ଭାଷା ଭାଗବତ : ଦେଶକୁ ଦୁର୍ଦିନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଗୋଷ୍ଠୀ, ସାମ୍ମୁଖ୍ୟ, ସଂଘ, ଦଳ
ସବୁଠି ଦିଶୁଛି କେବଳ
ପରିବାରର ପ୍ରତିପତ୍ତି
ହେଉଛି ବହୁମୁଖୀ କ୍ଷତି
ଉଚ୍ଚେ ଆସୀନ ନେତାଗଣ
ଥାଉ ବା ନ ଥାଉ କାରଣ
କରଂତି ଏକାକୀ ନିଷ୍ପତ୍ତି
ଏଥିଯୋଗୁଁ ତ ଅଧୋଗତି
ତଡ଼ା ନ ପାଇବା ପର୍ଯଂତ…