ଦେବଗଡ ପରେ ରାଜଧାନୀରେ ଶିଶୁ ଅପହରଣ: ବାପା କୋଳରୁ ଶିଶୁପୁତ୍ରକୁ ଛଡାଇ ନେଇ ଅପରାଧୀ ଚମ୍ପଟ
ଭୁବନେଶ୍ବର: ରାଜ୍ୟରେ ଅପରାଧୀଙ୍କ ଟାର୍ଗେଟରେ ଯେମିତି ଛୋଟ ଶିଶୁ ପଡିଛନ୍ତି । ନାବାଳିକା ଅପହରଣ, ହତ୍ୟା, ନିଖୋଜ ପରି ଘଟଣାରେ ଯେମିତି ରୋକ ଲାଗି ପାରୁନି । ଦୁଇ ଦିନ ତଳେ ଦେବଗଡ ବଜାରରୁ ସନ୍ଧ୍ୟାରେ ୭ ବର୍ଷର ଝିଅ ପିହୁକୁ ଜେଜେ ମା’ଙ୍କ ଆଖି ସାମ୍ନାରେ ଝାମ୍ପି ନେଇ ଯାଇଥିଲେ…