Latest Odisha News

BREAKING NEWS

ନିର୍ମାଣର ୫ ବର୍ଷ ପରେ ବି ଆବଣ୍ଟନ ହୋଇନି ସରକାରୀ କ୍ୱାର୍ଟର, ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ

ଯାଜପୁର: ଗଛଲତା, ଉଇହୁଙ୍କାରେ ପରିପୂର୍ଣ୍ଣ ଘର । ପଡ଼ିଛି ଗଦା ଗଦା ମଦ ବୋତଲ ସାଙ୍ଗକୁ ସିଗାରେଟ୍ ଓ ଦିଆସିଲ୍ । ଆପଣ ଭାବୁଥିବେ ଏ ଦୃଶ୍ୟ ବୋଧେ କେଉଁ ଭୂତ କୋଠିର । ଆଜ୍ଞା ନା ଆପଣଙ୍କ ଅନୁମାନ ଭୁଲ୍ । ଏସବୁ ଘର ହେଉଛି ସରକାରୀ କ୍ୱାର୍ଟର । ଆପଣ ଦେଉଥିବା ଟିକସ ଟଙ୍କାରେ ସରକାର ଏସବୁ ଘର…

ବାହାନଗା ଦୁର୍ଘଟଣା: ଡିଏନଏ ରିପୋର୍ଟକୁ ଅପେକ୍ଷା କରି ଗେଷ୍ଟ ହାଉସରେ ମୃତକଙ୍କ ପରିବାର

ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାକୁ ପୂରିଲାଣି ତିନି ସପ୍ତାହ। ୨୯୨ ଜଣଙ୍କ ଜୀବନ ନେଇଥିବା ଏହି ଦୁର୍ଘଟଣା ପରେ ଚିହ୍ନଟ ହୋଇପାରିନଥିବା ମୃତକଙ୍କ ପରିବାର ଏବେ ଡିଏନ୍ଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଘର ବାହାର ରାଜ୍ୟର ହୋଇଥିଲେ ମଧ୍ୟ ଏବେ ଏମ୍ସ ପାଖାପାଖି ଭଡା ନେଇ…

ଆସାମରେ ପ୍ରଳୟଙ୍କାରୀ ବନ୍ୟା: ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୩ ମୃତ

ଗୌହାଟି: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ ନଅଟି ଜିଲ୍ଲାରେ ବନ୍ୟା ଯୋଗୁଁ ଚାରି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ ହେଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଜଳସ୍ତର ହ୍ରାସ…

ହସ୍ପିଟାଲ ଦଲାଲ ମୁକ୍ତ ହେବା ଦିଗରେ ରାଜ୍ୟ ସରକାର କାମ କରିବା ଦରକାର: ହାଇକୋର୍ଟ

କଟକ: ଦଲାଲ ମୁକ୍ତ ହେବା ଆବଶ୍ୟକ ସରକାରୀ ହସ୍ପିଟାଲ। ଏ ଦିଗରେ ସରକାର ନିୟମ ପ୍ରଣୟନ କରିବା ଦରକାର। ଦଲାଲ ମୁକ୍ତ ଦିଗରେ ସରକାର ନିୟମ ପ୍ରଣୟନ କରିବା ଦରକାର ଏବଂ ଏ ଦିଗରେ ସରକାର କି କି ପଦକ୍ଷେପ ନେଉଛନ୍ତି ସେ ବାବଦରେ ଏକ ସତ୍ଯପାଠ ଦାଖଲ କରିବା ଆବଶ୍ୟକ। ଶନିବାର ହାଇକୋର୍ଟ ଏକ…

୨୦୨୪ ନିର୍ବାଚନରେ ଏନଡିଏ ବିପକ୍ଷରେ କେଉଁ ନାଁରେ ଲଢ଼ିବେ ବିରୋଧୀ ?

ନୂଆଦିଲ୍ଲୀ: ବିରୋଧୀ ଦଳ ୨୦୨୪ ନିର୍ବାଚନ ପୂର୍ବରୁ ଏକାଠି ହେବାକୁ ଚେଷ୍ଟା କରୁଛନ୍ତି । ଆଉ ବିରୋଧୀ ଏକତା ମେଣ୍ଟର ନାଁ ପିଡିଏ ରହିବ ବୋଲି କୁହାଯାଉଛି । ତେବେ ବିରୋଧୀ ମେଣ୍ଟର ନା ପିଡିଏ ରହିବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସିପିଆଇ ସୂତ୍ରରୁ ମିଳିଥିବା ଖବର…

ଏମାର୍ଜେନ୍ସିର ୪୮ ବର୍ଷ ପୂର୍ତ୍ତି: ମୋଦୀ କହିଲେ ସେଦିନ ଥିଲା ଗଣତନ୍ତ୍ର ପାଇଁ କଳା ଦିନ

ନୂଆଦିଲ୍ଲୀ: ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଏମାର୍ଜେନ୍ସି ଘୋଷଣା କରିଥିଲେ। ୧୯୭୫ ମସିହା ଜୁନ ୨୫ ତାରିଖ ସାରା ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା। ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ କଳଙ୍କିତ ଇତିହାସ ବୋଲି କୁହାଯାଏ। ଏମାର୍ଜେନ୍ସିକୁ ଆଜି ୪୮…

ଫାଇଭ ଟି ସଚିବଙ୍କ ବରଗଡ ଗସ୍ତ ବେଳେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ ଅପରାଜିତା

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପିର ଜାତୀୟ ସଭାପତି ଜଗତ ପ୍ରସାଦ ନଡ୍ଡା ଏବଂ ପୂର୍ବତନ ଆଇଏଏସ ଅଧିକାରୀ ତଥା ଏବେର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଅପରାଜିତା ଟ୍ବିଟ୍ କରି ଏକ ଚିଠି ସେୟାର କରିଛନ୍ତି। ଯେଉଁଥିରେ ଆଜି ଫାଇଭ ଟି…

ମନ୍ତ୍ରୀ ପଦ ପାଇଁ ବ୍ଲାକମେଲିଂ କରୁଛନ୍ତି ସୌମ୍ୟରଞ୍ଜନ: ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ଫାଇଭ ଟି ସଚିବ ପ୍ରସଙ୍ଗରେ ନିଜର ମତାମତ ଆଲେଖ୍ୟ ଜରିଆରେ ଲେଖିଛନ୍ତି, 'ସମ୍ବାଦ' ଖବରକାଗଜରେ ସମ୍ପାଦକ ତଥା ଖଣ୍ଡପଡାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏବେ…

ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ

ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ ହୋଇଛି। ତାଙ୍କର ଶେଷକୃତ୍ୟ ଆଜି ମଧ୍ୟାହ୍ନ୧୨ ଟାରେ ମୁମ୍ବାଇର ସାଣ୍ଟାକ୍ରୁଜ୍ ଶ୍ମଶାନରେ ଅନୁଷ୍ଠିତ ହୋଇଛି। ତାଙ୍କ ଆତ୍ମାର ଶାନ୍ତି ପାଇଁ ଜୁନ୍ ୨୯ ତାରିଖ ସନ୍ଧ୍ୟା୫ ଟାରୁ ୬ଟା ମଧ୍ୟରେ ଏକ ପ୍ରାର୍ଥନା ସଭା ଆୟୋଜିତ ହେବ…

ଅପରାଜିତାଙ୍କ ‘ଫାଇଭ ଟି ସଚିବ’ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଫାଇଭ ଟି ସଚିବ ଆଇଏଏସ ଚାକିରିରି ଦୁରୂପଯୋଗ କରୁଛନ୍ତି ବୋଲି ଅଭିଯୋଗ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୈତିକ ମାହୋଲକୁ ସରଗରମ କରିଥିବା ବେଳେ ଏବେ ଖୋଦ୍ ଶାସକ ଦଳର ବିଧାୟକ ତଥା ଓଡ଼ିଶାର ଅଗ୍ରଣୀ ଖବରକାଗଜ 'ସମ୍ବାଦ'ର ସମ୍ପାଦର ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟ…