ଠେଙ୍ଗାରେ ପିଟି ବାପାକୁ ହତ୍ୟା କଲା ପୁଅ; ମା’ ଗୁରୁତର
ଦେବଗଡ: ମହଙ୍ଗା ପଡ଼ିଲା ମଦ ନିଶା । ନିଶା ପାଖରେ ଫିକା ପଡିଲା ରକ୍ତ ସମ୍ପର୍କ । ହଜିଗଲା ବିବେକବୋଧ । ମଦ ନିଶାରେ ବାପାକୁ ହାଣିଦେଲା । ବାପାକୁ ବଞ୍ଚାଇବାକୁ ଆସି ମା’ ବି ହେଲା ଆକ୍ରୋଶର ଶିକାର । ଆଉ ଏପଟେ ନିଶା ଉତୁରିଲା ବେଳକୁ ହତ୍ୟାକାରୀ ପୁଅ ଏବେ ଜେଲ ଚାରିକାନ୍ଥ ଭିତରେ । ଏମିତି…