ଭାଷା ଭାଗବତ : ଜ୍ଞାନ ବିସ୍ତାର
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଜ୍ଞାନ ବିସ୍ତାର ପାଇଁ ଲୋଡ଼ା
ଅଳ୍ପ ଅଧିକ ଲେଖା ପଢ଼ା
କେବଳ ଜୀବନଯାପନ
ସକାଶେ ପାଣି ଓ ଖାଦ୍ୟାନ୍ନ
ବଦଭ୍ୟାସ ଓ ସଦଭ୍ୟାସ
କରିଲେ ମନକୁ ବିବଶ
ଅଭ୍ୟାସ ପାଳିବା ଅଭ୍ୟାସ
ଘଟାଏ ଭାଷାର ବିନାଶ
…