ତାତିରୁ ମିଳିବ ଆଶ୍ୱସ୍ତି, ୩ ଦିନ ପରେ ରାଜ୍ୟକୁ ପ୍ରବେଶ କରିବ ଥଣ୍ଡା ପବନ
ଭୁବନେଶ୍ୱର: ନଭେମ୍ବର ମାସରେ ବି ରାଜ୍ୟରେ ଉଭାନ ଶୀତ । ସ୍ବାଭାବିକ ଠାରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ । ବଢୁଛି ଦିନ ତାପମାତ୍ରା, ଅନୁଭୂତ ହେଉଛି ଗ୍ରୀଷ୍ମର ତାତି । ତେବେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଗରମ ଲାଗିରହିଛି ବୋଲି କହିଛି ପାଣିପାଗ ବିଭାଗ ।
ରାତିରେ ଥଣ୍ଡା, ଦିନରେ…