Latest Odisha News

BREAKING NEWS

ନାଟକର ଅବସାନ: ହାର୍ଦ୍ଦିକ ଯିବେନି ମୁମ୍ବାଇ ଇଣ୍ଡିଆନ୍ସ

ଅହମ୍ମଦାବାଦ: ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ରବିବାର ଖେଳାଳିମାନଙ୍କ ରିଟେନ ଓ ରିଲିଜ ତାଲିକା ଫ୍ରାଂଚାଇଜମାନେ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବେ ବୋଲି ଖବର ପ୍ରକାଶ ପାଇଥିଲା । ଏବେ ଏହି…

ତଥ୍ୟ ପ୍ରମାଣ ଆଧାରରେ ଓଡ଼ିଶାର ଲୁକ୍କାୟିତ ତଥ୍ୟକୁ ଲୋକଲୋଚନକୁ ଆଣିବ ଓଡ଼ିଶା ଗବେଷଣା କେନ୍ଦ୍ର

ଭୁବନେଶ୍ଵର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଓ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ ଉଦଘାଟନ ହୋଇଛି ‘ଓଡ଼ିଶା ଗବେଷଣା କେନ୍ଦ୍ର’ । ଭୁବନେଶ୍ୱରର ସିଏସ୍ଆଇଆର…

ପ୍ରଶାନ୍ତ ମହାସାଗରରେ ବୈଜ୍ଞାନିକମାନେ ଖୋଜି ବାହାର କଲେ ବିଶାଳକାୟ ପର୍ବତ

ୱାଶିଂଟନ: ପ୍ରଶାନ୍ତ ମହାସାଗର ମଧ୍ୟରେ ଅନେକ ରହସ୍ୟ ଲୁଚି ରହିଛି । ବୈଜ୍ଞାନିକମାନେ ଏହି ରହସ୍ୟ ଉଜାଗର ପାଇଁ ଯଥାସମ୍ଭବ ଗବେଷଣା ଜାରୀ ରଖିଛନ୍ତି । ନୂତନ ପ୍ରଜାତିର ସାମୁଦ୍ରିକ ଜୀବଠାରୁ ଆରମ୍ଭ କରି ଅନେକ ପର୍ବତ, ଆଗ୍ନେୟଗିରିର ସନ୍ଧାନ ମିଳିବାରେ ଲାଗିଛି । ଇତି ମଧ୍ୟରେ ବୈଜ୍ଞାନିକମାନେ…

ବାରାମୁଲ୍ଲାରୁ ୩ ଲସ୍କର ସହଯୋଗୀ ଗିରଫ, ଚୀନ୍ ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହିତ ଜଡିତ ଆତଙ୍କବାଦୀଙ୍କ ପାଇଁ ଏଠାରେ କାର୍ଯ୍ୟ କରୁଥିବା ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୁଳିଗୋଳା ସହିତ ବହୁ ପରିମାଣରେ ନଗଦ ଟଙ୍କା…

ଶୁଭ୍ରାଂଶୁଙ୍କୁ ଛାଡିଲା ଚେନ୍ନାଇ ସୁପର କିଙ୍ଗସ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ଫ୍ରାଂଚାଇଜ ଟିମଗୁଡିକ ଖେଳାଳିଙ୍କ ରିଟେନଶନ ଓ ରିଲିଜ ଲିଷ୍ଟ ଜାରୀ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଓଡିଶାର ଷ୍ଟାର ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ରିଲିଜ କରିଛି । ଯାହାକି ଓଡିଶା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଶୁଭ୍ରାଂଶୁ…

ସହର ଭିତରେ ରାଜ କରୁଛି ବିଦେଶୀ ମଦ ଦୋକାନ, ପରିବେଶ ଦୂଷିତ ସହ ଦୁର୍ଘଟଣାକୁ କରୁଛି ଆମନ୍ତ୍ରଣ

ନୂଆପଡା: ନୂଆପଡା ଜିଲ୍ଲାର ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ଖଡ଼ିଆଳ ସହରର ଜନ ଗହଳି ସ୍ଥାନରେ ରାଜ କରୁଛି ବିଦେଶୀ ମଦ ଦୋକାନ । ଏନେଇ ଦିନକୁ ଦିନ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସହ ଜନ ଅସନ୍ତୋଷ ଦେଖାଦେଉଛି । ମଦ ଦୋକାନ ଗୁଡିକ ସହରର ପ୍ରାଣକେନ୍ଦ୍ରରେ ଥିବା ହେତୁ ବିଗୁଡୁଛି ପରିବେଶ…

୧୦୭ତମ ମନ୍ କି ବାତ: ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକେଇଲେ ମୋଦୀ

ନୂଆଦିଲ୍ଲୀ: ‘ମନ୍ କି ବାତ୍’ର ୧୦୭ତମ ସଂସ୍କରଣକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ସ୍ମରଣ କରିଛନ୍ତି ମୋଦୀ । ଏହି ଘଟଣାକୁ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିବା ସହ ନଭେମ୍ବର…

ଗୁଗୁଲର ବଡ ଘୋଷଣା; ୨ ବର୍ଷ ଧରି ବ୍ୟବାହର ହୋଇନଥିବା ଜି-ମେଲ ଆକାଉଣ୍ଟକୁ ବନ୍ଦ କରାଯିବ

ନୂଆଦିଲ୍ଲୀ: ବହୁ ସଂଖ୍ୟକ ଲୋକ ଜି-ମେଲ ବ୍ୟବହାର କରୁଛନ୍ତି । ପୂର୍ବରୁ ୟାହୁ ଏବଂ ରେଡିଫ୍ ଲୋକପ୍ରିୟ ଇମେଲ୍ ପ୍ଲାଟଫର୍ମ ଥିଲା, ହେଲେ ବର୍ତ୍ତମାନ ଜି-ମେଲ ଆକାଉଣ୍ଟ୍ ସବୁଠାରୁ ଲୋକପ୍ରିୟ ହୋଇଛି । ଆପଣ ଯାହାଠୁ ଶୁଣିବେ ତାଙ୍କର ନିଶ୍ଚିତ ଭାବରେ ଏକ ଜି-ମେଲ ଆକାଉଣ୍ଟ ନିଶ୍ଚିତ ଭାବେ ଥିବ ।…

ଡମ୍ଫର-ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା, ପିକଅପ ଚାଳକ ମୃତ

ବଲାଙ୍ଗୀର: ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ଫର ଓ ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପିକଅପ୍‌ ଭ୍ୟାନ୍ ଡ୍ରାଇଭର । ଏହି ଦୁର୍ଘଟଣାଟି ଆଜି (ରବିବାର)ସକାଳୁ ଘଟିଛି । ଅନ୍ୟପଟେ ଦୁର୍ଘଟଣା…

୨୫ ବର୍ଷ ପରେ ପୁଣି ଏକାଠି ଫିଲ୍ମ କରିବେ ସଲମାନ ଓ କରଣ, ଚଳଚ୍ଚିତ୍ର ନାମ ଘୋଷଣା

ମୁମ୍ବାଇ: ୨୫ ବର୍ଷ ପୂର୍ବେ ସଲମାନ ଖାନ ଏବଂ କରଣ ଜୋହର ଏକାଠି ଏକ ଫିଲ୍ମ କରିଥିଲେ। ସେବେଠାରୁ ଏହି ଯୋଡି ପ୍ରାୟତଃ ପରସ୍ପର ସହିତ ଏକ ପ୍ରୋଜେକ୍ଟ କରିବା ବିଷୟରେ ଯୋଜନା କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଏବେ ଶେଷରେ ସଲମାନ ଖାନ ଏବଂ କରଣ ଜୋହର ଏକାଠି ଫିଲ୍ମ…