Latest Odisha News

BREAKING NEWS

ଭିଆଇପିଙ୍କୁ ଅଯୋଧ୍ୟା ମନା!

ଉତ୍ତର ପ୍ରଦେଶ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜନ ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପୂରି ଉଠୁଛି ସହର। ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ଅନୁରୋଧ କରିଛନ୍ତି। ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଲୋକ…

ଫେବ୍ରୁଆରୀ ୩ରୁ ଭୁବନେଶ୍ୱର କାହାଣୀ ଉତ୍ସବର ତୃତୀୟ ସଂସ୍କରଣ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଭୁବନେଶ୍ୱର କାହାଣୀ ଉତ୍ସବ ‘BhuFesTo’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଆସନ୍ତା ଫେବ୍ରୁଆରୀ ୩ରୁ ୫ ଯାଏ ଭୁବନେଶ୍ୱରର ୪ଟି ସ୍ଥାନରେ ଏହା ଆୟୋଜିତ ହେବ। ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ…

କୋଟାରେ ନିଟ୍ ଆଶାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚାପ ଯୋଗୁଁ ଆତ୍ମହତ୍ୟା ସନ୍ଦେହ

ଜୟପୁର: କୋଟାରେ ପୁଣି ଜଣେ ନିଟ ଆଶାୟୀଙ୍କ ଆତ୍ମହତ୍ୟା। ରାଜସ୍ଥାନ କୋଟା କୋଚିଂ ସେଣ୍ଟରରେ ଆଶାୟୀଙ୍କ ଆତ୍ମହତ୍ୟା ବଢି ଚାଲିଛି। ଜଣେ ୧୮ବର୍ଷୀୟ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗତବର୍ଷ ଏହି କୋଚିଂ ସେଣ୍ଟରରେ ମୋଟ ୨୬ଜଣ ଆଶାୟୀ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ରଜଣକ…

ଶଙ୍ଖ ଛାଡ଼ି ହାତ ଧରିଲେ ବଳଭଦ୍ର ମାଝୀ

ଭବାନୀପାଟଣା: ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣାରେ  କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ…

କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ କରାଯାଉ: ଓଡ଼ିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ ପାଇଁ ଦାବି କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏଗୁଡିକୁ ନିୟନ୍ତ୍ରଣ କରିବାପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘ ଦିନ ଲଢେଇ କରିଆସୁଥିଲା। ପ୍ରାୟ ୪ବରର୍ଷ ପରେ କେନ୍ଦ୍ର ସରକାର କୋଚିଂ ସେଣ୍ଟର ଉପରେ ସ୍ୱତନ୍ତ୍ର ଗାଇଡ଼ ଲାଇନ…

ଆତ୍ମହତ୍ୟା କରିବାକୁ ଯାଉଥିଲେ ବ୍ୟକ୍ତି, ବଞ୍ଚାଇଦେଲା ବିରିୟାନୀ

କୋଲକାତା: କୁହନ୍ତି ପେଟ ପାଇଁ ସବୁ ନାଟ । ସବୁ ଲୋକ ଖାଇବା ପାଇଁ ହିଁ ରୋଜଗାର କରିଥାନ୍ତି । ଭଲ ଖାଇବା, ଭଲରେ ରହିବା ପ୍ରାୟ ସମସ୍ତଙ୍କ ସ୍ଵପ୍ନ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ନିଜ ଜୀବନକୁ…

କେବଳ ଅଯୋଧ୍ୟାରେ ନୁହେଁ ଏହି ସ୍ଥାନରେ ଥିବା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି ମଧ୍ୟ କଳା, ଜାଣନ୍ତୁ…

ମୁମ୍ବାଇ: ଇତିହାସରେ ଯୁଗ ଯୁଗ ଧରି ଲିପିବଦ୍ଧ ହୋଇ ରହିବ ଅଯୋଧ୍ୟାର ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ । ଯେଉଁ ସ୍ଵପ୍ନକୁ ଲୋକେ କାହିଁ କେତେ ବର୍ଷ ଧରି ଦେଖି ଆସିଥିଲେ ଶେଷରେ ୨୨ ଜାନୁଆରୀରେ ତାହା ପୁରଣ ହୋଇଥିଲା । ପ୍ରାଣପ୍ରତିଷ୍ଠା ପରଠାରୁ ମନ୍ଦିରରେ ପ୍ରଭୁ…

ପଶ୍ଚିମବଙ୍ଗ ପରେ ପଞ୍ଜାବରେ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା

ପଞ୍ଜାବ: ଇଣ୍ଡିଆ ମେଣ୍ଟକୁ ପୁଣି ଏକ ଝଟକା। ମମତା ବାନାର୍ଜୀଙ୍କ ପରେ ମେଣ୍ଟରେ ଚାଲିଥିବା ଆସନ ବୁଝାମଣାକୁ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ବଡ଼ ବୟାନ ଦେଇଛନ୍ତି। ପଞ୍ଜାବରେ ଦଳ କେବଳ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଆପ୍ ସ୍ପଷ୍ଟ କରିଛି। ମାନ୍ କହିଛନ୍ତି…

ଯାତ୍ରାପାର୍ଟି ଗାଡି ଓଲଟିବା ଘଟଣା, ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ଵର: ମୟୁରଭଞ୍ଜର ଦ୍ବାରଶୁଣି ଘାଟିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ…

ପ୍ରଥମେ କାହାକୁ ମିଳିଥିଲା ଭାରତ ରତ୍ନ, ଜାଣନ୍ତୁ ବର୍ଷକୁ କେତୋଟି ଲୋକଙ୍କୁ ମିଳିପାରିବ ଏହି ସମ୍ମାନ

ଭୁବନେଶ୍ଵର: ଦେଶର ସର୍ବଚ୍ଚୋ ନାଗରିକ ସମ୍ମାନ ‘ଭାରତ ରତ୍ନ’ର ପ୍ରଥା ପ୍ରଥମ ରାଷ୍ଟ୍ରପତି ଡା.ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଲା । କୌଣସି ବି କ୍ଷେତ୍ରରେ ଜଣେ ବ୍ୟକ୍ତିର ଅତୁଳନୀୟ ସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଏ । ୧୯୫୪ ମସିହାରେ ଏହି ସମ୍ମାନ କେବଳ ଜୀବିତ…