ସନ୍ଧ୍ୟା ୭ଟା ଯାଏ କଟକ, ଭୁବନେଶ୍ୱର ସହ ୧୦ ଜିଲ୍ଲାରେ କାଳବୈଶାଖୀ ବର୍ଷା
ଭୁବନେଶ୍ୱର: ରାଜ୍ୟର ୧୦ ଜିଲ୍ଲାରେ କାଳବୈଶାଖୀ ବର୍ଷା ସନ୍ଧ୍ୟା ୭ଟା ଯାଏ ଲାଗି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଟ୍ୱିନ୍ ସିଟି ସହ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ।
ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ନେଇ ଜଗତସିଂହପୁର,…