୨୬/୧୧ର ଲୋମଟାଙ୍କୁରା କାହାଣୀ…
ନୂଆଦିଲ୍ଲୀ : ୨୦୦୮ ମସିହା ଆଜିର ଦିନ । ସମୟ ପ୍ରାୟ ସନ୍ଧ୍ୟା ହୋଇ ଆସୁଥାଏ । ମୁମ୍ବାଇ ମାଟିରେ ପାଦ ରଖିଥିଲେ ୧୦ ଆତଙ୍କବାଦୀ । ଏମାନେ ସମୁଦ୍ର ପଥରେ ପାକିସ୍ତାନରୁ ଆସି ତାଜ ହୋଟେଲରେ ଆଖିବୁଜା ଗୁଳିମାଡ଼ କରିଥିଲେ । ସେଦିନର ସେହି ଘଟଣା , ଏତେ ଭୟଙ୍କର ଥିଲା ଯେ , ସାରା ଭାରତକୁ ଦୋହଲାଇ…