ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡ ଶୁଣାଇଲେ ବାଂଲାଦେଶ କୋର୍ଟ
ନୂଆଦିଲ୍ଲୀ: ଶ୍ରମ ଆଇନ ଉଲ୍ଲଘଂନ ଅଭିଯୋଗରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଦୋଷୀ ସାବ୍ୟସ୍ତ । ବାଂଲାଦେଶର ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ୟୁନୁସ। ଯାହା ଫଳରେ ତାଙ୍କୁ ଓ ଅନ୍ୟ ୩ ସହଯୋଗୀଙ୍କୁ ଛଅ ମାସର ଜେଲ୍ ଦଣ୍ଡ ଶୁଣାଇଛନ୍ତି ବାଂଲାଦେଶ…