Latest Odisha News

BREAKING NEWS

୨୦୨୩ ଏପ୍ରିଲରେ ଜିଏସ୍‌ଟି ଆଦାୟ ସର୍ବାଧିକ ୧. ୮୭ ଲକ୍ଷ କୋଟି ଟଙ୍କା

ଭୁବନେଶ୍ୱର: ୨୦୨୩ ଏପ୍ରିଲ ମାସରେ ଦେଶରେ ମୋଟ ୧, ୮୭,୦୩୫ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି । ସେଥିରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୩୮, ୪୪୦ କୋଟି, ରାଜ୍ୟ ଜିଏସ୍‌ଟିର ଅଂଶ ୪୭, ୪୧୨ କୋଟି ଓ ସମନ୍ୱିତ ଜିଏସ୍‌ଟିର ପରିମାଣ ୮୯, ୧୮୫ କୋଟି ଟଙ୍କା । ଏଥିରେ ସାମଗ୍ରୀ ଆମଦାନୀ ଜନିତ…

ଶାଢୀ ପିନ୍ଧି ବରଫରେ ଷ୍ଟଣ୍ଟ କଲେ ମହିଳା, ଲୋକେ ଆଶ୍ଚର୍ଯ୍ୟ

ମହାରାଷ୍ଟ୍ର: ସୋସିଆଲ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଜଣେ ଲୋକ ଖୁବ୍ କମ୍ ସମୟରେ ପରିଚିତ ହୋଇପାରିବ । ଏବେ ଜଣେ ମହିଳାଙ୍କ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ସେ ପାରମ୍ପରିକ ଶାଢୀ ପିନ୍ଧି ବରଫରେ ଷ୍ଟଣ୍ଟ କରୁଛନ୍ତି । ଏପରି କରି ମହିଳା ଜଣଙ୍କ ଏବେ ଖୁବ୍…

ଆଗକୁ ଆସୁଛି କେବିସି ସିଜିନ ୧୫: ଦର୍ଶକଙ୍କ ପାଇଁ ଭିଡ଼ିଓ ସେୟାର କଲେ ଅମିତାଭ

ମୁମ୍ବାଇ: ଅଭିନେତା ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିଅଲିଟି ଶୋ କୌନ୍ ବନେଗା କରୋଡ଼ପତିର ୧୫ତମ ସିଜିନ୍ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏବେଠାରୁ ଅମିତାଭଙ୍କ ବିପକ୍ଷରେ ହଟ ସିଟ୍‌ରେ ବସିବାକୁ ଚାହୁଁଥିବା ଦର୍ଶକମାନେ ପଞ୍ଜୀକରଣ ଆରମ୍ଭ କରିଛନ୍ତି । ସେମାନଙ୍କର ପ୍ରିୟ ଅଭିନେତା…

ସମ୍ବଲପୁର ହିଂସା ପୂର୍ବରୁ ଗୁଇନ୍ଦା ରିପୋର୍ଟ, ପ୍ରକାଶିତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରସନ୍ନ

ଭୁବନେଶ୍ୱର: ସମ୍ବଲପୁର ହିଂସା ବାବଦରେ ଗୁଇନ୍ଦା ରିପୋର୍ଟ ଆଗୁଆ ସୂଚନା ଦେଇଥିଲା। କିନ୍ତୁ ଏସପି ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବ କରିବାରୁ ହିଂସା ନେଇଛି ଜଣଙ୍କ ଜୀବନ। ଶନିବାର ଗୁଇନ୍ଦା ରିପୋର୍ଟ ସାର୍ବଜନୀନ ହେବା ପରେ ଏଭଳି କିଛି କହି ବିରୋଧୀ ସରକାରକୁ ଘେରିଥିବା ବେଳେ ଅଡୁଆରେ…

ବର୍ଜ୍ୟବସ୍ତୁରୁ ନିର୍ମିତ ୭ ସିଟ୍ ବାଇକ୍‌, ଖର୍ଚ୍ଚ ହୋଇଛି ମାତ୍ର ୧୦ ହଜାରରୁ କମ୍ ଟଙ୍କା

ଆଜିକାଲି ସୋସିଆଲ ମିଡ଼ିଆରେ ଏମିତି କିଛି ଦେଖିବାକୁ ମିଳେ, ଯାହା ଅବିଶ୍ୱନୀୟ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହା ଆ୍‌ଶ୍ଚର୍ଯ୍ୟ ଲାଗେ । ଜଣେ ଯୁବକ ବର୍ଜ୍ୟବସ୍ତୁରେ ତିଆରି କରିଛନ୍ତି ୭ ସିଟ୍ ବିଶିଷ୍ଟ ବାଇକ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାକୁ ଚଳାଇବା ପାଇଁ…

ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ’ ରେ ଆଉ ନଜର ଆସିବେ ନାହିଁ ଐଶ୍ୱର୍ଯ୍ୟା

ମୁମ୍ବାଇ: ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ' ରେ ଆଉ ନଜର ଆସିବେ ନାହିଁ ଐଶ୍ୱର୍ଯ୍ୟା ଶର୍ମା । ଟିଭି ଦୁନିଆର ଲୋକପିୟ ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ' । ଏହି ଧାରାବାହିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । କିନ୍ତୁ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା…

ଛାଡପତ୍ର ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ ୬ ମାସ ଅପେକ୍ଷା କରିବା ଜରୁରୀ ନୁହେଁ

ନୂଆଦିଲ୍ଲୀ: ଛାଡପତ୍ର ସହ ଜଡିତ ପ୍ରସଙ୍ଗରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ବା ଖଣ୍ଡପୀଠ କହିଛନ୍ତି ଯେ ଯଦି ଦମ୍ପତ୍ତିଙ୍କ ସମ୍ପର୍କର ସୁଧାର ଆଣିବା ପାଇଁ କୌଣସି ସୁଯୋଗ ନାହିଁ, ତେବେ ଦମ୍ପତ୍ତି ୬ ମାସର ବାଧ୍ୟତାମୂଳକ ଅପେକ୍ଷା ପାଇଁ ଅପେକ୍ଷା କରିବେ ନାହିଁ। ସମ୍ବିଧାନ ବେଞ୍ଚ…

ରାହୁଲ ଗାନ୍ଧୀଙ୍କ ପରେ ଆଉ ଜଣେ ସାଂସଦ ହରାଇଲେ ପଦ, କୋର୍ଟ ଦ୍ୱାରା ହୋଇଥିଲେ ଦଣ୍ଡିତ

ନୂଆଦିଲ୍ଲୀ: ମାଫିଆ ମୁଖତାର ଅନସାରୀର ବଡ ଭାଇ ଅଫଜଲ ଅନସାରୀର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ସୋମବାର  ଲୋକସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଅଫଜଲ ଅନସାରୀ ୬ ଥର ବିଧାୟକ ଏବଂ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ଗାଙ୍ଗଷ୍ଟର ଆକ୍ଟ ମାମଲାରେ ଗାଜୀପୁର…

ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ…

ରାଜ୍ୟରେ ମାଫିଆ ସରକାର ଚାଲିଛି କହି ଭରାସଭାରେ ଝାରସୁଗୁଡାରେ ବର୍ଷିଲେ ବୈଜୟନ୍ତ ପଣ୍ଡା

ଝାରସୁଗୁଡା: ଓଡ଼ିଶାରେ ଗୁଣ୍ଡାରାଜ ଚାଲିଛି। ରାଜ୍ୟରେ ପ୍ରତି ସପ୍ତାହରେ ତିନିରୁ ଚାରି ଥର ନାବାଳିକା ଓ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଲଇକେରା ଠାରେ ସୋମବାର ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା…