Latest Odisha News

BREAKING NEWS

ବିନା ଓଟିପି ଓ ବ୍ଯାଙ୍କ ତଥ୍ୟରେ ୫ଲକ୍ଷ ଲୁଟିଲେ ସାଇବର ଠକ 

ଚଣ୍ଡିଗଡ଼: ସାଇବର ଅପରାଧର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ସତେ ଯେମିତି ଏ ଠକେଇ ନିତିଦିନିଆ ଜୀବନର ଅଂଶ ହୋଇଗଲାଣି। ଚୋରି, ଡକାୟତି ଭଳି ସାଇବର ଠକେଇ ମଧ୍ୟ ଦିନକୁ ଦିନ ବଢି ଚାଲିଛି। ଲୋକଙ୍କୁ ଠକିବା ପାଇଁ ଠକମାନେ ବିଭିନ୍ନ ପ୍ରକାର ଟ୍ରିକ୍ ଆପଣାଉଛନ୍ତି । ବହୁ ଚତୁରତାର ସହ ସେମାନେ…

ହସ୍ପିଟାଲ ଯାଇ କେସିଆରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ: ଆଜି ଡାକ୍ତରଖାନା ଯାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଭେଟିଛନ୍ତି । କେସିଆରଙ୍କୁ ଭେଟି ତାଙ୍କର ହାଲଚାଲ ପଚାରି ବୁଝିଛନ୍ତି ସିଏମ୍ ରେବନ୍ତ ରେଡ୍ଡୀ ।…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ପାକିସ୍ତାନଠାରୁ ହାରିଲା ଭାରତ

ଦୁବାଇ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନ ନିକଟରୁ ୮ ୱିକେଟରେ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୨୫୯ ରନ ସଂଗ୍ରହ କରିଛନ୍ତି । ପାକିସ୍ତାନ ୪୭ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଓଜାନ…

ଏହି କାରଣରୁ ଶୀତ ଦିନେ ବଢିଯାଏ ସୋରିୟାସିସ୍, ଜାଣନ୍ତୁ କେମିତି କରିବେ ଉପଚାର

ନୂଆଦିଲ୍ଲୀ: ଶୀତ ଋତୁ ସମସ୍ତଙ୍କ ପ୍ରିୟ ହୋଇଥିବାବେଳେ, ଏହି ଋତୁ ମଧ୍ୟ ଅନେକ ରୋଗ ର କାରଣ ହୋଇଥାଏ । ଅଧିକାଂଶ ଲୋକ ଏହି ଋତୁରେ ସୋରିୟାସିସ୍ ରୋଗରେ ପୀଡିତ ହୋଇଥାନ୍ତି । ସୋରିୟାସିସ୍ ଏକ ଚର୍ମ ରୋଗ । ଏହି ରୋଗ କାହାକୁ ବି ହୋଇପାରେ । ଏହି ଚର୍ମ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକମାନଙ୍କ…

ବିଦେଶରେ ଜାତିଭେଦର ଶିକାର ହେଉଛନ୍ତି ଭାରତୀୟ ଡାକ୍ତର

ଲଣ୍ଡନ: ବ୍ରିଟେନରେ ଅଧିକାଂଶ ଭାରତୀୟ ଡାକ୍ତର ଜାତିଭେଦର ସମ୍ମୁଖୀନ ହେଉଛନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୪୦ପ୍ରତିଶତ ଭାରତୀୟ ଡାକ୍ତର ନିଜ ସହକର୍ମୀଙ୍କ ସହ ରୋଗୀଙ୍କ ଦ୍ୱାରା ଏପରି ବ୍ୟବହାରର ଶିକାର ହୋଇଛନ୍ତି । ଏହାଛଡା ସହକର୍ମୀ ସେମାନଙ୍କ ବିରୋଧରେ ମିଛ…

ନାଲକୋ ଓପନ ଟେନିସ: କବୀର, ଅଭୀପ୍ସାଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର:ଏଠାରେ ଅନୁଷ୍ଠିତ ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରି କବୀର ହନ୍ସ ଓ ଅଭୀପ୍ସା ଦେହୁରୀ ଡବଲ ଟାଇଟଲ ହାସଲ କରିଛନ୍ତି । ଏଥିସହ ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟର ଉଦଯାପନ ମଧ୍ୟ ହୋଇଛି । ନାଲକୋର ଚେୟାରମ୍ୟାନ ଏବଂ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀଧର ପାତ୍ର…

ବିଗ ବ୍ୟାସ ଲିଗ: ଖରାପ ପିଚ ଯୋଗୁ ୭ ଓଭର ପରେ ବନ୍ଦ ହେଲା ମ୍ୟାଚ

ସିଡନୀ: ଚଳିତ ବିଗ ବ୍ୟାସ ଲିଗ କ୍ରିକେଟରେ ଏକ ମ୍ୟାଚ ମାତ୍ର ୭ ଓଭର ଖେଳାଯିବା ପରେ ବନ୍ଦ କରି ଦିଆଯାଇଛି । ପୂର୍ବରୁ ଏ ଭଳି ଲଜ୍ଜ୍ୱାଜନକ ଘଟଣା ଏହି ଲିଗରେ ଘଟି ନ ଥିଲା । ୬ ଓଭର ଖେଳାଯିବ ପରେ ୭ମ ଓଭର ବେଳକୁ ପିଚ ଘାତକ ସାବ୍ୟସ୍ତ ହେଉଥିବାରୁ ମ୍ୟାଚ ବନ୍ଦ କରାଯାଇଥିଲା । ମେଲବୋର୍ଣ୍ଣ…

ଡ଼ିସେମ୍ବର ୧୭ ରେ ବିଜେବି ଫ୍ରେଣ୍ଡସର ବନ୍ଧୁ ମିଳନ

ଭୁବନେଶ୍ୱର: ଡିସେମ୍ବର ୧୭ ତାରିଖରେ ଆୟୋଜିତ ହେବାକୁ ଯାଉଛି ବିଜେବି କଲେଜ ପୁରାତନ ଛାତ୍ର ସଂଘ 'ବିଜେବି ଫ୍ରେଣ୍ଡସ' ର ବନ୍ଧୁ ମିଳନ । ଏନେଇ ଆଜି (ରବିବାର) ବିଜେବି ଫ୍ରେଣ୍ଡସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଉତ୍ସବ ପୂର୍ବରୁ ବରୁଣେଇ ପାହାଡ଼ ଠାରୁ ବିଜେବି…

ମହିଳା ନିର୍ଯାତନାରେ ବିଜେପି ଶାସିତ ରାଜ୍ୟ ଆଗରେ: ବିଜେଡି 

ଭୁବନେଶ୍ୱର: ମହିଳା ନିର୍ଯାତନା ନେଇ କେନ୍ଦ୍ରମନ୍ତ୍ରୀ ରଖିଥିବା ମନ୍ତବ୍ଯର ଜାବାବ ଦେଲା ବିଜେଡି। ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି। ଅର୍ଦ୍ଧସତ୍ୟ କହି ଓଡ଼ିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ମହିଳା ନିର୍ଯାତନାରେ ବିଜେପି ଶାସିତ…

ଆକାଶଙ୍କୁ ବିଏସପି ଦାୟିତ୍ବ ଭାର ଦେବା ଘଟଣା; ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ ଦଳ:ବିଜେପି

ଲକ୍ଷ୍ନୌ: ବିଏସପିର କମାଣ୍ଡ ଏବେ ଆକାଶ ଆନନ୍ଦଙ୍କ ହାତରେ ରହିବ । ମାୟାବତୀ ଆକାଶ ଆନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ବୋଲି ଘୋଷଣା କରିଛନ୍ତି । ମାୟାବତୀଙ୍କ ନିଷ୍ପତ୍ତିକୁ ବିଏସପି ସ୍ୱାଗତ କରିଛି । ଯୁବ ନେତାଙ୍କୁ ବିଏସପି କମାଣ୍ଡ ଦେବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି ।…