Latest Odisha News

BREAKING NEWS

ଆଜି ପରିଣୀତି-ରାଘବ ନିର୍ବନ୍ଧ; ସାମ୍ନାକୁ ଆସିଲା ଭେନ୍ୟୁର ଭିଡିଓ

ମୁମ୍ବାଇ: ଆଜି ପରିଣୀତି-ରାଘବଙ୍କ ନିର୍ବନ୍ଧ । ସଜେଇ ହୋଇଛି ମଣ୍ଡପ । ସାମ୍ନାକୁ ଆସିଲା ଏନଗେଜମେଣ୍ଟ ଭେନ୍ୟୁର ଭିଡିଓ । ଆଜି ଅର୍ଥାତ ମେ’ ୧୩, ୨୦୨୩ରେ ଦିଲ୍ଲୀର କପୁରଥଲା ହାଉସରେ ଉଭୟଙ୍କର ହେବ ନିର୍ବନ୍ଧ । ଯଦିଓ ନିର୍ବନ୍ଧ ନେଇ ରାଘବ କିମ୍ବା ପରିଣୀତିଙ୍କ ପକ୍ଷରୁ ଔପଚାରିକ ଭାବେ ସୂଚନା…

କର୍ଣ୍ଣାଟକ ନିର୍ବାଚନ: ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ, କଂଗ୍ରେସକୁ ଘାରିଲା ଘୋଡା ବେପାର ଭୟ

ବେଙ୍ଗାଲୁର: ବେଙ୍ଗାଲୁରୁରେ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଭୋଟ ଗଣତିରେ ଏକାଧିକ ବୋଥ୍‌ରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସର ବିଜୟ ଆଶା କରି କିଛି ଦଳୀୟ କର୍ମୀ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଦଳକୁ ଘୋଡ଼ା ବେପାର ଭୟ ଘାରିଛି। କାଳେ ବିଜେପି ଟଙ୍କା ଦେଇ…

କାର୍‌ ସହ ଟ୍ରକ୍‌ ମୁହାଁମୁହିଁ, ୪ ଆହତ

ବାଲେଶ୍ୱର : ପୁରୀରୁ ଫେରିବା ବାଟରେ ଅଘଟଣ । ଟ୍ରକ୍‌ ସହ ଧକ୍କା ହେଲା କାର୍‌ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କିଛି ଗାଁର ଲୋକେ ପୁରୀରୁ ଫେରୁଥିଲେ । ଜଗନ୍ନାଥ…

ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡ଼ା ବିଧାୟକ

ଅନୁଗୁଳ: ବିବାହ କଲେ ଅନୁଗୁଳ ଜିଲ୍ଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ। ଗତକାଲି ଅନୁଗୋଳର ଏକ ତାରକା ହୋଟେଲରେ ହିନ୍ଦୁ ରୀତି ନୀତିରେ ବଡ଼ ଧୁମଧାମରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ବିଧାୟକ ମୁକେଶ ପାଲ ଅନୁଗୋଳ ବଣିଆବାହାଳ ଅଞ୍ଚଳର ମଧୁସୂଦନ ପଟ୍ଟନାୟକଙ୍କ ଝିଅ ଅବଲିଶା ପଟ୍ଟନାୟକଙ୍କୁ…

ଝାରସୁଗୁଡ଼ା ଉପନିର୍ବାଚନ; ପ୍ରଥମ ରାଉଣ୍ଡରେ ଦୀପାଳି ଆଗୁଆ

ଝାରସୁଗୁଡ଼ା: କିଏ ପିନ୍ଧିବ ବିଜୟ ମୁକୁଟ ? କାହାକୁ ବାଛିବେ ଝାରସୁଗୁଡ଼ାବାସୀ ? ଆଜି ସ୍ପଷ୍ଟ ହେବ ଫଳାଫଳ । ସକାଳ ସାଢେ ୮ଟାରୁ  ଆରମ୍ଭ ହୋଇଯାଇଛି  ଭୋଟ୍ ଗଣତି । ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ଥିବା ଜଣାଯାଇଛି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ…

ଚନ୍ଦନ ଯାତ୍ରା ବେଳେ ବିସ୍ଫୋରଣ, ୧୦ରୁ ଅଧିକ ଲୋକ ଆହତ

ଜଗତସିଂହପୁର : ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବିସ୍ଫୋରଣ । ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ଶାରଳାଙ୍କ ପୀଠରେ ଅଘଟଣ। ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଶ୍ରଦ୍ଧାଳୁଙ୍କ ଗହଣରେ ଚନ୍ଦନଯାତ୍ରାକୁ…

ଝାରସୁଗୁଡ଼ା ଉପନିର୍ବାଚନ; ସକାଳ ୮ରୁ ଭୋଟ ଗଣତି ଆରମ୍ଭ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ଦ୍ଧାରିତ ତାରିଖ ଅନୁସାରେ ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ଚାଲିଛି।  ଏହାପରେ ସକାଳ ସାଢ଼େ ୮ଟାରୁ ଇଭିଏମ୍ ବାଲାଟ୍ ଗଣତି ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଭୋଟ ଗଣତି ପାଇଁ ସବୁ ପ୍ରକାର…

କବିତା : କାହିଁକି ?

ଈଶ୍ୱର ଗୁରୁ ଏ ଶୂନ୍ୟତା ଭିତରେ ସେ କୋଳାହଳ ଶବ୍ଦ କାହିଁକି ? ଏ ମୃତ୍ୟୁ ବିଭୀଷିକାରେ ସେ ବଞ୍ଚିବାର ଇଚ୍ଛା କାହିଁକି ? ଏ ଛଳନା ପ୍ରତାରଣାରେ ସେ ମାନବିକତା କାହିଁକି ? ଏ ମାୟା ପ୍ରହେଳିକାରେ ସେ ସ୍ପଷ୍ଟ ଚେତନା କାହିଁକି ? ଏ ଅନ୍ଧାର ବାଟରେ ସେ ଚନ୍ଦ୍ର ଆଲୋକ କାହିଁକି ?…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଗୋଟେ ପାଣିଚିଆ ହସ ହସି ବୀରାର ମୁଣ୍ଡ ବାଳ ସାଉଁଳୁ ସାଉଁଳୁ ସମୀରା କହିଲା, “ଗୋଟେ ଛୋଟପିଲାରୁ ହଠାତ୍ କେତେବେଳେ ଏତେ ବଡ଼ପିଲା ହେଇଗଲୁ  ମ?” ଟିକେ ହସିଦେଇ ବୀରା କହିଲା, “ଦି’, ଏଇଟା ହେଉଛି ସମୟର ଯାଦୁ ।…

ଭାଷା ଭାଗବତ : ପାଠ ସଂପାଦନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ସଂପାଦନ ପୂର୍ବରୁ କରିଲେ ମୁଦ୍ରଣ ତହିଁର ବହୁବିଧ ତ୍ରୁଟି ପୃଷ୍ଠାରେ ଦିଶଇ ଉକୁଟି ତ୍ରୁଟି-ପୂରିତ ଛାପା ପାଠ ପହଂଚେ ପାଠକ ନିକଟ ଏପରି ତ୍ରୁଟିର ପ୍ରସାର ଭାଷା ପାଇଁ ଅହିତକର କରିଲେ ଆତ୍ମସଂଶୋଧନ…