ଦକ୍ଷିଣ ଭାରତୀୟ କମ୍ପାନୀ ଦ୍ବାରା ଓଡିଶା ସରକାର ପରିଚାଳିତ: କେନ୍ଦ୍ରମନ୍ତ୍ରୀ ଟୁଡୁ
ଭୁବନେଶ୍ୱର: ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ଅଗଣତାନ୍ତ୍ରିକ ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ।
ଗୁରୁବାର ମାଲକାନଗିରିର ଖଇରିପୁଟ ଠାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଦଘାଟନ ଅବସରରେ ଟୁଡୁ…