Latest Odisha News

BREAKING NEWS

ଆବାସ ଯୋଜନାରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯନ୍ତ୍ରୀ ଗିରଫ

ନୂଆପଡ଼ା: ଖଡିଆଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେକ୍ସନର ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଜଣେ ଆବାସ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ନେବା ସମୟରେ ଅଭିଯୁକ୍ତ ଦେବ ଚନ୍ଦନ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆବାସ ଯୋଜନାର ସେକ୍ସନରେ କନିଷ୍ଠ ଯନ୍ତ୍ରୀ ପଦବୀରେ…

କ୍ରିକେଟ ବିଶ୍ୱକପ୍‌ ୨୦୨୩: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁହାଁମୁହିଁ, କାହା ସହ କେବେ ଅଛି ଜାଣନ୍ତୁ

ନୂଆଦିଲ୍ଲୀ: କ୍ରିକେଟ ଦିନିକିଆ ବିଶ୍ୱକପ୍‌ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଇସିସି ଖୁବ୍‌ଶୀଘ୍ର ଏହା ତାଲିକା ଜାରି କରିପାରେ। ତେବେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ଏଭଳି ସ୍ଥିତିରେ ଦୁଇ ଦେଶର ମ୍ୟାଚ୍‌ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି।…

ପାରାଦୀପ: ବିଦ୍ୟୁତ ଆଘାତରେ ଝିଅ ମୃତ, ୪ ଗୁରୁତର

ପାରାଦୀପ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା-ମା'ଙ୍କ ସମେତ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଆପଲ୍ ସ୍ୱିଫ୍ଟ ଷ୍ଟୁଡେଣ୍ଟ ଚ୍ୟାଲେଞ୍ଜ: ୨୦ ବର୍ଷର ଭାରତୀୟ ଛାତ୍ରୀଙ୍କୁ ପ୍ରଶଂସା କଲେ ଆପଲ୍ ସିଇଓ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଲ୍ ସିଇଓ ଟିମ୍ କୁକ୍ ଭାରତର ସ୍ୱିଫ୍ଟ ଷ୍ଟୁଡେଣ୍ଟ ଚ୍ୟାଲେଞ୍ଜ ବିଜେତା ଅସ୍ମି ଜୈନ ସହ ସାକ୍ଷାତ କରିଛନ୍ତି। ଅସ୍ମି ଜୈନ ସ୍ୱାସ୍ଥ୍ୟସେବା ଉପରେ ଏକ ଆପ୍ ପ୍ଲେଗ୍ରାଉଣ୍ଡ ତିଆରି କରି ଡବ୍ଲୁଡବ୍ଲୁଡିସି( WWDC)ପୁରସ୍କାର ଜିତିଛନ୍ତି। ତାଙ୍କୁ ମାତ୍ର ୨୦ ବର୍ଷ ବୟସ।…

ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ ଓ ଟମାଟୋ ମାଡ଼

ଭୁବନେଶ୍ୱର: ଶକ୍ତି ମନ୍ତ୍ରୀ ପ୍ରତାପ ଦେବାଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ। ଭୁବନେଶ୍ବର ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ। ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀ ସରକାରୀ ବାସଭବନରେ ନଥିବା ସୂଚନା ରହିଛି।…

ଫ୍ରେଞ୍ଚ ଓପନ ୨୦୨୩ ଜିତି ଇତିହାସ ରଚିଲେ ଜୋକୋଭିଚ୍; କହିଲେ- ମୁଁ ନିଜକୁ ମହାନ କହିବାକୁ ଚାହୁଁନି

ନୂଆଦିଲ୍ଲୀ: ମୁଁ ନିଜକୁ ମାହନ କହିବାକୁ ଚାହେଁନି। ଅନ୍ୟମାନଙ୍କୁ କହିବାକୁ ଦିଅନ୍ତୁ ଯାହା ସେମାନେ କହିବେ। ରବିବାର ଫ୍ରେଞ୍ଚ୍ ଓପନ ୨୦୨୩ ଟାଇଟଲ ଜିତିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଟେନିସ୍ ଷ୍ଟାର୍‌ ନୋଭାକ୍ ଚୋକୋଭିଚ୍। ଗତକାଲି ଖେଳାଯାଉଥିବା ଫାଇନାଲ୍‌ ମେଚ୍‌ରେ ସେ ନରୱେର…

ଅଶ୍ୱୀନଙ୍କୁ କାହିଁକି ଖେଳା ଗଲାନି ପ୍ରଶ୍ନ କଲେ ସଚିନ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ଶୋଚନୀୟ ପରାଜୟ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କୋଚ ରାହୁଲ ଡ୍ରାଭିଡ ଓ ଅଧିନାୟକ ରୋହିତ ଶର୍ମାଙ୍କ ରଣନୀତି ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । ସୋମବାର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏ ନେଇ ମୁହଁ ଖୋଲିଛନ୍ତି…

ଚଳନ୍ତା ଗାଡ଼ିରେ ଲାଗିଗଲା ନିଆଁ; ରାସ୍ତା ମଝିରେ ହୁତହୁତ ଜଳିଲା

ଭଦ୍ରକ: ରାସ୍ତା ମଝିରେ ଜଳୁ୍ଥିଲା ଗାଡି । ହୁତହୁତ ହୋଇ ଜଳୁଥିଲା । ଦ୍ରୁତଗତିରେ ଥିବା ଗାଡିଟିରେ ହଠାତ କେମିତି ନିଆଁ ଲାଗିଗଲା ବୁଝି ହେଉ ନ ଥିଲା । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଞ୍ଚଳରେ । ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବପୁର ବ୍ରିଜ ନିକଟରେ…

ଭୟଙ୍କର ରୂପ ନେଇ ଆସୁଛି ବାତ୍ୟା ‘ବିପର୍ଯ୍ୟୟ’; ଗୁଜରାଟରେ ଆରମ୍ଭ ହୋଇଗଲାଣି ବର୍ଷା, ପବନ

ନୂଆଦିଲ୍ଲୀ: ବିକଟାଳ ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’ । ଯେତିକି ଆଗକୁ ବଢୁଛି ସେତିକି ଭୟଙ୍କର ହେଉଛି । ବିପର୍ଯୟ କେରଳ ଏବଂ ମୁମ୍ବାଇ ଉପକୂଳରେ ଏକ ପ୍ରକାର ତାଣ୍ଡବ ରଚିବା ପରି ମନା ହେଉଛି। ଏହାର ପ୍ରଭାବରେ ସମୁଦ୍ରରେ ଉଚ୍ଚ ଲହଡି ଦେଖିବାକୁ ମିଳିଛି । ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସହ…

ଟ୍ବିନ୍ ସିଟିରେ ସ୍ବାଭାବିକଠୁ ଅଧିକ ରହିବ ତାପମାତ୍ରା, ୧୧ ଟା ୩୦ ସୁଦ୍ଧା ସମ୍ବଲପୁରରେ ଅଧିକ ତାତି

ଭୁବନେଶ୍ୱର: ଆଜି ଗ୍ରୀଷ୍ମ ପ୍ରବାହରେ ଆଉଟ ପାଉଟ ହେବ ଟ୍ବିନ ସିଟି। ସତର୍କ କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର। ସ୍ୱାଭାବିକ ତୁଳନାରେ ୬.୫ ଡ଼ିଗ୍ରୀ କିମ୍ବା ଅଧିକ ବ୍ୟବଧାନରେ ରେକର୍ଡ ହୋଇପାରେ ସର୍ବୋଚ୍ଚ ଦିନ ତାପମାତ୍ରା। ରାଜଧାନୀରେ ସକାଳ ୮.୩୦ ସୁଦ୍ଧା ୩୫ ଡ଼ିଗ୍ରୀ ତାପମାତ୍ରା ଏବଂ ୬୫%…