ଭୟାନକ ରେଳଷ୍ଟେସନ୍ : ରାତି ହେଲେ ଶୁଭେ କାନ୍ଦିବା ଓ ଚିତ୍କାର ଶଦ୍ଦ, ଯିବାକୁ ଭୟ କରନ୍ତି ଲୋକ
ନୂଆଦିଲ୍ଲୀ : ଭାରତରେ ହଜାର ହଜାର ରେଳଷ୍ଟେସନ ରହିଛି । ଯେଉଁଠି ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି । କିନ୍ତୁ ଦେଶରେ ଏମିତି କିଛି ରେଳଷ୍ଟେସନ ରହିଛି , ଯେଉଁଠାକୁ ଯିବାକୁ ଲୋକେ ଭୟ କରନ୍ତି । ଆସନ୍ତୁ ଜାଣିବା ସେମିତି କିଛି ରେଳଷ୍ଟସନ ସମ୍ପର୍କରେ । ପଶ୍ଚିମବଙ୍ଗର ପୁରୁଲିଆ…