Latest Odisha News

BREAKING NEWS

ମୋକ୍ଷ

ମୋକ୍ଷ ସ୍ମୃତିପ୍ରଭା ସାହୁ ବର୍ଷା । ଖୁବ ଜୋର ବର୍ଷା । କାଳି ଅନ୍ଧାରକୁ ଦେହରେ ମାଖି ଆକାଶରୁ ସେ ବର୍ଷା ମନଇଛା ବର୍ଷୁଥାଏ । ଛାତି ତଳର କୋହ ବା କାହା ଆଖିରେ ଶୁଖିଯାଇଥିବା ଲୁହ ଯେମିତି, ବର୍ଷୁଥାଏ ମନଇଚ୍ଛା । ଥମିବାର ନାଁ ଧରୁନଥାଏ । ଏହି ବର୍ଷାରେ ହଠାତ ମେନରୋଡରୁ ଗୋଟାଏ ବଡ଼…

ମୋହନ ଦାସ

ମୋହନ ଦାସ ଅମରେନ୍ଦ୍ର ମାଧବ ଦାଶ ତମ ପାଖରେ ନ ଥିଲା ଅସ୍ତ୍ରଶସ୍ତ୍ର ସାଥୀରେ ନଥିଲା ବି ସୁରକ୍ଷା ବଳୟ ତଥାପି ସେମାନେ ଥିଲେ (ଅସହଜ) ଭୟଭୀତ ଆତଙ୍କରେ ଥିଲେ ଜଡ଼ସଡ଼... କାହିଁକି କେଜାଣି ? ଅନେକ ସମୟ ସେମାନେ ଅନ୍ଧାରରେ ଖୋଜୁଥିଲେ ତମ ଗୋଲଗୋଲ ଚଷମା କାଳେ ପଢ଼ି ପାରିବେ ତା’…

ଘଡଘଡି ସହ ବର୍ଷା ଆଶଙ୍କା: ୧୩ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,…

ରୂପେଲି ପରଦାରେ ମହାତ୍ମା…

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି । ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ଗୁଡିକ ମାଧ୍ୟମରେ ଦର୍ଶକ ମାନେ ଗାନ୍ଧିଙ୍କ ଜୀବନୀକୁ ପାଖରୁ ଦେଖିବା ପାଇଁ ସୁଯୋଗ ପାଇପାରିଛନ୍ତି । ଏସବୁ ଫିଲ୍ମର ବ୍ୟବସାୟିକ ଦିଗ ଯାହା ହେଉନା…

‘ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ’ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।…

ଆଜିକଥା ସେଦିନ ଦିଶିଥିଲା ତାଙ୍କୁ

ଆଜିକଥା ସେଦିନ ଦିଶିଥିଲା ତାଙ୍କୁ ଦାଶ ବେନହୁର ଲୁହ ତାଙ୍କ ଆଖିରେ ନ ଥିଲା । ହେଲେ ଶେଷବେଳକୁ ସେ କାନ୍ଦୁଥିଲେ ଅହରହ । ଛାତି ଭିତରେ ହିଁ ଲହୁଲୁହାଣ ହୋଇ ଚାଲିଥିଲେ । କିଏ ଥିଲା ସେ କଥା ବୁଝିବାକୁ? ଆଖି ଆଗରେ ଭାଙ୍ଗି ପଡ଼ୁଥିଲା ସ୍ୱପ୍ନର ସ୍ୱରାଜ୍ୟ । ଅହିଂସା, ଅପରିଗ୍ରହ,…

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ଆରମ୍ଭ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସମୁଦାୟ ୩ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ବୁଧବାର ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେଉଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ…

ଆଜିଠୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍

ଭୁବନେଶ୍ୱର: ‘ଗାନ୍ଧି ଜୟନ୍ତୀ’ ଅବସରରେ ସାରା ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟାଗର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଏସମ୍ପର୍କରେ ଜଙ୍ଗଲ ଓ ପରିବେଶ ସଚିବ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ନୂଆ କଟକଣା ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ଦ୍ରବ୍ୟ ବିକ୍ରି,…

ସାମ୍ବାଦିକ ଗାନ୍ଧୀ

ସାମ୍ବାଦିକ ଗାନ୍ଧୀ ଜ୍ୟୋତିପ୍ରକାଶ ମହାପାତ୍ର ଗାନ୍ଧୀଙ୍କ ତିରୋଧାନର କିଛି ଦିନ ପରେ ଏ କଥା “ଦି ଇଣ୍ଡିଆନ୍ ଲିସନର୍’ ନାମକ ପତ୍ରିକା ଲେଖିଥିଲା । ୧୯୪୮ ମସିହା ଫେବୃଆରୀ ୨୨ ତାରିଖର ସଂସ୍କରଣରେ । ୧୯୪୭ ମସିହା ଶେଷ ଆଡ଼କୁ ସମସ୍ତେ ଅନୁରୋଧ କଲେ ଗାନ୍ଧୀଙ୍କୁ ରେଡ଼ିଓରେ…

ଗାନ୍ଧୀ କିଏ?

ଗାନ୍ଧୀ କିଏ? ଦତ୍ତାତ୍ରେୟ ନାୟକ ଗାନ୍ଧୀ କିଏ ? ପ୍ରଶ୍ନର ଉତ୍ତର ଏବେ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲାଣି । ଏବେକାର ନୂଆ ପିଢ଼ି ଗାନ୍ଧୀବାଦ ଓ ଗାନ୍ଧୀଙ୍କ ନୀତିକୁ ଖୋଲାଖୋଲି ଭାବେ ବିରୋଧ କଲେଣି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଭାରତର ଜାତୀୟ ପିତା ବୋଲି…