Latest Odisha News

BREAKING NEWS

ବୁର୍ଜ ଖଲିଫାରେ ରିଲିଜ ହେଲା ‘ଆନିମଲ’ର ଟିଜର

ମୁମ୍ବାଇ: ଦୁବାଇର ବୁର୍ଜ ଖଲିଫାରେ ଫିଲ୍ମ ଆନିମଲର ଟିଜର ରିଲିଜ୍ ହୋଇଯାଇଛି । ଏଥିଲାଗି ରଣବୀର,ବବି ଦେଓଲ ଓ ଫିଲ୍ମର ନିର୍ମାତା ଭୂଷଣ କୁମାରଦୁବାଇରେ ମଧ୍ୟ ପହଞ୍ଚିଥିଲେ । ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ଅଭିନିତ ଫିଲ୍ମ ‘ଆନିମଲ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।…

ପାକିସ୍ତାନକୁ ଯେମିତି ହରାଇଥିଲା, ସେହିଭଳି ଅଷ୍ଟ୍ରେଲିଆକୁ ହରାଇବ ଭାରତ?

ଅହମଦାବାଦ: ହାତରେ ଆଉ କେଇ ଘଣ୍ଟା ବିଶ୍ବକପ ଫାଇନାଲର ଟସ ପଡିବାକୁ। ନଭେମ୍ବର ୧୯ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ପରସ୍ପର ବିରୋଧରେ ଲଢେଇ କରିବେ। ଭଲ ପ୍ରଦର୍ଶନ ପରେ ଉଭୟ ଦଳ ଏଠାରେ ପହଞ୍ଚିଛନ୍ତି ଏବଂ ଶେଷ ମ୍ୟାଚରେ ମଧ୍ୟ ଯିଏ…

ଭିତରେ ଅବସ୍ଥା ବହୁତ ଖରାପ..ଶୀଘ୍ର ଉଦ୍ଧାର କର-ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକ କଲେ ଆକୁଳ ନିବେଦନ

ଉତ୍ତରକାଶୀ: ଉତ୍ତରକାଶୀରେ ଫସିଥିବା ୪୧ ଶ୍ରମିକଙ୍କ ୭ ଦିନଧରି ଭୁଶୁଡି ଯାଇଥିବା ସୁଡଙ୍ଗ ଭିତରେ ଫଶି ରହିଛନ୍ତି। ଉଦ୍ଧାର ପାଇଁ ସବୁପ୍ରକାର ଚେଷ୍ଟା କରାଯିବା ସତ୍ତ୍ୱେ ଶ୍ରମିକଙ୍କ ପାଖରେ ପହଞ୍ଚି ହେଉନି । ପାଇପ ଯୋଗେ ପାଣି, ଶୁଖିଲା ଖାଦ୍ୟ, ଅକ୍ସିଜେନ ଯୋଗାଇ ଦିଆ ଯାଉଛି । ହେଲେ ଦିନକୁ…

୪୩୦ କୋଟିରେ ନିଲାମ ହେଲା ଫେରାରି କାର

ନ୍ୟୁୟର୍କ: ୪୩୦ କୋଟିରେ ନିଲାମ ହେଲା ଫେରାରି କାର । ନ୍ୟୁୟର୍କଠାରେ ୧୯୬୨ ମସିହାର ଏକ ଫେରାରି ୨୫୦ ଜିଟିଓ କାର ୫.୧୭ କୋଟି ଆମେରିକୀୟ ଡଲାର ବା ପାଖାପାଖି ୪୩୦ କୋଟି ଟଙ୍କାରେ ନିଲାମ ହୋଇଛି । ନାଲି ରଙ୍ଗର ଏହି ଗାଡ଼ିଟିକୁ ଜଣେ ଆମେରିକୀୟ ଦୀର୍ଘ ୩୮ ବର୍ଷ ହେଲା ସାଇତି ରଖିଥିଲେ । ଏହି କାର…

କଲେଜ ଛାତ୍ରଙ୍କୁ ସିଗାରେଟ ଟାଣିବାକୁ ବାଧ୍ୟ କଲା ପୂର୍ବତନ ଛାତ୍ର, କାର୍ଯ୍ୟାନୁଷ୍ଠାନ ଭୟରେ ଫେରାର

କଳାହାଣ୍ଡି: କେସିଙ୍ଗା ଉତ୍କେଲା କନିଷ୍ଠ ମହାବିଦ୍ୟାଳୟର ୪ଜଣ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ରାସ୍ତାରେ ଚାପୁଡ଼ା ମାରିବା, ମାଡ଼ ମାରିବା, ଗାଳିଗୁଲଜ କରିବା, ସିଗାରେଟ ଟାଣିବାକୁ ବାଧ୍ୟ କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଶନିବାର ଏକ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା…

କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟକାରୀ ହେଲା ମଡ୍ୟୁଲାର ଓଟି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ମଡ୍ୟୁଲାର ଓଟି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀ ମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ଏଠାରେ ରହିଛି ଅତ୍ୟାଧୁନିକ ଚିକିତ୍ସା…

ସ୍ବାମୀର ମୃତ୍ୟର କେଇ ଘଣ୍ଟା ପରେ ଆଖି ବୁଜିଲେ ପତ୍ନୀ, ଏକାକି ହୋଇଗଲେ ତିନି ଛୁଆ

ମାଲକାନଗିରି:ବାଲିମେଳାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ସ୍ୱାମୀଙ୍କୁ ହରାଇବାର ମାତ୍ର କିଛି ଘଣ୍ଟା ପରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଶନିବାର ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ହରି କୁଳଦୀପଙ୍କ ଘର ବାଲିମେଳା ଏନ୍ଏସି ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡରେ। ଦିନ ମଜୁରିଆ ଭାବେ…

ମାହାଙ୍ଗା ଡବଲ ମର୍ଡର, ପୂର୍ବତନ ମନ୍ତ୍ରୀ ଅଧିକ ସମୟ ମାଗିବାରୁ ଘୁଞ୍ଚିଲା ଶୁଣାଣି

କଟକ: ଶନିବାର ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣିକୁ ସାଲେପୁର ଜେଏମ୍ଏଫସି କୋର୍ଟରେ ଘୁଞ୍ଚାଇ ଦିଆଯାଇଛି। ଏହି ଘଟଣାରେ ଅନ୍ୟତମ ଅଭିୟୁକ୍ତ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଧିକ ସମୟ ମାଗିବାରୁ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ଦର୍ଶାଇ ଶୁଣାଣିକୁ…

ବିଜେପିକୁ ବିଜେଡିର କାଉଣ୍ଟର: କହିଲା,ସୁରେଶ ମହାପାତ୍ରଙ୍କୁ ବିରୋଧ ବିଜେପିର ଡରକୁ ପଦାରେ ପକାଇଛି

ଭୁବନେଶ୍ୱର: ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁ୍କ୍ତି ଦିଆଯିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଅପାରଗ ପ୍ରଶାସକକୁ ସରକାର ପୁରସ୍କୃତ  କରିଛନ୍ତି ବୋଲି କହି ବିଜେଡିକୁ ବିଜେପି…

ରାଜ୍ୟରେ ୫୦୦ ଡାକଘର ଖୋଲିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଡାକ ଘର ଆପଣଙ୍କ ସେବା ଘର । ଏହି ସେବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ରାଜ୍ୟରେ ୫୦୦ରୁ ୬୦୦ ଡାକଘର ଖୋଲିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ପୁରୀ ଜିଲ୍ଲା ଦୁର୍ଗାଦାସପୁର ଗ୍ରାମକୁ ଦେଶ…