Latest Odisha News

BREAKING NEWS

ରେସଲରଙ୍କ ଧାରଣା: ଖାପ ପଂଚାୟତକୁ ଟକ୍କର ଦେବା ପାଇଁ ୪୦୦୦ ବୁଲଡୋଜର ନେଇ ଯିବ କ୍ଷତ୍ରୀୟ ଯୁବ ବାହିନୀ

ଗୌଣ୍ଡା: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଓ ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ରେସଲରମାନେ ଦୁଷ୍କର୍ମ ଅଭିଯୋଗ ଆଣି ଧାରଣା ଦେଇଛନ୍ତି । ଯନ୍ତରମନ୍ତରରେ ରେସଲରଙ୍କ ଏହି ଧାରଣା ଧିରେ ଧିରେ ରାଜନୈତିକ ରୂପ ନେବାରେ ଲାଗିଛି । କୃଷକ ନେତା ରାକେଶ ଟିକାଏତ ଓ ଖାପ ପଂଚାୟତ…

ତାତି ସହ ବଢ଼ିଲା ଗୁଳୁଗୁଳି, ୪୦ ଉପରେ ୧୮ ସହର

ଭୁବନେଶ୍ୱର: ରାଜ୍ୟରେ ତାତି ବଢ଼ିବା ସହ ଗୁଳୁଗୁଳି ବଢ଼ିଛି । ଉପକୂଳରୁ ଉପାନ୍ତ, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଆଜି ଅସହ୍ୟ ଗରମରେ ସନ୍ତୁଳି ହୋଇଛି । ଆଜି ରାଜ୍ୟର ୧୮ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଗତକାଲି ଭଳି ଆଜି ବି ରାଜ୍ୟର ଉତ୍ପତ୍ତ ସହର ପାଲଟିଛି ବୌଦ୍ଧ । ବୌଦ୍ଧରେ…

‘ଉନ୍ନତ କୃଷି ହିଁ ପ୍ରଗତିଶୀଳ ରାଷ୍ଟ୍ର ଗଠନର ମୂଳଦୂଆ’

ଭୁବନେଶ୍ୱର: ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସବୁ ସମୟରେ କାର୍ଯ୍ୟ କରି ଆସୁଛନ୍ତି । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଓ କୃଷକର ବିକାଶକୁ ମୂଳମନ୍ତ୍ର ଭାବରେ ବିବେଚନା କରି ୨୦୧୮ରୁ କୃଷି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କୃଷି…

ଭାରତର ୨୪ କୋଟି କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ଆଲୋଚନା

ନୂଆଦିଲ୍ଲୀ: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ଏବଂ ଫିକି ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଆଇଡିଏଟ୍ -୨୦୨୩ ନୂଆଦିଲ୍ଲୀରେ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଆଇଡିଏଟର ଏହି ଦ୍ୱାଦଶ ତମ ସଂସ୍କରଣରେ  ଯୋଗ ଦେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ସ୍କୁଲ…

ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କଲେ ୧୧ ବର୍ଷର କୁନି ଝିଅ: ତାରା ଗଣିବାକୁ ରଖିଛନ୍ତି ସ୍ୱପ୍ନ

ମେକ୍ସିକୋ: ଯଦି ଆପଣଙ୍କୁ ପଚରାଯାଏ ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି କିଏ? ନିଶ୍ଚିତ ଭାବରେ ଆପଣ ଆଲବର୍ଟ ଆଇନଷ୍ଟାଇନ କିମ୍ବା ଷ୍ଟିଫେନ୍ ହକିଙ୍ଗଙ୍କ ନାମ କହିବେ । କିନ୍ତୁ ମେକ୍ସିକୋର ଜଣେ କୁନି ଝିଅର ଜ୍ଞାନ ଉଭୟଙ୍କ ଅପେକ୍ଷା ତୀବ୍ର । ଏହି ଝିଅଟି ମାତ୍ର ୧୧ ବର୍ଷ ବୟସରେ…

ରିଲିଜ୍ ହେଲା ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ରିଲିଜ୍ ହୋଇଯାଇଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ନିର୍ଦ୍ଦେଶକ ଓମ୍ ରାଉତ୍‌ଙ୍କ ଏହି…

ୱାର ୨ ପାଇଁ ଜୁନିୟର ଏନଟିଆର ଦାବୀ କରୁଛନ୍ତି ୩୦ କୋଟି !

ମୁମ୍ବାଇ: ଆରଆରଆର ଫିଲ୍ମର ଅଦ୍ଭୁତପୂର୍ବ ସଫଳତା ପରେ ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇବା ସ୍ୱାଭାବିକ । ଆୟନ ମୂର୍ଖାଜୀଙ୍କ ୱାର ୨ରେ ସେ ହ୍ରିତିକ ରୋଶନଙ୍କ ବିପକ୍ଷରେ ନେେଗେଟିଭ ରୋଲ କରିବାକୁ ରାଜି ହୋଇଛନ୍ତି । ତେବେ ପିଙ୍କ ଭିଲ୍ଲାରେ ପ୍ରକାଶିତ…

୨୦୦ କେଜିର କେକ୍ ପ୍ୟାଲେସ୍ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ଼ କଲେ ମହିଳା

ପୁଣେ: ବିଭିନ୍ନ ସ୍ଥାନରେ ଅନେକ ପ୍ୟାଲେସ ରହିଛି, ଯାହା କି ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ତେବେ ନିକଟରେ ଏହି ସୁନ୍ଦର ପ୍ୟାଲେସକୁ କେକ୍‌ରେ ଡ଼ିଜାଇନ୍ ଦେଇ ପୁଣେର ଜଣେ ମହିଳା ଏବେ ବିଶ୍ୱ ରେକର୍ଡ଼ କରିଛନ୍ତି । ପୁଣେରେ ରୁହନ୍ତି ୩୭ ବର୍ଷୀୟା ପ୍ରାଚୀ ଧବଲ ଦେବ । ସେ ଜଣେ କେକ୍…

କୋହଲି-ଗମ୍ଭୀରଙ୍କ ବିବାଦକୁ ନେଇ ଭିଡିଓ ଗେମ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ବିବାଦ ଚର୍ଚ୍ଚାର କାରଣ ସାଜିଥିଲା । ଏହି ବିବାଦକୁ ନେଇ ପ୍ରଶଂସକମାନେ ମଧ୍ୟ ଦୁଇ ଭାଗ ହୋଇ ଯାଇଥିଲେ । ଏହା ଦେଖି ଜଣେ ପ୍ରଶଂସକ ନିଜ କ୍ରିଏଟିଭିଟି ବ୍ୟବହାର କରି ଏକ ଭିଡିଓ ଗେମ ପ୍ରସ୍ତୁତ କରିଛନ୍ତି । ଏବେ ଏହି ଗେମ…

ବଲାଙ୍ଗିର ଦୁର୍ଘଟଣା: ସାନ ଝିଅ ପରେ ଆଖି ବୁଜିଲେ ବଡଝିଅ ଓ ବାପା

ବଲାଙ୍ଗିର:ମୃତ୍ୟୁ ଏମିତି ଅତର୍କିତ ଆସେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଘରୁ ବାହାରିଥିଲେ  ବାପାଙ୍କ ସହ ଦୁଇ ଝିଅ । ଆଧାରକାର୍ଡ ଅପଡେଟ କରିବେ । ପୁଣି ଘରକୁ ଫେରିବେ । ହେଲେ କେହି ଫେରିଲେନି । ଜଣକ ପରେ ଜଣେ ଚାଲିଗଲେ । ଏମିତି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ସକାଳେ…