ଅଜବ ସଉକ: ଦମ୍ପତ୍ତି ଘରେ ପାଳିଛନ୍ତି ବିପଜ୍ଜନକ ପଶୁପକ୍ଷୀ
ମାଲେସିଆ: ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ଟିକେ ଖୁସି ପାଇଁ ପାର୍କ,ଫିଲ୍ମ ନଚେତ୍ ବାହାରକୁ ବୁଲିବାକୁ ଯିବାକୁ ପସନ୍ଦ କରନ୍ତି । ଯଦି ଏକାକୀ ଅନୁଭବ କରନ୍ତି, ତେବେ ସେ ଘରେ କୁକୁର କିମ୍ବା ବିଲେଇ ପୋଷି ତାର ଯତ୍ନ ନେଇଥାନ୍ତି । କିନ୍ତୁ ମାଲେସିଆରେ ଏମିତି ଏକ ଦମ୍ପତ୍ତି ଅଛନ୍ତି, ଯିଏ ଘରେ…