ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିରର ଏରିୟଲ ଭ୍ୟୁ, ଏହାସହ ଟ୍ବିଟ୍ କରି ପୂଜା ସମୟର ଭିଡିଓ ପୋଷ୍ଟ କଲେ…
ଅଯୋଧ୍ୟା: ଆଜି ଭାରତୀୟଙ୍କ ପାଇଁ ସବୁଠୁ ବଡ ଦିନ ପାଲଟିବ । କାରଣ ଆଜି ରାମଲଲାଙ୍କ ମୂର୍ତ୍ତି ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ । ବର୍ତ୍ତମାନ ସମସ୍ତଙ୍କ ନଜର ଏବେ ରାମ ମନ୍ଦିର ଉପରେ ରହିଛି । ସମସ୍ତ ରାମ ଭକ୍ତମାନେ ସେମାନଙ୍କର ପ୍ରିୟର ଦେବତା ରାମଲଲାଙ୍କୁ ରାମ ମନ୍ଦିରରେ ଅବସ୍ଥାନ…