Latest Odisha News

BREAKING NEWS

ଆଇବି ୱାର୍ଲ୍ଡ ସ୍କୁଲ୍ ସହ ଯୋଡ଼ି ହେଲା ସାଇ ଇଣ୍ଟରନ୍ୟାସନାଲ୍

ଭୁବନେଶ୍ୱର: କ୍ୟାରିୟର ପ୍ରୋଗ୍ରାମ ଲାଗି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଆଇବି ୱାର୍ଲ୍ଡ ସ୍କୁଲ୍ ସହ ଯୋଡ଼ି ହୋଇଛି । ୧୬ରୁ ୧୯ ବର୍ଷ ବୟସର ଶିକ୍ଷାର୍ଥୀଙ୍କ ପାଇଁ ଏହା ମାଧ୍ୟମରେ ଶିକ୍ଷାଦାନ କରାଯିବ । ଏହା ସମାନ୍ତରଳ ଭାବେ କେମ୍ବ୍ରିଜ୍ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଏବଂ…

ସଂସଦ ଭବନରେ ଅଖଣ୍ଡ ଭାରତର ନକ୍ସା ଦେଖି ଫିଡିକିଲେ ପଡୋଶୀ; ପାକିସ୍ତାନ କହିଲା ’ଆମେ ବହୁତ ଚିନ୍ତିତ’

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ନକ୍ସା ଦେଖି ଫିଡିକିଲେ ପଡୋଶୀ ।  ଭାରି ଅସନ୍ତୁଷ୍ଟ ୨ ଦେଶ । ନେପାଳ ପରେ ଏବେ ପାକିସ୍ତାନ ଅଖଣ୍ଡ ଭାରତକୁ ନେଇ ଅସନ୍ତୋଷ ଜାହିର କରିଛି । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ମୁମତାଜ ଜହରା କହିଛନ୍ତି, ଭାରତ ସଂସଦ ଭବନର ନୂଆ କୋଠାରେ…

କାଲିଠୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକୁ ଉଡ଼ିବ ସିଧାସଳଖ ବିମାନ

ଭୁବନେଶ୍ୱର: ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ପରେ ଆସନ୍ତାକାଲି (ଶନିବାର) ଠାରୁ ସିଙ୍ଗାପୁର ଓ ବ୍ୟାଂକକ ସିଧାସଳଖ ବିମାନ ଉଡ଼ିବ । ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକକୁ ରାଉଣ୍ଡ ଟ୍ରିପ୍ ବିମାନ ଭଡ଼଼ା ୧୫ ହଜାର ଟଙ୍କା ରହିଛି । ଭୁବନେଶ୍ୱର-ସିଙ୍ଗାପୁର ବିମାନ ଭୁବନେଶ୍ୱରରୁ…

ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରରେ ୪୪ ଟପିଲା ପାରଦ, ଆଉ ୫ ଦିନ କାଳବୈଶାଖୀ

ଭୁବନେଶ୍ୱର: ଓଡ଼ିଶା ଜଳୁଛି । ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡ଼ୁଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ କାଳବୈଶାଖୀ ବର୍ଷା ଯନ୍ତ୍ରଣାକୁ ଆହୁରି ଅସହ୍ୟ କରୁଛି । ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା…

ଭଦ୍ର ମହିଳା ସାଜି ମଲ ଲୁଟୁଥିଲେ, ଶାଢୀ ଭିତରେ ପୂରାଇ ଜିନିଷ ନେଉଥିଲେ: ଧରିଲା ପୋଲିସ

ଭୁବନେଶ୍ୱର: ଟିପଟପ୍ ବେଶ ପକାଇ ଆସୁଥିଲେ ।  ମଲ ବୁଲୁଥିଲେ । ଲୁଟୁଥିଲେ । ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଲୁଟ କରୁଥିଲେ । ଜଣେ ବା ଦୁଇ ଜଣ ନୁହଁନ୍ତି । ପୂରା ୯ ଜଣିଆ ଗ୍ୟାଙ୍ଗ ମଲ ଲୁଟୁଥିଲେ । ହେଲେ କେହି ସେମାନଙ୍କର ଟେର ପାଉ ନ ଥିଲେ । କିଏ ବା କାହିଁକି ଏମାନଙ୍କୁ ସନ୍ଦେହ କରିବ? …

ଶାଳୀକୁ ଭଲ ପାଉଥିଲା ବୋଲି ଗଳା କାଟି ଦେଲା ଭିଣୋଇ

ପାରାଦୀପ: ପାରାଦୀପ ଆଦର୍ଶ ଥାନା ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଶାଳୀକୁ ପ୍ରେମ କରୁଥିବା ପ୍ରେମିକର ଗଳା କାଟି ହତ୍ୟା କରିଛି ଭିଣୋଇ । ସବୁଠାରୁ ବଡ଼ କଥା ହେଲା ପାରାଦୀପ ଆଦର୍ଶ ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ହତ୍ୟାକାଣ୍ଡ ଘଟିଥିଲେ ବି ପୋଲିସ…

ଏପଟେ ରାଜଧାନୀ ସିଝୁଛି; ସେପଟେ ଦୁଇ ଜିଲ୍ଲା ପାଇଁ କାଳବୈଶାଖୀ ଚେତାବନୀ

ନୂଆଦିଲ୍ଲୀ:ସକାଳୁ ସକାଳୁ ଅସ୍ତବ୍ୟସ୍ତ କରୁଛି ତାତି । ଆଜି ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ୱର ତାତି ୩୪ ଡିଗ୍ରୀ ଛୁଇଁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁସାରେ, ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୭୧ ପ୍ରତିଶତ ରହିଛି । ଆଜି ଦିନ ସାଢେ୧୧ଟା ସୁଦ୍ଧା ସମ୍ବଲପୁର ୪୧ ଡିଗ୍ରୀ…

ବିଜେପିର ମହା ଜନସମ୍ପର୍କ ଅଭିଯାନ: ଜୁନରେ ଓଡ଼ିଶା ଆସିବେ ଶାହ, ନଡ୍ଡା

ଭୁବନେଶ୍ୱର: ବିଜେପି ପକ୍ଷରୁ ଆରମ୍ଭ ହୋଇଛି ମହାଜନସମ୍ପର୍କ କାର୍ଯ୍ୟକ୍ରମ । ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ଏକ ମାସ ବ୍ୟାପୀ ‘ଜନସମ୍ପର୍କ…

ଦରମା ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିଲେ ଅମଲା କର୍ମଚାରୀ

ଆର. ଉଦୟଗିରି: ଯୋଗ୍ୟତା ହାରରେ ଦରମା ଦିଅ । ଏମିତି ଦାବି ନେଇ  ଗଜପତି ଜିଲ୍ଲା ଆର.ଉଦୟଗିରି ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି  । ଗତ ଗୁରୁବାରଠାରୁ ଏମିତି କଳା ବ୍ୟାଜ ପିନ୍ଧି ଆନ୍ଦୋଳନରେ ବସିଛନ୍ତି  ଅମଲା କର୍ମଚାରୀ   । ଏମାନେ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳଯାଏ …

ଜଗିଥିଲେ ତିନି ଜଣ ପୋଲିସ; ସମସ୍ତଙ୍କୁ ଚକମା ଦେଇ ଖସିଗଲା କଏଦୀ

କଟକ: ପୋଲିସକୁ ଚକମା ଦେଇ ଛୁ ମାରିଲା କଏଦୀ । ମହିଳା ବେଶ ପକାଇ ଖସିଗଲା, କେହି ଜାଣି ପାରିଲେନି ।   କଟକ ବଡ ମେଡିକାଲରେ ଦେଖିବାକୁ ମିଳିଛି ଏପରି ଘଟଣା । ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳର ସାଜନ ଦାସ । ଏକ ଡକାୟତି ମାମଲାରେ ସାଜନକୁ ନାଉଗାଁ ପୁଲିସ ଗିରଫ କରି କୋର୍ଟଚାଲାଣ…