କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: କେତେବେଳେ ପାକତ୍ୟାଗ ଓ ଦେବନୀତି ନିଷେଧ, ଜାଣନ୍ତୁ ପୂରା ବିବରଣୀ
ପୁରୀ:କୁମାର ପୂର୍ଣ୍ଣିମାରେ ପଡିବ ଚନ୍ଦ୍ରଗହଣ । ତେଣୁ ଅକ୍ଟୋବର ୨୮ ତାରିଖରେ ଚନ୍ଦ୍ରଗ୍ରହଣ ଯୋଗୁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ପୂଜାନୀତି । ଏହି ଚନ୍ଦ୍ରଗ୍ରହଣ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ । ଗ୍ରହଣ ସ୍ପର୍ଶ…