ଆଜି କର୍ଣ୍ଣାଟକ କ୍ୟାବିନେଟ୍ ବିସ୍ତାର ହେବ; ଶପଥ ନେବେ ୨୪ ମନ୍ତ୍ରୀ
ବେଙ୍ଗାଲୁରୁ: ସରକାର ଗଠନ କରିବାର ସପ୍ତାହ ପରେ ଆଜି(ମେ ୨୭) କର୍ଣ୍ଣାଟକ କଂଗ୍ରେସ ସରକାର କ୍ୟାବିନେଟ୍ ବିସ୍ତାର ହେବ। ୨୪ ମନ୍ତ୍ରୀ ବିଭିନ୍ନ ବିଭାଗରେ ଶପଥ ନେବେ। ଏନେଇ ୨୪ ବିଧାୟକଙ୍କ ତାଲିକା ଜାରି ହୋଇଛି। କର୍ଣ୍ଣାଟକ ସରକାରରେ ମୋଟ ୩୪ ମନ୍ତ୍ରୀ ରହିପାରିବେ। ସେଥିମଧ୍ୟରୁ…