Latest Odisha News

BREAKING NEWS

ଦୁଇଟି ପୃଥକ କାର୍ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ଭୁବନେଶ୍ୱର: ରବିବାର ସକାଳେ କଟକ ଏବଂ ସୁନ୍ଦରଗଡରେ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। କେନାଲ ଭିତରକୁ ପଶିଗଲା କାର। କଟକ କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ କଟକ…

ଆସ ବୁଲିଯିବା ଓଡିଶା: ମନୋଲୋଭା ପର୍ଯ୍ୟଟନ କ୍ଷେତ୍ର ‘କାଙ୍କଣ ଶିଖରୀ’, ଯେଉଁଠି ମହାପ୍ରଭୁଙ୍କୁ ପ୍ରସାଦ କରାଯାଏ କାଙ୍କଣ

ଖୋର୍ଦ୍ଧା: ଓଡ଼ିଶାରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ରହିଛି । ଯେଉଁଠିକୁ ଶୀତଋତୁ ଆସିଲେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳେ । ସେହିପରି ଏକ ମନୋଲୋଭା ପର୍ଯ୍ୟଟନ କ୍ଷେତ୍ର ହେଉଛି ‘କାଙ୍କଣ ଶିଖରୀ’ । ଏହା ଚିଲିକା ହ୍ରଦ ମଝିରେ ରହିଛି ।…

ଟିମ୍ ଇଣ୍ଡିଆର ବିଜୟ ମନାସି ମା’ ସୁରେଶ୍ଵରୀଙ୍କ ମନ୍ଦିରରେ ଦୀପ ଦାନ କଲେ କ୍ରିକେଟ ପ୍ରେମୀ

ସୁବର୍ଣ୍ଣପୁର: ଆଜି କ୍ରିକେଟ ବିଶ୍ବକପ୍ ର ଫାଇନାଲ ମ୍ୟାଚ । ଏହି ମହାସମରରେ ଭାରତ ତାର ବିଜୟ ଧାରା ବଜାୟ ରଖିଛି । ଆଜି ଫାଇନାଲ ରେ ୫ ଥର ବିଜୟୀ ହୋଇଥିବା କଙ୍ଗାରୁ ଦଳ ସହିତ ମୁହାଁମୁହିଁ ହେବ ଟି୍ମ ଇଣ୍ଡିଆ । ତେବେ ଟିମ୍ ଇଣ୍ଡିଆକୁ ବିଜୟୀ କରିବା ପାଇଁ ନେତା ଅଭିନେତାଙ୍କ ଠାରୁ ଆମ୍ଭ କରି…

ମହିଳା ହିଂସା ଓ ଅଶ୍ଳୀଳତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା: ଦିନକୁ ଦିନ ମହିଳା ମାନେ ଅନେକ ହିଂସାର ସମ୍ମୁଖୀନ ହେଉଛନ୍ତି । ସେ ପରିବାର ଭିତରେ ହେଉ କିମ୍ବା ବାହାରେ ଚାରିଆଡେ ମହିଳା ହିଂସା ବୃଦ୍ଧି ପାଉଛି । ଆଜିର ସମାଜରେ ମହିଳା ସଶକ୍ତିକରଣ ନିମନ୍ତେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ମହିଳା ନିଜେ ସଶକ୍ତିକରଣ ହୋଇଛି, ଏହା ସତ୍ତ୍ବେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ଡ୍ୟୁଟିରେ ଯାଉଥିବାବେଳେ ୫ ପୋଲିସ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରାଜସ୍ଥାନର ନାଗୌର ଜିଲ୍ଲା କଣୁତା ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ପାଇଁ ଡ୍ୟୁଟିରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ଚୁର ଜିଲ୍ଲା ତାରା ନଗରରେ ହେବାକୁ…

୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଓଡ଼ିଶା ସରକାର ବିଭିନ୍ନ କଲେଜରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଆସୋସିଏଟ ପ୍ରଫେସରଙ୍କ ତାଲିକା ପ୍ରକାଶ କରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି କରିଛି। ଏନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି…

ପଟିଆକୁ ସ୍ଥାନାନ୍ତର ହେବ କ୍ୟାପିଟାଲ ହସ୍ପିଟାଲ୍, ପ୍ରଶାସନ ବିଭାଗ ଯୋଗାଇ ଦିଆଯିବ ପକ୍ଷରୁ ୩୫ ଏକର ଜାଗା

ଭୁବନେଶ୍ଵର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା । ବଢ଼ୁଥିବା ଲୋକସଂଖ୍ୟା ଓ ସଂପ୍ରସାରିତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି । ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳରେ ଏହି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାପନ କରାଯିବ…

ସାମିରିକ ଶକ୍ତି ବୃଦ୍ଧି କରିବା ଲକ୍ଷରେ ଚାଇନା, ବିଦେଶରେ ବଢାଇ ତାଲିଛି ବନ୍ଦର ନେଟ୍‌ୱର୍କ

ନୂଆଦିଲ୍ଲୀ: ଚୀନ୍ ନିଜର ଅର୍ଥନୈତିକ ଶକ୍ତି ବୃଦ୍ଧି ତଥା ନିଜର ବିସ୍ତାର କ୍ଷମତାକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଦେଶରେ ବାଣିଜି୍ୟକ ବନ୍ଦରର ଏକ ବିଶାଳ ନେଟ୍‌ଓ୍ବର୍କ ଦ୍ରୁତ ଗତିରେ ନିର୍ମାଣ କରିଚାଲିଛି। ସମ୍ପ୍ରତି ରିପୋର୍ଟ ଅନୁଯାୟୀ ନୌସେନାର ଉପସ୍ଥିତି ଏହାର ପ୍ରମାଣ। ଦରିଆପାରି…

ପଢ଼ିବାର ଆଗ୍ରହ ମତେ ଲେଖିବାକୁ ବାଧ୍ୟ କଲା : ଅଂଶୁମାନ ସାହୁ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଅଂଶୁମାନ ସାହୁ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । କଥା ନବ ପ୍ରତିଭା ପୁରସ୍କାର…

ପରଲୋକରେ ‘ଧୁମ୍’ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଗଢବୀ

ମୁମ୍ବାଇ: ଆଉ ନାହାନ୍ତି ଧୁମ ଫିଲ୍ମ ଡାଇରେକ୍ଟର ସଞ୍ଜୟ ଗଢବୀ । ଆଜି (ରବିବାର) ହାର୍ଟ ଆଟାକରୁ କାରଣରୁ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 57 ବୟସ ହୋଇଥିଲା । ସଞ୍ଜୟ ଗଢବୀ 'ଧୁମ୍' ଓ 'ଧୁମ୍-୨' ପରି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିଧନରେ ସମଗ୍ର ବଲିଉଡ…