ ମାଆ ଗର୍ଭରେ ଥିବାବେଳେ, ପିଲାଟି କିପରି ଗୋର ଆଉ ସୁନ୍ଦର ହେବ, ସେଥିପାଇଁ ମାଆକୁ ଫଳ ଓ କେଶର ଭଳି ଖାଦ୍ୟ ଦିଆଯାଇଥାଏ । ପ୍ରାୟତଃ ନବଜାତ ଶିଶୁଟିର ବର୍ଣ୍ଣ ଗୋରା ହୋଇଥିଲେ ପରିବାର ଲୋକଙ୍କ ଖୁସି କହିଲେ ନସରେ । କିନ୍ତୁ କଣ ଆପଣ ଭାବି ପାରୁଛନ୍ତି ଯେ, ଶିଶୁଟିର…