ଭାଷା ଭାଗବତ : ବର୍ଣ-ବଂଦିଶାଳା
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ପୃଷ୍ଠାବଳି ଅକ୍ଷର-କାରା
ଏ ଶାସ୍ତି ଯେହେତୁ ଅସରା
ଅକ୍ଷର ରହେ ହୋଇ ବଂଦି
ସାରା ଜୀବନ କାଂଦି କାଂଦି
ପୃଷ୍ଠାରୁ ମୁକୁଳିବା କଳା
ନ ଜାଣି ଅକ୍ଷର ବାଉଳା
ହୋଇ ବିତାଂତି ସାରା ଦିନ
ସର୍ବଦା ସହି ଅପମାନ
କବି, ଲେଖକ ଅତ୍ୟାଚାରୀ
ହୁଅଂତି…