Latest Odisha News

BREAKING NEWS

ତ୍ୱଚା ଏବଂ କେଶ ଲାଗି ଲାଭଦାୟକ ଦହି : ପ୍ରତିଦିନ ଖାଦ୍ୟରେ ବି କରନ୍ତୁ ସାମିଲ ଦୂରେଇ ଯିବ ଏସବୁ ରୋଗ…

ନୂଆଦିଲ୍ଲୀ : ସାଧାରଣତଃ କିଛି ଲୋକ ଦହି ଖାଇବାକୁ ଭଲ ପାଆନ୍ତି  । ଦହିକୁ ଆମେ ଖାଇବା ସହ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାଉ  । ତେବେ ଆସନ୍ତୁ ଜାଣିବା ଦହି ଆମ ସ୍ବାସ୍ଥ୍ୟପାଇଁ କେତେ ଉପଯୋଗୀ । ଦହି ଖାଇବା ଦ୍ୱାରା ଗ୍ୟାସ୍‌ ପରି ସମସ୍ୟା ହୋଇ ନ ଥାଏ। ଏହା ପାଚନ କ୍ରିୟାକୁ ମଧ୍ୟ…

ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା : ୫ ମୃତ , ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ

କର୍ଣ୍ଣାଟକ : କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାଲାପୁରାଗିରେ ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।  ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ମହାରାଷ୍ଟ ସୋଲାପୁର…

ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଡ ଇଞ୍ଜିନିୟର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ…

କଟକ : ଭିଜିଲାନ୍ସରେ ଜାଲରେ ଆସିଷ୍ଟାଣ୍ଡ ଇଞ୍ଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଚଢାଉ କରାଯାଉଛି । ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି । ଖୋର୍ଦ୍ଧା , କଟକ , କେନ୍ଦ୍ରାପଡା ଓ…

ଭୟାନକ ରେଳଷ୍ଟେସନ୍ : ରାତି ହେଲେ ଶୁଭେ କାନ୍ଦିବା ଓ ଚିତ୍କାର ଶଦ୍ଦ, ଯିବାକୁ ଭୟ କରନ୍ତି ଲୋକ

ନୂଆଦିଲ୍ଲୀ : ଭାରତରେ ହଜାର ହଜାର ରେଳଷ୍ଟେସନ ରହିଛି  । ଯେଉଁଠି ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି  । କିନ୍ତୁ ଦେଶରେ ଏମିତି କିଛି ରେଳଷ୍ଟେସନ ରହିଛି , ଯେଉଁଠାକୁ ଯିବାକୁ ଲୋକେ ଭୟ କରନ୍ତି  । ଆସନ୍ତୁ ଜାଣିବା ସେମିତି କିଛି ରେଳଷ୍ଟସନ ସମ୍ପର୍କରେ । ପଶ୍ଚିମବଙ୍ଗର ପୁରୁଲିଆ…

୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଜି ଅଫିସର ଅଡିଟର ସିବିଆଇ ଦ୍ୱାରା ଗିରଫ

ଭୁବନେଶ୍ୱର: ମେଡିକାଲ୍ ବିଲ୍ ପାସ୍ କରିବା ପାଇଁ ୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) କାର୍ଯ୍ୟାଳୟର ଅଡିଟରଙ୍କୁ ସିବିଆଇ ଗିରଫ କରିଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସମ୍ମୁଖରୁ ଅଭିଯୁକ୍ତ ସନ୍ତୋଷ କୁମାର…

ବିଧାୟକଙ୍କ ବିରୋଧରେ ରଖିଥିବା ପ୍ରମାଣ ହାଜର ହୋଇ ଦିଅ, କଥିତ ପ୍ରେମିକା ସୋମାଲିକାଙ୍କୁ ସମନ

କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ କଥିତ ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମନ ଜାରି କରାଯାଇଛି। ନଭେମ୍ବର 7 ତାରିଖ ଅପରାହ୍ନ ସାଢ଼େ 3ଟାରେ ସୋମାଲିକାଙ୍କୁ ମ୍ୟାରେଜ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରାଯାଇଛି।…

କଂଗ୍ରେସକୁ ନୀତିଶଙ୍କ ସମାଲୋଚନା, ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକଠାକ୍ ତ?

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁବାର ଦିନ ନବଗଠିତ ବିରୋଧୀ ଗୋଷ୍ଠୀ 'ଇଣ୍ଡିଆ'ରେ କଂଗ୍ରେସର ରଣନୀତି ବା ଉଦ୍ୟମ ଅଭାବକୁ ସମାଲୋଚନା କରିଛନ୍ତି। ଯାହା ମେଣ୍ଟରେ ଯେ ସବୁକିଛି ଠାକଠାକ ଚାଲିଛି ତାକୁ ନେଇ ପ୍ରଶ୍ନ ଉଠିଛି। ବିରୋଧୀ ଦଳକୁ ଆଗକୁ ନେବା ପାଇଁ କଂଗ୍ରେସର କୌଣସି…

ବିଷ ବଳୟରେ ଦିଲ୍ଲୀ : ୪୦୦ ଟପିଲା ଏକ୍ୟୁଆଇ , ଭାରୀ ଯାନ ଯାତାୟତ ଉପରେ କଟକଣା

ନୂଆଦିଲ୍ଲୀ : ବିଷ ବଳୟରେ ଦିଲ୍ଲୀ  । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ନିଶ୍ବାସ ପ୍ରଶ୍ବାସ ନେବା ବି ଦିଲ୍ଲୀବାସୀଙ୍କ ପାଇଁ କଷ୍ଟକର ହୋଇପଡିଛି । ୪୦୦ ଅତିକ୍ରମ କରିଛି ଏୟାର କ୍ବାଲିଟି ଇଣ୍ଡେକ୍ସ  । ପୁରା ବିପଦଜନକ ସ୍ଥିତିରେ ରହିଛି ଦିଲ୍ଲୀ ଏନସିଆର୍  । ଅତି ଜରୁରୀ ନଥିବା ନିର୍ମାଣ…

କବିତା : ଭସ୍ମାସୁର

ରାମକୃଷ୍ଣ କେତେ ବା ସମୟ ମୋତେ ଜନ୍ମ ନେବାକୁ ଘୃଣାରେ ଟିକେ ହଲଚଲ୍ ହେଲା ରକ୍ତ ତ ଲେଲିହାନ୍ ଭୋକପରି ଛିଡା ହୋଇ ପଡିଲି ତମର ଚରାଭୂଇଁରେ ପଥରେ ହେଉ ବା ନେପଥ୍ୟରେ ଯାହାର ହାତରେ ହ୍ବୁସିଲ୍ ସେ ହିଁ ମୋର ମାଲିକ ଆଉ ମୁଁ ତାର ବଶମ୍ବଦ ଭୃତ୍ୟ ଘୃଣାର ବିଷ୍ଫୋରଣ ମୁଁ ବାରୁଦର ହାତ ।…

ଡାକ ଜରିଆରେ ଦୁଇ ହଜାର ଟଙ୍କିଆ ନୋଟ୍ ପଠାଇପାରିବେ: ଆରବିଆଇ

ନୂଆଦିଲ୍ଲୀ: ଯେଉଁ ଭାରତୀୟଙ୍କ ପାଖରେ ଏବେ ବି ୨ ହଜାର ଟଙ୍କିଆ ନୋଟ୍ ଅଛି ସେମାନେ ଏହାକୁ ଡାକ ଯୋଗେ କିମ୍ବା ରିଜର୍ଭ ବ୍ୟାଙ୍କ ଅଫିସରେ ଜମା କରିପାରିବେ। ଏବେ ଦେଶର ବିଭିନ୍ନ ଆରବିଆଇ ଅଫିସ ଆଗରେ ନୋଟ୍ ବଦଳ କରିବାକୁ ଲମ୍ବା ଧାଡି ରହିଛି। ଏପରି ସ୍ଥିତି ଦେଖି ଆରବିଆଇ ଡାକ ଯୋଗେ ଏହି ବଡ…