Latest Odisha News

BREAKING NEWS

ଝାଡଖଣ୍ଡର ରଘୁବର ଦାସଙ୍କୁ ରାଜ୍ୟପାଳ କରାଇ ନିଶ୍ବାସ ମାରିଲା କେନ୍ଦ୍ର ବିଜେପି?

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ବୁଧବାର ବିଳମ୍ବିତ ରାତିରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି। କେନ୍ଦ୍ର ସରକାର ତଥା ଶାସକ ଦଳ ବିଜେପିର ସୁପାରିଶ କ୍ରମେ ରାଷ୍ଟ୍ରପତି ରଘୁବରଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଝାଡଖଣ୍ଡ…

ତିନି ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଅପରାଧୀଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: ତିନି ଜଣ ଆନ୍ତଃ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାର୍ମସ ବା ଅପରାଧୀଙ୍କୁ ଗିରଫ କରିଛି ଓଡ଼ିଶା ରାଜ୍ୟ କ୍ରାଇମବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ୍)। ଏମାନେ ଅନ୍ୟ ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲି ଦେଉଥିଲେ ଏବଂ ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କାର କମିସନ…

କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ୩୧୧ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ…

ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ବୁଡିଗଲେ ୨ ଛାତ୍ର

ବ୍ରହ୍ମପୁର: ଅନେକ ସମୟରେ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ପୋଖରୀ, ନଦୀ, ସମୁଦ୍ରରେ ଗୋଧୋଇବାକୁ ଯାଇ ପାଣିରେ ବୁଡି କିଏ ନିଖୋଜ ଓ କିଏ ମୃତ ହେଉଥିବା ଖବର ସାମ୍ନାକୁ ଆସୁଛି । ସେହିଭଳି ପୁଣି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ। ସୂଚନାମୁତାବକ, ଆଜି ଗୋପାଳପୁର ସମୁଦ୍ରରେ…

ମହିଳା ପ୍ରିମିୟର ଲିଗ ୨୦୨୪: ୫ ଟିମ ୬୦ ଖେଳାଳିଙ୍କୁ ଦଳରେ ରଖିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର ମହିଳା ପ୍ରିମିୟର ଲିଗ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୫ଟି ଟିମ ୨୧ ବିଦେଶୀ ଖେଳାଳିଙ୍କ ସମେତ ୬୦ଜଣଙ୍କୁ ଦଳରେ ବଜାୟ ରଖିଛନ୍ତି । ୨୯ ଖେଳାଳିଙ୍କୁ ଓଭରାଲ ରିଲିଜ କରାଯାଇଛି । ଆସନ୍ତୁ ନଜର ପକାଇବା କେଉଁ ଟିମ କାହାକୁ…

ପ୍ରତି ୭୬-୭୯ ବର୍ଷରେ ଥରେ ଆସେ ହେଲି ଧୂମକେତୁ, ଆକାଶରେ ହେବ ଉଲକା ବର୍ଷା !

ନୂଆଦିଲ୍ଲୀ: ଫେରିବ କି ହେଲି ଧୂମକେତୁ ? ଆକାଶରେ ହେବ କି ଉଲକା ବର୍ଷା ? ଯଦି ସତରେ ହେଲି ଧୂମକେତୁ ଫେରେ ତେବେ ରବିବାର କିମ୍ବା ସୋମବାର ସକାଳେ ଆକାଶରେ ହେବ ଉଲକା ବର୍ଷା। ପ୍ରତି ୭୬ ରୁ ୭୯ ବର୍ଷରେ ଥରେ ଆସେ ଏହି ହେଲି ଧୂମକେତୁ। ଏପରି ହେଲେ, ହେଲି ଧୂମକେତୁ ପରି ସମଗ୍ର ଆକାଶ ଆଲୋକିତ…

କଅଁଳ ମନ ହେଲେ ମୁଣ୍ଡ ଉପରେ ପାହାଡର ବୋଝ; ତଥାପି ହସି ହସି ରୋଗୀଣା ବାପାଙ୍କ ସେବା କରୁଛି କୁନି ପୁଅ

ବରଗଡ:କଅଁଳ ମନ  । ହେଲେ ମୁଣ୍ଡ ଉପରେ ପାହାଡ ପରି ବୋଝ । ତଥାପି ତା ମନରେ ଦୁଃଖ ନାହିଁ । ଏ ବୋଝ ମୁଣ୍ଡେଇ ଭାଙ୍ଗି ପଡିନି । ତା ପାଇଁ ମା’ର ପଣତ ନାହିଁ ଝାଳ ପୋଛି ଦେବାକୁ । ବାପାର ଆଶ୍ରୟ ତଳେ ଜିଇଁଥିଲା ଯେ ଭାଗ୍ୟ ସହି ପାରିଲାନି । ରାେଗଶଯ୍ୟାରେ ବାପା ଏବେ କୁନି ପୁଅର ଆଶ୍ରାରେ । ସେ…

ସାହିତ୍ୟ ପତ୍ରିକା ‘ଅକ୍ଷାଂଶ’ର ଶାରଦୀୟ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ହରିଶ୍ଚନ୍ଦ୍ର ବେହେରାଙ୍କ ସମ୍ପାଦନାରେ ପ୍ରକାଶିତ ସାହିତ୍ୟ ପତ୍ରିକା ' ଅକ୍ଷାଂଶ'ର ଶାରଦୀୟ ସଂଖ୍ୟା ସ୍ଥାନୀୟ ଜୟଦେବ ଭବନରେ ବିଶିଷ୍ଟ କବି ଫନୀ ମହାନ୍ତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରଦୂତ କବି ଅମରେନ୍ଦ୍ର ଖଟୁଆ ବରେଣ୍ୟ…

ବାଲେଶ୍ବରରେ ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ : ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଅଘଟଣ  । ଆଜି ମଧ୍ୟାହ୍ନରେ ଏକ ଗ୍ୟାସ୍‌ ଟାଙ୍କି ଫାଟି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ  ଜଣେ ପୁରୁଷ ଓ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍‌ଯାପିତ

୮ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଉଦ୍‌ଯାପିତ ହୋଇଛି । ଏହି ଅବସରରେ ପରିଷଦର ସଦସ୍ୟମାନଙ୍କ ହରେନ୍‌ ସାହୁଙ୍କ ନିର୍ଦ୍ଦେଶିତ ନାଟକ ‘ସମୟ କହିବ କିଏ କାହାର’ ମଞ୍ଚସ୍ଥ ହୋଇଥିଲା ।…