ଅନେକ ରୋଗ ପାଇଁ ରାମବାଣ ଏହି ପତ୍ର, ସବୁଠାରୁ ଇଫେକ୍ଟିଭ୍ ଦେଶୀ ଆଣ୍ଟିବାୟୋଟିକ୍…
ଭୁବନେଶ୍ଵର: ଆଜିକାଲି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେବଳ ଯେ କରୋନା ସଂକ୍ରମଣ ତାହା ନୁହେଁ, ଅନ୍ୟ ସଂକ୍ରାମକ ରୋଗ ମଧ୍ୟ ଏହି ଋତୁରେ ଶୀଘ୍ର ବ୍ୟାପିଥାଏ | ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତି । କିନ୍ତୁ ଏହି…