Latest Odisha News

BREAKING NEWS

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କେଇଏମ୍‍ ଓ କିସ୍‍-ଦିଲ୍ଲୀ…

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ୱରସ୍ଥିତ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କଲରାବାଙ୍କ ସ୍ମାର୍ଟ ଭିଲେଜସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ୍‍ (କେଇଏମ୍‍) ଓ…

କର୍କଟ ରୋଗରେ ଆକ୍ରାନ୍ତ ମାଆ କାଟିଲେ ଚୁଟି: ଉତ୍ସାହିତ କରିବାକୁ ଯାଇ ପୁଅ ବି ହେଲେ ଲଣ୍ଡା

ବ୍ରାଜିଲ: ମଣିଷ କୌଣସି ରୋଗରେ ଆକ୍ରାନ୍ତ ହେଲେ ସେ ଏକା ଜୀବନ ସହିତ ସଂଘର୍ଷ କରେ ନାହିଁ । ବରଂ ପୁରା ପରିବାର ସଂଘର୍ଷ କରିଥାନ୍ତି । ପୁରା ପରିବାର ଅନୁଭବ କରନ୍ତି ଯନ୍ତ୍ରଣା କ’ଣ ? ସମସ୍ତେ ରୋଗୀଙ୍କ ପାଇଁ ଚିନ୍ତିତ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ପରିବାର ସର୍ବଦା ରୋଗୀଙ୍କ ସାହସ…

ବାଘ ସହ ଫଟୋ ଉଠାଉଥିଲେ ଦୁଇ ପର୍ଯ୍ୟଟକ, ଗର୍ଜନ ଶୁଣି ଦୌଡ଼ିଲେ

ଥାଇଲ୍ୟାଣ୍ଡ: ଆଜିର ଯୁବପିଢୀଙ୍କୁ ଭିଡ଼ିଓ ବନାଇବା ନିଶା ଘାରିଛି । ସେଥିଲାଗି ସେମାନେ ନିଜ ଜୀବନକୁ ବିପଦରେ ପକାଇ ଭିଡ଼ିଓ ବନାଉଛନ୍ତି । ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ ହୋଇଯିବେ । ଦୁଇଜଣ ପର୍ଯ୍ୟଟକ ନିଜ ଜୀବନକୁ ବାଜି ଲଗାଇ ବାଘ…

ଇଂଲଣ୍ଡରେ ବାତିଲ ହେଲା ଦି କେରଳ ଷ୍ଟୋରି ଫିଲ୍ମର ସ୍କ୍ରିନିଂ

ମୁମ୍ବାଇ: ଦି କେରଳ ଷ୍ଟୋରି ଫିଲ୍ମ ଭାରତରେ ସୁପରହିଟ ହେବା ପରେ ଏବେ ଏହା ଆନ୍ତର୍ଜାତୀୟ ବଜାର ଉପରେ ନଜର ପକାଇଛି । ଆମେରିକା ଓ କାନାଡାରେ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରୁଥିବା ରିପୋର୍ଟ ମିଳିଛି । ତେବେ ଇଂଲଣ୍ଡରେ ଏହାର ସ୍କ୍ରିନିଂ ଉପରେ ରୋକ ଲଗାଯାଇଛି । ବ୍ରିଟିଶ ବୋର୍ଡ ଅଫ ଫିଲ୍ମ…

୧୪ ସ୍ଥାନରେ ୪୦ ଉପରେ ପାରଦ, କାଲିଠୁ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ରାଜ୍ୟର ୧୪ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି । କାଲିଠୁ ରାଜ୍ୟରେ ହିଟ୍ ୱେଭ୍ ନେଇ ୧୭ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ଜାରି ହୋଇଛି ୟେଲୋ…

ବିରୋଧ ସତ୍ତ୍ୱେ ୧୦୦ କୋଟିରେ ପହଞ୍ଚିଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମଟି ଏତେ ବିରୋଧ ସତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଏହାକୁ ଲୋକେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି । ଏହାର ଓପନିଂ ଖୁବ୍ ଭଲ ଥିଲା । ଆଉ ସେବେଠାରୁ ଏହାର କଲେକସନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି…

୧୨ ଫୁଟର କିଙ୍ଗ୍ କୋବ୍ରା ସହ ଖେଳୁଛନ୍ତି ଯୁବକ, କିସ୍ ବି କରୁଛନ୍ତି

ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । ହେଲେ ଏବେ ସାପକୁ ନେଇ ଏମିତି ଏକ…

୭୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି ‘ଆଦିପୁରୁଷ’: କିଏ କେତେ ନେଇଛନ୍ତି ଜାଣନ୍ତୁ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ଏହାର ଟ୍ରେଲର ରିଲିଜ୍ ହୋଇଯାଇଥିବା ବେଳେ ଜୁନ୍ ୧୬ ତାରିଖରେ ଫିଲ୍ମ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି । ରାମାୟଣର…

ମହିଳାଙ୍କୁ ଅନଲାଇନରେ ମିଳିଲେ ପ୍ରେମିକ, ପ୍ରତି ମାସରେ ୬୦ ହଜାର ଟଙ୍କା ପାଉଛନ୍ତି ପକେଟ ମନି

ବିଟ୍ରେନ: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ସମ୍ମାନ ଓ ବିଶ୍ୱାସରେ ଚାଲିଥାଏ । ଯଦି ଏହି ଦୁଇଟି ମଧ୍ୟରୁ ଗୋଟିଏ ସମ୍ପର୍କରୁ ଦୂରେଇ ଯାଏ, ତେବେ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥାଏ । ପାରସ୍ପରିକ ବିଚ୍ଛିନ୍ନତା ବଢିଯାଏ ଏବଂ ବ୍ୟକ୍ତି ନିଜ ସାଥୀକୁ ଠକିବାକୁ ମଧ୍ୟ ପ୍ରସ୍ତୁତ ହୁଏ ।…

ରାଜସ୍ଥାନ ବିପକ୍ଷରେ ବାଙ୍ଗାଲୋରର ବୃହତ ବିଜୟ

ଜୟପୁର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଥିଲା । ଫାପ ଡୁପ୍ଲେସି ୫୫ ଓ ଗ୍ଲେନ ମ୍ୟାକ୍ସୱେଲ ୫୪ ରନ କରିଥିଲେ ।…