ଔଷଧ ଦୋକାନ ନାଁ ବଦଳାଇବାକୁ ୧୦ ହଜାର ଲାଞ୍ଚ, ଭିଜିଲାନ୍ସ ଜାଲରେ ସେକ୍ସନ୍ ଅଫିସର
ଭୁବନେଶ୍ୱର: ଔଷଧ ଦୋକାନ ନାଁ ପରିବର୍ତ୍ତନ ଲାଗି ଲାଞ୍ଚ । ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରାପଡ଼ିଲେ ଭୁବନେଶ୍ୱର ଫୁଡ୍ ସେଫଟି କମିଶନର କାର୍ଯ୍ୟାଳୟର ସେକ୍ସନ୍ ଅଫିସର ଗିରିଜା ଶଙ୍କର ଦାସ । ଜଣେ ଫାର୍ମାସିଷ୍ଟ ତାଙ୍କ ଔଷଧ ଦୋକାନର ନାଁ ବଦଳାଇବା ଲାଗି ଆବେଦନ କରିଥିଲେ । ଆଉ ଉକ୍ତ ଫାଇଲକୁ…