Latest Odisha News

BREAKING NEWS

‘ବନ୍ଦେ ମାତରମ’ ବୋଲିବା ବେଳେ ଛିଡା ହେଲେନି ଓୱେସିଙ୍କ ଦଳର ସଦସ୍ୟ; ଶପଥ ଗ୍ରହଣ ସମାରୋହରେ ମାରପିଟ, ହଙ୍ଗାମା

ମେରଠ:ମେରଠ ମହାନଗର ପୌର ପରିଷଦ ଶପଥ ଗ୍ରହଣ ଉତ୍ସବରେ ଜୋରଦାର ହଙ୍ଗାମା ହୋଇଛି । ଏଆଇଏମଆଇଏମ ଏବଂ ଭାଜପା ସମର୍ଥକଙ୍କ ମଧ୍ୟରେ ବନ୍ଦେ ମାତରମ ଜାତୀୟ ସଙ୍ଗୀତକୁ ନେଇ ଜୋରଦାର ଗଣ୍ଡଗୋଳ ହୋଇଛି । ଅଭିଯୋଗ ହୋଇଛି, ଅଦଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ସଦସ୍ୟମାନେ ବନ୍ଦେ ମାତରମ…

ମାଲକାନଗିରିରେ ଗଞ୍ଜେଇ ଚାଲାଣ ବେଳେ ତେଲେଙ୍ଗାନାର ଜଣେ ପୁଲିସ ସମେତ ସାତ ଗିରଫ

କାଲିମେଳା: ଗୁରୁବାର ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଆର ଶ୍ରୀନି ନାଏକ ନାମକ ଜଣେ କନେଷ୍ଟବଳଙ୍କୁ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି। ତେଲେଙ୍ଗାନାର ଏହି ଅଭିଯୁକ୍ତମାନେ କମଳା ପଦର ଅଞ୍ଚଳ ନିକଟରେ ରାତିରେ କାଲିମେଳା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ…

ଶିମିଳିପାଳ ଫରେଷ୍ଟ ଗାର୍ଡ ମୃତ୍ୟୁ ମାମଲାରେ ପୂର୍ବତନ ସରପଞ୍ଚଙ୍କ ସମେତ ତିନି ଗିରଫ

ବାରିପଦା: ମୟୂରଭଞ୍ଜ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ନିକଟରେ ଫରେଷ୍ଟ ଗାର୍ଡ ବିମଳ ଜେନା ହତ୍ୟା ଘଟଣାରେ ଶୁକ୍ରବାର ପୂର୍ବତନ ସରପଞ୍ଚଙ୍କ ସମେତ ଆଉ ୩ ଜଣଙ୍କୁ ଗିରଫ କରାଯାଇଛି। ବାରିପଦା ପୁଲିସ ଓ ବନ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।…

ପାସପୋର୍ଟ ମାମଲାରେ ରାହୁଲଙ୍କୁ ଆଶ୍ୱସ୍ତି, ୩ ବର୍ଷ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀର ସ୍ଥାନୀୟ କୋର୍ଟରୁ ଆଶ୍ବସ୍ତି। ତାଙ୍କୁ ତିନି ବର୍ଷର ବୈଧତା ସହିତ ପାସପୋର୍ଟ ପାଇବାକୁ ଅନୁମତି ଦେଇଛନ୍ତି କୋର୍ଟ। ରାହୁଲଙ୍କୁ ନୂଆ ପାସପୋର୍ଟ ପାଇଁ ଅନୁମତି ମିଳିଛି। କଂଗ୍ରେସ ନେତା ନ୍ୟାସନାଲ ହେରାଲ୍ଡ ମାମଲାରେ ଜଣେ ଅଭିଯୁକ୍ତ…

ଜଳାଶୟରେ ପଡିଗଲା ବାବୁଙ୍କ ଦାମୀ ମୋବାଇଲ; ୩ ଦିନ ପମ୍ପ ଲଗାଇ ବୁହାଇଲେ ପାଣି ଆଉ ଶେଷରେ..

କଙ୍କର:ବାବୁ ଧରିଥିଲେ ଦାମୀ ମୋବାଇଲ । କେମିତି କେଜାଣି ଖସିପଡିଲା ଜଳାଶୟ ଭିତରେ । ଆଉ ବାବୁଙ୍କ ମୋବାଇଲ ଫୋନ ପାଇଁ ନିଷ୍କାସନ କରାଗଲା ପୋଖରୀର ସବୁ ପାଣି । ବୁହାଗଲା ଲକ୍ଷ ଲକ୍ଷ ଲିଟର ପାଣି । ଏଇ ପାଣିରେ ଦେଢ ହଜାର ହେକ୍ଟର ଜମି ଜଳସେଚିତ ହୋଇଥାନ୍ତା । ଟନ ଟନ ଫସଲ ଆସିଥାନ୍ତା ।…

ସଂସଦ ଭବନ ଉଦଘାଟନ ପ୍ରସଙ୍ଗକୁ ନେଇ ଆଗତ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗକୁ ନେଇ ଦାଖଲ  ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଏଭଳି ମାମଲାରେ କୋର୍ଟ  ଦଖଲ ଦେବ ନାହିଁ । ଏହା କୋର୍ଟ ବିଚାରଭୁକ୍ତ ବିଷୟ ନୁହେଁ । ଏପରି ଟପ୍ପଣୀ ଦେଇ ସୁପ୍ରିମକୋର୍ଟ ଏହାକୁ ଖାରଜ କରି…

ଗିଲ ହେବେ କି ଭାରତୀୟ କ୍ରିକେଟର ରାଜକୁମାର

ଆଇପିଏଲ ମାଧ୍ୟମରେ ଅନେକ ଯୁବ ଖେଳାଳି ସମ୍ମୁଖକୁ ଆସି ପାରୁଛନ୍ତି । ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛନ୍ତି ଶୁଭମନ ଗିଲ । ଏପରିକି ତାଙ୍କୁ ଭାରତୀୟ କ୍ରିକେଟର ରାଜକୁମାର ମଧ୍ୟ କୁହାଯାଉଛି । କିଙ୍ଗ କୋହଲିଙ୍କ ପରେ ପ୍ରିନ୍ସ ଗିଲ ଏବେ ସମସ୍ତଙ୍କୁ ପ୍ରିୟ ହୋଇ ଉଠିଛନ୍ତି ।…

ନବ ଦାସ ହତ୍ୟା: ୧୧୮ ଦିନ ପରେ ୫୪୩ ପୃଷ୍ଠାର ଚାର୍ଜସିଟ, କେବେ ଖୋଲିବ ହତ୍ୟା ରହସ୍ୟ ?

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ମାମଲାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ମୃତ୍ୟୁର ୧୧୮ ଦିନ ପରେ ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ଡିଏସପି ଅଧିକାରୀ  ଦାଖଲ କରିଥିବା…

ଦି କଶ୍ମୀର ଫାଇଲ୍ସ, କେରଳ ଷ୍ଟୋରୀ ପରେ ଏବେ ନିର୍ମିିତ ହେବ ଆଜମେର ଫାଇଲ୍ସ

ମୁମ୍ବାଇ: କଶ୍ମୀର ଫାଇଲ୍ସ ଓ କେରଳ ଷ୍ଟୋରୀ ଫିଲ୍ମର ସଫଳତା ପରେ ଏବେ ନିର୍ମିତ ହେବାକୁ ଯାଉଛି ଆଜମେର ଫାଇଲ୍ସ । ୧୯୯୨ରେ ଘଟିଥିବା ଏକ ସତ୍ୟ କାହାଣୀ ଉପରେ ଏହା ଆଧାରିତ । ଭୂଜ ଦି ପ୍ରାଇଡ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଅଭିଷେକ ଦୁଧୈୟା ପ୍ରଥମେ ଏହାକୁ ୱେବ ସିରିଜ କରିବେ ବୋଲି ଯୋଜନା କରିଥିଲେ…

ମନି ଲଣ୍ଡରିଂ ମାମଲାରେ ଗିରଫ ସତୈନ୍ଦ୍ର ଜୈନ୍‌ଙ୍କୁ ମିଳିଲା ଜାମିନ; ସର୍ତ୍ତ ରଖି ବେଲ୍ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କୁ ମିଳିଲା ଜାମିନ। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ୬  ସପ୍ତାହେ ପାଇଁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଗତବର୍ଷ ମେ ମାସରୁ ଗିରଫ ହୋଇ ସେ ତିହାର ଜେଲ୍‌ରେ ରହୁଛନ୍ତି। ଜେଲ୍‌ର ୭…