Latest Odisha News

BREAKING NEWS

୯ ଦିନ ପରେ ରନ୍ଧାଖାଦ୍ୟ ଖାଇଲେ ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକ, ୧୦ମ ଦିନରେ ସାମ୍ନାକୁ ଆସିଲା ଭିତରର ଦୃଶ୍ୟ

ଉତ୍ତରକାଶୀ: ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ବିଷୟରେ ଆସିଲା ଆଶ୍ୱସ୍ତିର ଖବର । ଫସି ରହିଥିବା ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ଯୋଗାଇ ଦିଆ ଯାଇଛି ରନ୍ଧାଖାଦ୍ୟ । ପାଇପ ସାହାଯ୍ୟରେ ସେମାନଙ୍କ ପାଖରେ ଏହି ଖାଦ୍ୟ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ…

ଅଜଗର ସହ ଖେଳିଲେ ଅନନ୍ୟା, ଫଟେ କଲେ ସେୟାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଖୁବ ଚର୍ଚ୍ଚାରେ । କିଛ ଦିନ ହେବ ଡେଟିଂକୁ ନେଇ ଚର୍ଚ୍ଚାରେ ଥିଲେ । ହେଲେ ଏବେ ଆଉ କିଛି କାରଣକୁ ନେଇ ବି ହେଡଲାଇନରେ ରହୁଛନ୍ତି । ଅନନ୍ୟା ସୋସିଆଲ ମିଡିଆରେ ଖୁବ ସକ୍ରିୟ । ନିକଟରେ ସେ ତାଙ୍କ ପ୍ରେମିକ ଆଦିତ୍ୟ ରୟ କାପୁରଙ୍କୁ ଜନ୍ମଦିନରେ…

ପ୍ରକୃତିର ବିସ୍ମୟ: ଗଛରୁ ଝରଣା ଭଳି ଅନବରତ ବହିଚାଲିଛି ପାଣି

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ସ୍ଥାନରେ ଚମତ୍କାର ଜିନିଷ ସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ସମ୍ଭବ ହୁଏନାହିଁ । ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଗଛରୁ ଅନବରତ ଭାବେ ପାଣି ପ୍ରବାହିତ ହେଉଛି । ଲୋକମାନେ…

ରାଗୋତ୍ସବ-୨୦୨୩ ଉଦ୍‌ଯାପିତ, ଓଡ଼ିଶୀ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ଦର୍ଶକ ବିଭୋର

ଭୁବନେଶ୍ୱର: ଜେଏସଡ଼ବ୍ଲ୍ୟୁ ଫାଉଣ୍ଡେସନ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ବାର୍ଷିକ ସଙ୍ଗୀତ କାର୍ଯ୍ୟକ୍ରମ ରାଗୋତ୍ସବ ୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ସହିତ ହିନ୍ଦୁସ୍ତାନୀ…

ବନାରସ-ସମ୍ବଲପୁର ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ, ଉଦଘାଟନ କଲେ ଦୁଇ…

ଭୁବନେଶ୍ୱର: ରେଳ ବିଭାଗ ପ୍ରତି ଲୋକଙ୍କ ଆସ୍ଥାଭାଜନ ହୋଇଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରେଳ କ୍ଷେତ୍ର ଓଡ଼ିଶାର କାୟାକଳ୍ପ କରିବା ସହ ‘ପୂର୍ବୋଦୟ’ର ପ୍ରମୁଖ ମାଧ୍ୟମ ହେବ ବୋଲି ସୋମବାର ସମ୍ବଲପୁର ରେଳ ଷ୍ଟେସନରେ କେନ୍ଦ୍ର ରେଳ, ଯୋଗାଯୋଗ,…

ଆଗକୁ ଆସିବ ‘ଟାଇଗର ୪’, ଘୋଷଣା କଲେ ସଲମାନ

ମୁମ୍ବାଇ: ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ୍ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟ ଲାଭ କରିବା ଫଳରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଯାଇଛି । ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଦେଶ ତଥା ବିଶ୍ୱର ବହୁ ବିଶିଷ୍ଠ…

କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କଲେ ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୦, ୨୦୨୩ରେ) ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ…

ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ପାଇଁ ଟିମ୍ ଇଣ୍ଡିଆ ଅଧିନାୟକ ‘ସ୍କାଏ’

ମୁମ୍ବାଇ: ବିଶାଖାପାଟଣାରେ ନଭେମ୍ବର ୨୩ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଭାବେ ଘୋଷଣା କରିଛି। ଚଳିତ ଦିନିକିଆ ବିଶ୍ବ ବିଜେତାଙ୍କ…

ନଭେମ୍ବର ୨୨ରେ ଘରୋଇ ବସ ମାଲିକ ସଂଘ ବିଧାନସଭା ଆଗରେ ଦେବ ଧାରଣା

ଭୁବନେଶ୍ୱର: ପୂର୍ବ ନିଷ୍ପତ୍ତିକୁ ପାଳନ କରି ଓଡ଼ିଶା ଘରୋଇ ବସ୍ ମାଲିକ ସଙ୍ଘ (ଓପିବିଓଏ) ନଭେମ୍ବର ୨୨ ତାରିଖରେ ଭୁବନେଶ୍ୱରରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। ସୋମବାର କଟକରେ ଅନୁଷ୍ଠିତ ବୈଠକରେ ସଙ୍ଘର ସଦସ୍ୟମାନେ ସେମାନଙ୍କ ନିଷ୍ପତ୍ତିକୁ ଆଜି ଦୋହରାଇଛନ୍ତି। ମଙ୍ଗଳବାର…

ସମୁଦ୍ର ମଝିରେ ଶହଶହ ଫୁଟ ଉପରେ ରହିଛି ଲାଇଟ୍ ହାଉସ୍‌, ଦେଖିଲେ ହୋଇଯିବେ ଚକିତ

ଆଜିକାଲି ସୋସିଆଲ ମିଡିଆରେ ଏକ ଲାଇଟ୍ ହାଉସର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଏହି ଲାଇଟ୍‌ହାଉସ୍‌ଟି କେବଳ ଜାହାଜ ପାଇଁ ଦିଗ ସୂଚାଇବାରେ ସହାୟକ ହୁଏ ନାହିଁ, ବରଂ ଏହା ଏକ ସ୍ଥାପତ୍ୟର ଏକ ଚମତ୍କାର ଉଦାହରଣ । ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରୁଥିବା ଲୋକଙ୍କ…