Latest Odisha News

BREAKING NEWS

ଦଶମ ଶ୍ରେଣୀ ଇତିହାସ ବହିରେ ଓଡ଼ିଆ ଭାଷାର ବିକୃତ ବନାନ; ତାତିଲେ ଅଞ୍ଚଳବାସୀ

ପାରାଦ୍ଵୀପ:ସ୍ୱାଧୀନତା ସଂଗ୍ରାମର ଇତିହାସରେ  ଏକ ସ୍ୱର୍ଣ୍ଣିମ ଚିହ୍ନ ଛାଡି ଯାଇଥିଲା ଏହି ଅଞ୍ଚଳ । ହେଲେ ଇତିହାସରେ ଏହାକୁ ବିକୃତ କରି ଉଦ୍ଧୃତ କରାଯାଇଛି । ଆମର ଦୁର୍ବଳ ଭାଷାପ୍ରୀତି ହେଉ ବା ଜ୍ଞାନର ଅଭାବ ଯୋଗୁ ହେଉ, ଲବଣ ସତ୍ୟାଗ୍ରହବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଗତସିଂହପୁର…

ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ର ମାଲିକ ଆର୍‌.କେ ଅରୋରା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ର ଚେୟାରମ୍ୟାନ୍‌ ଆର୍‌.କେ ଅରୋରା। ମନିଲଣ୍ଡରିଂ ନିରୋଧକ ଆଇନ୍‌(ପିଏମ୍‌ଏଲ୍ଏ)ରେ ମଙ୍ଗଳବାର ତାଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ଅଫିସ୍‌ରୁ ଗିରଫ କରାଯାଇଛି। ମନି ଲଣ୍ଡରିଂ ମାମଲାରେ ଗତ ୩ ଧରି ପଚରାଉଚରା…

ପାରିବାରିକ କଳହର କରୁଣ ପରିଣତି, ପୁଅର ଖଣ୍ଡା ଆକ୍ରମଣରେ ବାପା ଗୁରୁତର

ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି । ସାନପୁଅର ଖଣ୍ଡା ଆକ୍ରମଣରେ ବାପା ଓ ଭାଉଜ ଗୁରୁତର । ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବି ନାୟକ ତାଙ୍କ ବଡ଼ ପୁଅ ଓ ବୋହୁ…

ଦରଗାକୁ ଯାଇ ଟ୍ରୋଲ ହେଲେ ଅମିଶା ପଟେଲ, ୟୁଜର୍ସ କହିଲେ ଫ୍ଲପ୍ ହେବ ଗଦର-୨

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗଦ୍ଦର-୨ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଛି, ଯାହା ପରେ ପ୍ରଶଂସକମାନେ ଗଦର-୨ ରିଲିଜକୁ ଅପେକ୍ଷା କରିଛନ୍ତି। ସନ୍ନି ଦେଓଲ ଏବଂ ଅମିଶା…

ନାଚି ନାଚି ଯାଉଥିଲେ ବରଯାତ୍ରୀ ଦଳ; ଚଢିଗଲା ଟ୍ରକ

କେନ୍ଦୁଝର : କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣା ସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଟାଉନ୍ ଥାନା ପୋଲିସ ଘଟଣା…

ଜିରା ଦାମ ବଢିବା ପରେ ଚାଷୀ ମାଲାମାଲ

ନୂଆଦିଲ୍ଲୀ: ଗତ ତିନି ମାସ ମଧ୍ୟରେ ଜିରା ଦର ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଲୋକେ ଚିନ୍ତିତ ଅଛନ୍ତି। ଜିରା ଚାଷ କରୁଥିବା ଚାଷୀଙ୍କ ପାଇଁ ଜିରା ଏବେ ସୁନା ବୋଲି ପ୍ରମାଣ କରୁଛି। ବଜାରରେ ସୁନା ପ୍ରତି ଗ୍ରାମରେ ୬୦ ହଜାର ଟଙ୍କା। ଜିରାର ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ଏକ କ୍ୱିଣ୍ଟାଲ। ତେବେ…

ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ଅନେକ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି। ଏହା ସତ୍ତ୍ୱେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କେତେକ ରାଜ୍ୟ ଯଥା ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଗୋଆ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ପ୍ରବଳରୁ ଅତି…

ଜାତିବାଚକ ବିଶେଷ୍ୟ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଯେଉଁପଦ କୌଣସି ନିର୍ଦ୍ଦିଷ୍ଟ ନାମ ବା ସଂଜ୍ଞା ପ୍ରକାଶ ନ କରି ଗୋଟିଏ ଗୋଷ୍ଠୀ, ଦଳ, ଶ୍ରେଣୀ, ଜାତି ବା ବିଭାଗକୁ ବୁଝାଇଥାଏ ତାହା ଜାତିବାଚକ ବିଶେଷ୍ୟ । ଆମେ ମଣିଷ କହିଲେ ମଣିଷ ଜାତିକୁ ଯେମିତି ବୁଝୁ ସେମିତି ଦେଶ, ପାହାଡ଼, ପଶୁ, ପକ୍ଷୀ, ଫୁଲ,…

ଏବେ ଚଳଚ୍ଚିତ୍ରରେ ଅଭିନୟ କରିବେ ଆତ୍ମସମର୍ପଣ କରିଥିବା ମାଓବାଦୀ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ହେଉଛି ନକ୍ସଲ ପ୍ରଭାବିତ ଅଞ୍ଚଳ। ପୋଲିସ ଏବଂ ସରକାର ଏଠାରେ ଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି। ସେମାନଙ୍କ ପାଇଁ ବସ୍ତି ବସେଇବାଠାରୁ ଆରମ୍ଭ କରି ନିଯୁକ୍ତି ଯୋଗାଇବା କାମ କରୁଛି ସରକାର। ଏହି କ୍ରମରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଭାବି ହେଉଥିବା ବେଳେ ବୀରା ବାଷ୍ପରୁଦ୍ଧ କଣ୍ଠରେ କହିଲା, “ପାପା ଓ ମାମା, ସମୀରା ଦି’ ବିଷୟରେ ପଚାରିଲେ ମୁଁ କ'ଣ କହିବି?” ରୋହାନ୍ ଆଉ ସିଡ଼୍‌କୁ ନୁହେଁ, ବୀରା ଯେମିତି ନିଜକୁ ନିଜେ ହିଁ କହୁଥିଲା ।…