Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକଙ୍କ ବିଷୟରେ ଅନେକ କିଛି ତଥ୍ୟ ଆମେ ଆଲୋଚନା କରିସାରିଲେଣିଭ। ତଥାପି ଲାଗୁଛି ଆମର ଆଲୋଚନା ସମ୍ପୂର୍ଣ୍ଣ ନୁହେଁ। ଏହାର ପ୍ରକୃତ କାରଣ ହେଲା ସେବାରେ…

ଏହି ସମସ୍ତ ଖାଦ୍ୟ କରନ୍ତୁ ସେବନ, କମିବ ଆପଣଙ୍କ ଓଜନ….

ମୋଟାପଣ ଚିନ୍ତାର ମୁଖ୍ୟ କାରଣ । ଓଜନ ହ୍ରାସ ନିମନ୍ତେ ସମସ୍ତେ ବହୁ ଚେଷ୍ଟା କରିବା ସତ୍ତ୍ୱେ ବିଫଳ ହୋଇଥାଆନ୍ତି । ତେବେ ଓଜନ ହ୍ରାସ ନିମନ୍ତେ ଖରାଦିନକୁ ସବୁଠାରୁ ଉତ୍ତମ ଦିନ ବୋଲି କୁହାଯାଏ। ଏହି ଋତୁରେ ମୋଟାପଣ ହ୍ରାସ ପାଇଁ ବିଭିନ୍ନ ଉପାୟ ଆପଣାଇ ପାରିବେ। ଖରାଦିନେ କିଛି ସ୍ୱତନ୍ତ୍ର…

ଆଇପିଏଲ ଟ୍ରଫି ଜିତି ଅବସର ବାବଦରେ ପ୍ରତିକ୍ରିୟା ରଖିଲେ ଏମ୍ ଏସ ଧୋନୀ

ଅହମଦାବାଦ: ଗୁଜରାଟ ଟାଇଟନ୍ସ ବିପକ୍ଷରେ ଅନ୍ତିମ ବଲରେ ମ୍ୟାଚ ଜିତିଥିବା ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ଅବସର ବାବଦରେ ସ୍ପଷ୍ଟ କରିଛନ୍ତି। ଚଳିତଥର ଟ୍ରଫି ଜିତିଲେ ଧୋନୀ ଆଇପିଏଲରୁ ଅବସର ନେବେ ବୋଲି ତାଙ୍କ ପ୍ରଶଂସକମାନେ ଆକଳନ କରୁଥିଲେ। ମ୍ଯାଚ ଜିତିବା…

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କେଜ୍ରିଓ୍ୱାଲଙ୍କ ସମର୍ଥନ ଆହ୍ୱାନକୁ କଂଗ୍ରେସ କହିଲା ନା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋମବାର ଦିଲ୍ଲୀ ଏବଂ ପଞ୍ଜାବର କଂଗ୍ରେସ ନେତାଙ୍କ ସହ ପୃଥକ ବୈଠକ କରିଛନ୍ତି। ଏହି ବୈଠକରେ ସେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ନିୟମ ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ କରିବେନି ବୋଲି ଜଣାଇଛନ୍ତି। ସୂଚନାନୁସାରେ, କଂଗ୍ରେସ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଲା କୁଇ ଓ ଦେଶିଆ ଭାଷାର ଜାତୀୟ କର୍ମଶାଳା

କୋରାପୁଟ: କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE),…

ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ୍…

ଘରୋଇ ପିଚରେ ହାରିଲା ଗୁଜରାଟ ଟାଇଟନ୍ସ, ପଞ୍ଚମ ଥର ପାଇଁ ଆଇପିଏଲ ଜିତିଲା ଚେନ୍ନାଇ ସୁପର କିଙ୍ଗସ

ଅହମଦାବଦ: ଶେଷରେ ଚେନ୍ନାଇ ସୁପର କିଙ୍ଗସ ଏବଂ ଏମଏସ ଧୋନିଙ୍କ ପ୍ରଶଂସକମାନେ କୋଟି କୋଟି ପ୍ରଶଂସକ ଯାହା ଆଶା କରୁଥିଲେ ତାହା ହୋଇଛି। ଏକ ରୋମାଞ୍ଚକର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରିବା ପରେ ଚେନ୍ନାଇ ସୁପର କିଙ୍ଗସ ୫ମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଛି। ଆଉ ମ୍ୟାଚ…

ଖଡଗେ ଓ ରାହୁଲ ଗାନ୍ଧୀଙ୍କ ସହ ବୈଠକ ପରେ ଗେହଲୋଟ-ପାଇଲଟ କଳିର ହେଲା କି ସମାଧାନ?

ନୂଆଦିଲ୍ଲୀ: ଗତ କିଛି ମାସ ଧରି ରାଜସ୍ଥାନରେ ଚାଲିଥିବା କଂଗ୍ରେସର ଦୁଇ ଶୀର୍ଷ ନେତାଙ୍କ କନ୍ଦଳ ଶେଷ ହୋଇଥିବା ଲାଗୁଛି। ସୋମବାର ସନ୍ଧ୍ୟାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟ ଉପସ୍ଥିତ ଥିଲେ। କଂଗ୍ରେସ…

ଜେଜେମା’ଙ୍କୁ ପଛରେ ବସାଇ ଦ୍ରୁତ ଗତିରେ ବାଇକ୍ ଚଲାଇଲା ନାବାଳକ, ଲୋକେ ଦେଖି ଭୟଭୀତ

ଛୋଟ ପିଲା ବା ୧୮ବର୍ଷରୁ କମ ବୟସର ପିଲାମାନଙ୍କୁ ଗାଡ଼ି ଚଲାଇବା ଅନୁମତି ନାହିଁ । ଯଦି କୌଣସି ନାବାଳକ ଗାଡ଼ି ଚଲାଉଥିବା ଧରାପଡ଼ିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି । ଏଥିସହ ଅଭିଭାବକମାନଙ୍କୁ ଗିରଫ ମଧ୍ୟ କରାଯିବାର ପ୍ରାବଧାନ ରହିଛି । ହେଲେ ଏବେ ଏକ…

ଏକୋଇଶିଆ ପୂର୍ବ ଦିନ ବିଷ ଇଞ୍ଜେକସନ ଦେଇ ଝିଅକୁ ହତ୍ୟା ଉଦ୍ୟମ କଲା ବାପ

ବାଲେଶ୍ୱର: ଜନ୍ମକଲା ବାପ ସାଜିଲା ଜହ୍ଲାଦ! ଏକୋଇଶିଆ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଷ ଇଞ୍ଜେକସନ ଦେଇ ଝିଅକୁ ହତ୍ୟା ଉଦ୍ୟମ କରିଛି  ବାପ। ନୀଳଗିରି ସିଙ୍ଗିରିର ଏହି ଘଟଣା ଏବେ ସାରା ରାଜ୍ଯରେ ଚର୍ଚ୍ଚର ବିଷୟ ପାଲଟିଛି। ସୋମବାର ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯାହାକୁ…