Latest Odisha News

BREAKING NEWS

ଘରୁ ଉଦ୍ଧାର ହେଲା ୨ ଫୁଟର ଝିିଟିପିଟି : ଲୋକେ ଦେଖି ଆଶ୍ଚର୍ଯ୍ୟ

ଫତେହାବାଦ: ଏବେ ଚାଲିଛି ବର୍ଷା ଋତୁ । ଏଭଳି ପରିସ୍ଥିତିରେ ପଶୁମାନେ ନିଜକୁ ବର୍ଷାହଭ ରକ୍ଷା କରିବା ପାଇଁ ଲୋକଙ୍କ ଘରେ ଆଶ୍ରୟ ଖୋଜିଥାନ୍ତି । ପ୍ରାୟତଃ ବର୍ଷା ସମୟରେ ଲୋକଙ୍କ ଘରୁ ସାପ ବାହାରୁଥିବା ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ଦେଖି ମଧ୍ୟ ଥିବେ । ଅନେକ ସ୍ଥାନରେ କୁମ୍ଭୀର ପାଣିରୁ…

ଭାରତୀୟ ମହିଳା ଟିମର ମୂଖ୍ୟ କୋଚ ହେବେ ମଜମୁଦାର

ମୁମ୍ବାଇ: ପୂର୍ବତନ କ୍ରିକେଟର ଅମୋଲ ମଜମୁଦାର ଭାରତୀୟ ମହିଳା ଟିମର କୋଚ ଦାୟିତ୍ୱ ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । କ୍ରିକେଟ ଆଡଭାଇଜରୀ କମିଟି ମୁମ୍ବାଇରେ କୋଚଙ୍କ ଶର୍ଟଲିଷ୍ଟ କରିଥିଲେ । ସାକ୍ଷାତକାର ବେଳେ ମଜମୁଦାରଙ୍କ ଉପସ୍ଥାପନା କମିଟି ସଦସ୍ୟ ଅଶୋକ ମାଲହୋତ୍ରା, ଜତିନ…

‘କାର ତଳେ କୁକୁରଙ୍କୁ’ ନେଇ ଚିନ୍ତାରେ ରତନ ଟାଟା, କଲେ ଏମିତି ଏପିଲ୍

ନୂଆଦିଲ୍ଲୀ: ମୌସୁମୀ ଆସିଛି, ଲୋକଙ୍କୁ ଆନମନା କରିଛି । କିଏ ଖରାରୁ ତ୍ରାହି ପାଇବା ପରେ ବର୍ଷାରେ ଭିଜୁଛି ତ ଆଉ କିଏ ଘରକୁ ସଜାଉଛି । ହେଲେ ଚିନ୍ତାରେ ଅଛନ୍ତି ଦେଶର ଅନ୍ୟତମ ଶିଳ୍ପଦ୍ୟୋଗୀ ତଥା ଅରବପତି ରତନ ଟାଟା । ବୁଲା କୁକୁରଙ୍କୁ ନେଇ ରତନ ଟାଟା ଚିନ୍ତିତ ଥିବା ବେଳେ ଟ୍ୱିଟ୍ କରି…

ସଲମାନଙ୍କ ବିବାହ ପାଇଁ ମାନସିକ ରଖିଲେ ରାକ୍ଷୀ: ଚପଲ ପିନ୍ଧିବା ଛାଡିଦେଲେ

ମୁମ୍ବାଇ: ବଳିଉଡ଼ର ବିବାଦୀୟ ଅଭିନେତ୍ରୀ ଭାବେ ପରିଚିତ ରାକ୍ଷୀ ସାୱନ୍ତ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ । ତାହାପୁଣି ଖାଲି ପାଦରେ । ଦର୍ଶକ ଓ ପାପାରାଜିମାନେ ଖାଲିପାଦରେ ଯିବାର କାରଣ ପଚାରିବାରୁ ସେ ଅଜବ ଉତ୍ତର ଦେଇଥିଲେ । ସେ ସଲମାନ ଖାନ୍‌ଙ୍କ…

ଏସସିଓ ସମ୍ମିଳନୀରେ ଆତଙ୍କବାଦ ନେଇ ବର୍ଷିଲେ ମୋଦି; ଉତ୍ତର ରଖି ପାରିଲେନି ପାକ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଆଜି ଆରମ୍ଭ ହୋଇଥିବାବେଳେ ଭର୍ଚ୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିଥିଲେ । ସମ୍ମିଳନୀରେ ଭାରତ, ପାକିସ୍ତାନ, ଚୀନ, ରୁଷ ସମେତ ୮ଟି…

ପୁରା ଶରୀରରେ ମହିଳା କଲେ ଟାଟୁ: ସ୍କୁଲ, ପବ୍, ପାର୍ଲର ଯିବାକୁ ବାରଣ

ବ୍ରିଟେନ: ଆଜିକାଲି ଯୁବପିଢୀ ଦେହରେ ବିଭି୍‌ନ୍ନ ପ୍ରକାରର ଟାଟୁ କରିବାକୁ ପସନ୍ଦ କରୁଛନ୍ତି । ନିଜ ସଉକକୁ ପୂରଣ କରିବାକୁ ଯାଇ ଜଣେ ଜଣେ ସେମାନଙ୍କ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିଥାନ୍ତି । ହେଲେ ବ୍ରିଟେନରେ ରହୁଥିବା ଜଣେ ମହିଳା ନିଜ ଦେହରେ ଟାଟୁ କରିଥିବାରୁ ତାଙ୍କୁ ତାଙ୍କ ପିଲାଙ୍କ…

ଘୋଷଣା ହେଲା କାର୍ତ୍ତିକ ଆର୍ଯ୍ୟନଙ୍କ ଅପ୍‌କମିଂ ଫିଲ୍ମ ଟାଇଟଲ୍ ଓ ରିଲିଜ ଡେଟ୍

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀ ଆଜିକାଲି ସେମାନଙ୍କର ଚଳଚ୍ଚିତ୍ର 'ସତ୍ୟପ୍ରେମ କି କଥା' ପାଇଁ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଜୁନ୍ ୨୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୫ ଦିନରେ ମୋଟ ୪୨.୫୦ କୋଟି ଟଙ୍କା ସଂଗ୍ରହ କରିଛି। ପ୍ରାୟ ୬୦ କୋଟି ବଜେଟରେ…

ବିଜେପର ମିଶନ ୨୦୨୪: ଅଧ୍ୟକ୍ଷ ବଦଳାଇ କ’ଣ ହାସଲ କରିବାକୁ ଚାହୁଁଛି ଦଳ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ବଡ ଧରଣର ଅଦଳବଦଳ । ସଂଗଠନକୁ ମଜବୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ୪ଟି ରାଜ୍ୟରେ ଦଳ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଏହି ରାଜ୍ୟ ଗୁଡିକ ହେଲା ପଞ୍ଜାବ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା । ହେଲେ…

ମହିଳାଙ୍କ ପେଟରେ ତାଲିବାନି ନାତ; ଆଫଗାନିସ୍ତାନରେ ବନ୍ଦ ହେବ ବିଉଟି ପାର୍ଲର

କାବୁଲ:ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନି ଶାସନର ନିର୍ଯାତନା ବଢୁଛି । ବିଶେଷକରି ତାଲିବାନି ଶାସନରେ ମହିଳାମାନଙ୍କ ଜୀବନ ଦୁର୍ବିସହ ହୋଇ ପଡୁଛି । ମହିଳାମାନଙ୍କ ପ୍ରତି ତାଲିବାନି ଶାସକ କଠୋର ମନୋବୃତ୍ତିକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି । ଏବେ ତାଲିବାନି ଶାସନର  ଆଉ ଏକ…