ସକାଳେ ପିଅନ୍ତୁ ଅଧାଗ୍ଲାସ, ଦୂର ହେବ ଏହି ସମସ୍ୟା….
ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ନିଜ ସ୍ବାସ୍ଥ୍ୟକୁ ନେଇ ବହୁ ସଚେତନ ରହିଥାନ୍ତି । କେହି କେହି ସକାଳୁ ଉଠି ବ୍ୟାୟାମ କରନ୍ତି ତ , ଆଉ କିଏ ଜିମ୍ ଯାଇ ଏକ୍ସସାଇଜ୍ କରନ୍ତି । ସାଧାରଣତଃ କିଛି ଲୋକ ସକାଳୁ ଉଠି ଲେମ୍ବୁ ପାଣି ପିଇଥାନ୍ତି । ତେବେ ଆସନ୍ତୁ ଜାଣିବା ଲେମ୍ବୁ ପାଣି ଆମ ଶରୀର…