ଦିନିକିଆ ବିଶ୍ୱକପ କ୍ରିକେଟ: ୧୦ମ ଟିମ ଭାବେ ଯୋଗ୍ୟତା ଅର୍ଜନ କଲା ନେଦରଲାଣ୍ଡ
ବୁଲାୱାୟୋ: ଏଠାରେ ଅନୁଷ୍ଠିତ ଆଇସିସି କ୍ରିକେଟ ବିଶ୍ୱକପ କ୍ୱାଲିଫାୟର୍ସ ମୁକାବିଲାରେ ନେଦରଲାଣ୍ଡ ୪ ୱିକେଟରେ ସ୍କଟଲାଣ୍ଡକୁ ପରାସ୍ତ କରି ମୂଖ୍ୟ ଡ୍ରରେ ସାମିଲ ହୋଇଛି । ଭାରତରେ ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ବିଶ୍ୱକପରେ ନେଦରଲାଣ୍ଡ ୧୦ମ ତଥା ଶେଷ ଟିମ ଭାବେ ଯୋଗ୍ୟତା ଅର୍ଜନ କରିଛି…