Latest Odisha News

BREAKING NEWS

କେନ୍ଦ୍ରର ଅର୍ଡିନାନ୍ସ ନେଇ କେଜରିୱାଲ୍‌ଙ୍କ ପ୍ରଶ୍ନରେ କଂଗ୍ରେସର ଜବାବ: ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ନିଆଯିବ…

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଡିନାନ୍ସ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ରୋକ୍ ଠୋକ୍ ପ୍ରଶ୍ନ ପରେ ଜବାବ ରଖିଛି କଂଗ୍ରେସ। ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନିଷ୍ପତ୍ତି ନିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି। ଗତକାଲି କେନ୍ଦ୍ର…

ପାଟନା ମହାବୈଠକରେ ଏକାଠି ହେବେ ୧୮ ଦଳ; କିଏ ଦେବ ମୋଦିଙ୍କୁ ଟକ୍କର ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କ ବଡ ପ୍ରସ୍ତୁତି । ବିଜେପିକୁ ଚାଲେଞ୍ଜ ଦେବା ପାଇଁ ଏକାଠି ହେଉଛନ୍ତି ସବୁ ବିରୋଧୀ  । ଶୁକ୍ରବାର ପାଟନାରେ ମାନସମନ୍ଥନ କରିବେ ସବୁ ବିପକ୍ଷ । ମିଳିଥିବା ସୂଚନା ଅନୁସାରେ, ବିଜେପି ବିରୋଧରେ ଏକ ଶକ୍ତିଶାଳୀ ମୋର୍ଚ୍ଚା ପ୍ରସ୍ତୁତ କରିବା…

ଟି୨୦ ଇତିହାସର ଦ୍ୱିତୀୟ ସର୍ବବୃହତ ରନ ଚେଜ କଲା ମିଡିଲସେକ୍ସ

ଲଣ୍ଡନ: ଇଂଲଣ୍ଡର ଏକ ଘରୋଇ ଟି୨୦ ଟୁର୍ଣ୍ଣାମେଂଟରେ ମିଡିଲସେକ୍ସ ଟିମ ୧୯.୨ ଓଭରରେ ୩ ୱିକେଟ ହରାଇ ୨୫୩ ରନର ଟାର୍ଗେଟ ଚେଜ କରିଛି । ଟି୨୦ ଇତିହାସର ଏହା ଦ୍ୱିତୀୟ ସର୍ବବୃହତ ରନଚେଜ । ଟି୨୦ ବ୍ଲାଷ୍ଟରେ ପ୍ରଥମେ ବ୍ୟାଟିଂ କରି ସରେ ୨୦ ଓଭରରେ ୭ ୱିକେଟ ହରାଇ ୨୫୨ ରନ କରିଥିଲା । ବିଲ ଜ୍ୟାକ୍ସ…

ବଡ଼ ଧରଣର ଅନୁପ୍ରବେଶ ପଣ୍ଡ: ସେନା ଗୁଳିରେ ୪ ପାକିସ୍ତାନୀ ଆତଙ୍କବାଦୀ ସଫା

ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ଚାହୁଁଥିବା ୪ ଆତଙ୍କବାଦୀଙ୍କୁ ଗୁଳି କଲା ସେନା। ସପ୍ତାହ ଭିତରେ ଏହାକୁ ମିଶାଇ ଦୁଇଟି ବଡ଼ ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ଜାମ୍ମୁ-କାଶ୍ମୀର ପୁଲିସ ଓ ଭାରତୀୟ ସେନା। ଶୁକ୍ରବାର କୁପୱାରା ଜିଲ୍ଲାରେ ୪…

କେବଳ ସ୍ମାର୍ଟଫୋନ ନୁହେଁ ବରଂ ସ୍ମାର୍ଟଟିଭି, ସ୍ପିକର ମଧ୍ୟ ଚୋରି କରେ ଆପଣଙ୍କ ଗୋପନୀୟ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କ ଘରେ ସ୍ମାର୍ଟ ଟିଭି, ସ୍ମାର୍ଟଫୋନ୍ ଏବଂ  ସ୍ପିକର ଅଛି ତେବେ ହୋଇଯାଆନ୍ତୁ ସାବଧାନ। ଆପଣ ସମସ୍ତେ ଜାଣନ୍ତି ଯେ ସ୍ମାର୍ଟଫୋନ ଗୁଇନ୍ଦା ଭଳି କାମ କରେ। କିନ୍ତୁ ଆଜିକାଲି କେବଳ ସ୍ମାର୍ଟ ଫୋନ୍ ନୁହେଁ ବରଂ ଆପଣଙ୍କର ସ୍ମାର୍ଟ ଟିଭି ଏବଂ ସ୍ପିକର ମଧ୍ୟ…

ଭିଜାଉଛି ମୌସୁମୀ ବର୍ଷା: ୨୪ ଘଣ୍ଟାରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: କିଛିଦିନର ଅପେକ୍ଷା ପରେ ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ଦେଇ ଓଡ଼ିଶାକୁ ପ୍ରବେଶ କରିଛି ମୌସୁମୀ। ଆଉ ମାତ୍ର ୨ ଦିନ ମଧ୍ୟରେ ମୌସୁମୀ ବାୟୁ ସାରା ଓଡ଼ିଶାକୁ ଛୁଇଁବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ସର୍ଟ ସର୍କିଟରୁ ଗୁହାଳରେ ନିଆଁ ଲାଗି ୬୨ଟି ମେଣ୍ଢା ଜୀବନ୍ତ ଦଗ୍ଧ

ବୌଦ୍ଧ: ଗୁହାଳରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୬୨ ମେଣ୍ଢା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୁଡାଶୀଙ୍ଗା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ଗାଁର ଶୁକଦେବ କର୍ଣ୍ଣଙ୍କ ଗୁହାଳରେ ନିଆଁ ଲାଗି ୬୨ଟି ମେଣ୍ଢା ଜୀବନ୍ତ ଜଳିଯାଇଛନ୍ତି। ଖବର ପାଇ…

ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ : ପଡୋଶୀଙ୍କ ଛାତରେ ଲୁଚାଇଥିଲେ ପେଟି ପେଟି ଟଙ୍କା

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଅତିରିକ୍ତ ଉପଜିଲ୍ଲାପାଳ । ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଆସିଛି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ । ଏହି ଅଭିଯୋଗକୁ ଭିତ୍ତି କରି ଆଜି ସକାଳୁ ତାଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢଉ କରିଛି ଭିଜିଲାନ୍ସ ଟିମ…

ପ୍ରଥମଥର ପାଇଁ ଆଇଟିଆର ଦାଖଲ କରୁଛନ୍ତି କି? ଜାଣିରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ରୋଜଗାର ଉପରେ ଆୟକର ଦେବାକୁ ପଡେ। ଆୟ ବେତନରୁ ହେଉ କିମ୍ୱା ବ୍ୟବସାୟରୁ। ଚଳିତ ବର୍ଷ ଆୟକର ରିଟର୍ଣ୍ଣ ବା ITR ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୩। ଏହା ପୂର୍ବରୁ ଆପଣ ଆଇଟିଆର ଦାଖଲ କରିଦେବା ଉଚିତ୍। ଯଦି ଆପଣ…

ଡିନର ଟେବୁଲରେ ଜେଜେବାପାଙ୍କ କଥା ମନେ ପକାଇଲେ ବାଇଡେନ, ହସ ରୋକି ପାରିଲେନି ମୋଦି

ୱାଶିଂଟନ:ହ୍ୱାଇଟ ହାଉସରେ ଷ୍ଟେଟ ଡିନର ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସମୟ ବ୍ୟକ୍ତିଗତ ଆଲୋଚନାରେ କଟାଇଥିଲେ । ବେଶ ହାଲ୍‌କା ଫୁଲକା ଥିଲା ଏହି ଆଲୋଚନା । ସବୁଠାରୁ ବଡ ସଂଯୋଗ ହେଲେ ଦୁଇନେତା କେହି ବି ମଦ୍ୟପାନ କରନ୍ତି ନାହିଁ ।…