Latest Odisha News

ରାହୁଲ ଦୌଡୁଛନ୍ତି, ହାତ ବଢୁଛି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ଏବେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ଜୋରଦାର ଚର୍ଚ୍ଚା। ଭାରତ ଯୋଡୋ ଯାତ୍ରା ହିଁ କର୍ଣ୍ଣାଟକରେ କଂଗ୍ରେସ ବିଜୟର ମୂଳଦୁଆ ପକାଇଲା ବୋଲି କୁହାଯାଉଛି। ୫ ମାସ ଧରି ପ୍ରାୟ ୪ ହଜାର କିଲୋମିଟରର ଏହି ଯାତ୍ରା କଂଗ୍ରେସ ସପକ୍ଷରେ ଦେଶବ୍ୟାପୀ ଏକ…

ଏସିଆନ ଜୁନିୟର ଆଥଲେଟିକ୍ସ: ଜାତୀୟ ଶିବିର ପାଇଁ ଚୟନ ହେଲେ ଓଡିଶାର ରେୟାନ, ଜୟରାମ

ଭୁବନେଶ୍ୱର: ଏସିଆନ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଆୟୋଜିତ ଜାତୀୟ ଶିବିର ପାଇଁ ଖେଳାଳି ଚୟନ କରାଯାଇଛି । ଏହି କ୍ୟାମ୍ପରେ ଭଲ ପ୍ରଦର୍ଶନ କରିଥିବା ଆଥଲେଟଙ୍କୁ ଚାମ୍ପିୟନଶିପ ପାଇଁ ଚୟନ କରାଯିବ । ଓଡିଶାର ଦୁଇ ଉଦୀୟମାନ ଆଥଲେଟ ରେୟାନ…

ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ :ପୁରୀ ଜିଲ୍ଲା ଆକ୍ୟୁଟିକ ସଂଘ ଓ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଆଜି ସ୍ଥାନୀୟ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ଷଷ୍ଠ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୮୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଚାରିଗୋଟି ଚାରିଗୋଟି କାଟାଗୋରିରେ ମୋଟ…

ଏଟଲୀଙ୍କ ଆକ୍ସନ ଫିଲ୍ମରେ ଅଭିନୟ କରିବେ ବରୁଣ ଧାୱନ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଏଟଲୀ କୁମାର ଏବେ ଶାହାରୁଖ ଖାଁଙ୍କ ସହ ଯବାନ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପାଦ ଥାପିବା ପାଇଁ ଚେଷ୍ଟା କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏଟଲୀ ଏବେ ବରୁଣ ଧାୱନଙ୍କ ସହ…

ନାବାଳିକା ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷ ସଜ୍ଜା

ବାଲେଶ୍ୱର: ୪ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ରାମପୁରର ଶିକ୍ଷକ ବସନ୍ତ ଦାସ ୨୦୧୯ରେ ଚକଲେଟ୍ ଦେବେ କହି ନାବାଳିକାଙ୍କୁ…

ଗ୍ରାହକ ସାଜି ଆସିଲେ, ବନ୍ଧୁକ ଦେଖାଇ ଲୁଟିନେଲେ ୧୫ କୋଟିର ଗହଣା

ଯାଜପୁର: ଗ୍ରାହକ ସାଜି ସୁନା ଦୋକାନକୁ ଆସିଥିଲେ । ସୁନା ଗହଣା ଦେଖିଲେ । ଶେଷରେ ମାରଣାସ୍ତ୍ର ଦେଖାଇ ଦୋକାନ ଲୁଟିନେଲେ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସ ନଗରରେ ।  ପୋଲିସକୁ ଚାଲେଞ୍ଜ ଦେଇ ଦିନ ୧ଟାରୁ ସାଢେ ଗୋଟାଏ ସମୟରେ ଏପରି ଲୁଟପାଟ ଘଟାଇଛନ୍ତି ଦୁର୍ବୃତ୍ତ । ଯାଜପୁର…

ଜିତିବାର ୨୪ ଘଣ୍ଟା ପରେ ହାରିଗଲେ କଂଗ୍ରେସ ପ୍ରାର୍ଥୀ; ନିର୍ବାଚନ କମିଶନଙ୍କ ବିରୋଧରେ କୋର୍ଟକୁ ଯିବେ

ବେଙ୍ଗାଲୁର:କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଲା । କଂଗ୍ରେସ ଶିବିରରେ ବିଜୟର ଦୀପାବଳି  । ସମସ୍ତେ ମନାଉଛନ୍ତି ବିଜୟ ଉତ୍ସବ । ହେଲେ ଏଇ କଂଗ୍ରେସ ନେତାଙ୍କୁ ଦେଖ, ବିଜୟର ଖୁସିକୁ  ଦିନଟିଏ ବି ଉପଭୋଗ କରିପାରିଲେ ନାହିଁ । ବିଜୟର ଦିନକ ପରେ ଅର୍ଥାତ ଗତକାଲି ସେ ଜାଣିବାକୁ…

ଝିଅ ସହ ରାମ୍ପ୍‌ରେ ଚାଲିଲେ କପିଲ

ମୁମ୍ବାଇ: ୩ ବର୍ଷ ଝିଅ ଅନାୟାରାଙ୍କ ସହ କମେଡ଼ି କିଙ୍ଗ ତଥା ଅଭିନେତା କପିଲ ଶର୍ମା ର଼୍ୟାମ୍ପ୍‌ରେ ଚାଲିଛନ୍ତି । କପିଲ ଝିଅର ହାତ ଧରି ର଼ାମ୍ପ୍‌ରେ ଚାଲୁଛନ୍ତି । ଏହି ସମୟରେ ବାପା-ଝିଅ କଳା ଡ୍ରେସ୍ ପିନ୍ଧିଛନ୍ତି, ଯେଉଁଥିରେ ସେମାନେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତିି । ଏହି ସମୟର ଏକ ଭିଡିଓ…

ଉଚ୍ଛେଦ ବେଳେ ଉତ୍ତେଜନା, ମହିଳା ବ୍ୟବସାୟୀଙ୍କୁ ବାସନ ମାଜିବାକୁ ଅଧିକାରୀ କହିଥିବା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ୟୁନିଟ୍ ୨ ସ୍ଥିତ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଥିଲା। ବିଏମସି ଏନଫୋର୍ସମେଣ୍ଟ ଟିମର କିଛି ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଅନେକ ଦୋକାନୀ । ଏହାର ଜବାବରେ ବହୁ…

ଯୁବକଙ୍କ ପ୍ରତିଭା: ପେପର କାଟି ପିନ୍ଧିଲେ ପୋଷାକ, ଉର୍ଫି ଜାଭେଦଙ୍କୁ ପକାଇଲେ ପଛରେ

ଦୁନିଆରେ ଅନେକ ପ୍ରତିଭାଶାଳୀ ଲୋକ ଅଛନ୍ତି । ଆଗରୁ ଅନେକ ପ୍ରତିଭା ଲୁଚି ରହୁଥିଲେ । ହେଲେ ଏବେ ନିଜର ପ୍ରତିଭା ଦେଖାଇବାକୁ ସୋସିଆଲ ମିଡ଼ିଆ ହେଉଛି ବଡ଼ ପ୍ଲାଟଫର୍ମ । ପୂର୍ବରୁ ଅଭିନେତା, ଗାୟକ ଆଦିି ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡୁଥିଲା । କିନ୍ତୁ ଏବେ ଖୁବ୍ ସହଜରେ ଲୋକେ ନିଜର…