IAS ପରୀକ୍ଷାରେ ଚମକିଲେ ଝିଅ; ଛଡ଼ାଇନେଲେ ଶ୍ରେଷ୍ଠ ୪ ତାଲିକା, ଇଶିତା କିଶୋର ଟପ୍ପର
ଭୁବନେଶ୍ୱର: -ପ୍ରକାଶ ପାଇଲା UPSC ପରିଚାଳିତ IAS ରେଜଲ୍ଟ । ମେରିଟ ଲିଷ୍ଟରେ ଇଶିତା କିଶୋର ହୋଇଛନ୍ତି ଟପ୍ପର । ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ ଏବଂ ୩ୟରେ ଉମା ହାରାଥି ଏନ୍ ଥିବା ଜଣାଯାଇଛି । ଏହାର ସବିଶେଷ ବିବରଣୀ ୟୁପିଏସସିର ଅଫିସିଆଲ ୱେବସାଇଟ upsc.gov.in.କୁ ଯାଇ…