ଭାଇରାଲ ହେଲା ଟାଇଗର ୩ ଗୀତରେ ମୁନ୍ନିଙ୍କ ନାଚ
ମୁମ୍ବାଇ: ବଲିଉଡ଼ର ଭାଇଜାନ ସୁପରଷ୍ଟାର ସଲ୍ମାନ୍ ଖାନ୍ଙ୍କ ଅଭିନୀତ ଫିଲ୍ମ ଟାଇଗର ୩ର ଗୀତରେ ନାଚିଲେ ମୁନ୍ନି । ତାଙ୍କର ଏହି ନାଚ ବେଶ୍ ଭାଇରାଲ ହେବାରେ ଲାଗିଛି । ୨୦୧୫ ମସିହାରେ ଆସିଥିବା ସଲମାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନରେ ମୁନ୍ନି ଅର୍ଥାତ ହର୍ସାଳି ମଲ୍ହୋତ୍ରା ନିଜର ନିଖୁଣ…