Latest Odisha News

BREAKING NEWS

ର’ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ ରବି ସିହ୍ନା

ନୂଆଦିଲ୍ଲୀ: ଭାରତର ଗୁଇନ୍ଦା ଏଜେନ୍ସି ର’ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା । ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ନୂଆ ମୁଖ୍ୟ ରବି ସିହ୍ନାଙ୍କୁ ସୋମବାର ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।  ଛତିଶଗଡ କ୍ୟାଡରର ଏହି ଆଇପିଏସ୍ ଅଫିସର ଆସନ୍ତା ୨ ବର୍ଷ ପାଇଁ ଏହି…

ବିଦ୍ୟୁତକାଟ ପ୍ରତିବାଦରେ ଗ୍ରୀଡକୋ ଅଫିସ ଘେରିଲା କଂଗ୍ରେସ; ପୋଲିସ-କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଛି । ରାଜଧାନୀର ଗ୍ରୀଡକୋ ଅଫିସ ସମ୍ମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହଶହ କଂଗ୍ରେସ କର୍ମୀ ଗ୍ରୀଡକୋ ଅଫିସ ସମ୍ମୁଖରେ…

‘ପୁଷ୍ପା ୨’ରେ ଶ୍ରୀବଲ୍ଲୀ ଭୂମିକାରେ ନଜର ଆସିବା ଅଭିନେତ୍ରୀଙ୍କୁ ୮୦ ଲକ୍ଷ ଟଙ୍କାର ଠକେଇ

ମୁମ୍ବାଇ: ନିକଟରେ ଚଳଚ୍ଚିତ୍ର 'ପୁଷ୍ପା ୨' ରେ ଶ୍ରୀବଲ୍ଲୀ ଭୂମିକାରେ ଅଭିନୟ କରୁଥିବା ରଶ୍ମିକା ମନ୍ଦନା ଠକାମୀର ଶିକାର ହୋଇଛନ୍ତି। ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ୮୦ ଲକ୍ଷ ଟଙ୍କାର ଠକେଇ କରାଯାଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ମ୍ୟାନେଜର ତାଙ୍କ ସହ ଏହି ଜାଲିଆତି କରିଛନ୍ତି। ଏହା ପରେ…

ନବୀନ ନିବାସରେ ମହିମା ସାଧୁ; ଅନୁଦାନ ପାଇଁ ଜଣାଇଲେ କୃତଜ୍ଞତା

ଭୁବନେଶ୍ବର: ନବୀନ ନିବାସରେ ମହିମା ସାଧୁ । ନବୀନ ନବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିମା ସାଧୁ ଓ ଯୋରନ୍ଦାବାସୀ । ମହିମା ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବାରୁ ମହିମା ସାଧୁ ଓ ଯୋରନ୍ଦାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି…

ନେପାଳରେ ବନ୍ୟା ସାଙ୍ଗକୁ ଭୂସ୍ଖଳନ; ୫ ମୃତ, ୨୫ ନିଖୋଜ

କାଠମାଣ୍ଡୁ: ଭାରତର ରୌଦ୍ରର ପ୍ରକୋପ । ପଡୋଶୀ ନେପାଳରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇପଡିଲାଣି । ନେବାପଳରେ ବନ୍ୟା ପରିସ୍ଥିତି ଏବେ ସଙ୍ଗୀନ ହୋଇପଡିଛି ।      ବନ୍ୟା ଓ ଭୟଙ୍କର ଭୂସ୍ଖଳନରେ ୫ଜଣଙ୍କର ମୃତ୍ୟୁ ଘଟିଲାଣି । ଅନ୍ୟପକ୍ଷେ ୨୫ ଜଣ ନିଖୋଜ…

ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରାଜନାଥ ସିଂହଙ୍କ ସାକ୍ଷାତ, ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ପାଇଁ ସୋମବାର ରାଜଧାନୀ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଏତନାମର ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫାନ୍ ୱାନ୍ ଜିଆଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ଜରିଆରେ…

ବାରରେ ଲାଗିଗଲା ନିଆଁ: ଫସି ରହିଥିଲେ ୪

ଭୁବନେଶ୍ୱର:ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଥିବା ଭବାନୀ ମଲ୍ ନିକଟ ଏକ ବାର୍‌ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିଲା । ଫଳରେ ଚାରିଆଡ  ଧୂଆଁମୟ ହୋଇ ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଏହି…

ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାମାଡ଼

ନୂଆଦିଲ୍ଲୀ: ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାମାଡ଼। ରିବାବର ରାତିରେ ଦିଲ୍ଲୀରୁ ଡେରାଡୁନ୍ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ପଥରମାଡ଼ ହୋଇଛି। ମେରଠ-ମୁଜାଫରନଗର ରେଳ ଟ୍ରାକର ନାରା ଜଡୋଦା ରେଳ ଷ୍ଟେସନ ଦେଇ ଯାଉଥିବାବେଳେ ଟ୍ରେନ ଉପରକୁ ଟେକାମାଡ଼ ହୋଇଛି। ଟେକାମାଡ଼ ସମୟ‌ରେ…

କାନାଡାରେ ଖଲିସ୍ଥାନୀ ନେତାଙ୍କୁ ଗୁଳିକରି ହତ୍ୟା; ତାଙ୍କ ନାଁରେ ୧୦ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା ଏନଆଇଏ

ନୂଆଦିଲ୍ଲୀ:କାନାଡାରେ ରହୁଥିବା ଖଲିସ୍ଥାନୀ ନେତା ତଥା ଭାରତ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ଘୋଷିତ ମୋଷ୍ଟୱାଣ୍ଟେଡ୍   ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା  ।  ବ୍ରିଟିଶ କଲମ୍ବିଆ ପ୍ରଦେଶର  ସୁରେ ସହରସ୍ଥିତ ଗୁରୁଦ୍ୱାର ନିକଟ ପାର୍କିଂସ୍ଥଳରେ  ହରଦୀପ ସିଂ ନିଜାରଙ୍କୁ ଗୁଳି କରି…

କୋରିଓଗ୍ରାଫର ରାକେଶ ମାଷ୍ଟରଙ୍କ ଦେହାନ୍ତ, ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକାକୁଳ ପରିବେଶ

ହାଇଦ୍ରାବାଦ: ତେଲୁଗୁ ଇଣ୍ଡଷ୍ଟ୍ରିର ଅନ୍ୟତମ ଜଣାଶୁଣା କୋରିଓଗ୍ରାଫର ରାକେଶ ମାଷ୍ଟରଙ୍କ ଦେହାନ୍ତ ହୋଇଛି। ଦେହାନ୍ତ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ରାକେଶ ମାଷ୍ଟର କିଛି ଦିନ ପୂର୍ବରୁ ବିଶାଖାପାଟନମରେ ସୁଟିଂ କରୁଥିଲେ ଏବଂ ନିକଟରେ ହାଇଦ୍ରାବାଦ ଫେରିଥିଲେ। ସେ ହାଇଦ୍ରାବାଦକୁ…