ଟ୍ରେନ ଟ୍ରାଜେଡି ବେଳେ ବିଜେଡି ନେତାଙ୍କ ବିଦେଶ ବୁଲା: ବର୍ଷିଲା ବିଜେପି, ଗସ୍ତ ସପକ୍ଷରେ ଯୁକ୍ତି ବାଢିଲେ ସୋର…
ଭୁବନେଶ୍ୱର: ଗତ ଜୁନ୍ ୨ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଖବର ସାରା ଦେଶ ଓ ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଦେଶର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି।
ତା'ପର ଦିନ ମନ୍ତ୍ରୀ ଓ…