Latest Odisha News

BREAKING NEWS

ହବିଷ୍ୟାଳି ଯୋଜନା ନେଇ ଜିଲ୍ଲାପାଳଙ୍କ ଚୂଡାନ୍ତ ବୈଠକ, ବିଭିନ୍ନ ବ୍ୟବସ୍ଥାର କରାଯାଉଛି ତର୍ଜମା

ପୁରୀ: ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ପାଇଁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଆଜି ଚୂଡାନ୍ତ ବୈଠକ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ପଞ୍ଜିକରଣ କରିଛନ୍ତି ୩୦୫୦ ଜଣ ହବିଷ୍ୟାଳି। ତନ୍ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫ ଜଣ, ଗଞ୍ଜାମରୁ ୩୮୫ ଜଣ, ନୟାଗଡ଼ରୁ ୩୧୦…

ଚନ୍ଦ୍ରଗହଣ ପାଇଁ ଦିନରେ ହେବ ଗଙ୍ଗା ଆଳତୀ, ଭାଙ୍ଗିବ ୩୨ ବର୍ଷର ପରମ୍ପରା

ଲକ୍ଷ୍ନୌ: ଚନ୍ଦ୍ରଗ୍ରହଣ ହେତୁ ମା' ଗଙ୍ଗାଙ୍କ ଆଳତୀ ସନ୍ଧ୍ୟାରେ ନହୋଇ ଦିନରେ ଅନୁଷ୍ଠିତ ହେବ । ଦୀର୍ଘ ୩୨ ବର୍ଷରେ ଚତୁର୍ଥଥର ପାଇଁ ଗଙ୍ଗା ଆଳତୀ ସନ୍ଧ୍ୟାରେ ନହୋଇ ଦିନରେ କରାଯିବ । ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ସୂତାକ ଅବଧି ପୂର୍ବରୁ ଆଳତୀ ଅନୁଷ୍ଠିତ ହେବ ।…

ବିଶ୍ୱକପ କ୍ରିକେଟ: ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ହରାଇଲା ଶ୍ରୀଲଙ୍କା

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ପୂର୍ବତନ ଚାମ୍ପିୟନ ଇଂଲଣ୍ଡ ଗୁରୁବାର ମ୍ୟାଚରେ ୮ ୱିକେଟରେ ଶୋଚନୀୟ ଭାବେ ଶ୍ରୀଲଙ୍କା ନିକଟରୁ ପରାଜିତ ହୋଇଛି । ଏଥିସହ ଇଂଲଣ୍ଡର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଛି । ୨୦୦୭ ପରଠାରୁ ବିଶ୍ୱକପରେ ଶ୍ରୀଲଙ୍କାକୁ ଇଂଲଣ୍ଡ ପରାସ୍ତ କରିପାରି ନାହିଁ ।…

ମହାନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

କଟକ: ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ସ୍ଥିତ ମହାନଦୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବେ ବେଳେ ନାବାଳିକାର ମୃତଦେହ ଭାସୁଥିବା ଦେଖିଥିଲେ। ମୃତ ନାବାଳିକାଙ୍କ ପରିଚୟ ମିଳିନାହିଁ। ସୂଚନା ଅନୁସାରେ, ଆଜି ମହାନଦୀରେ…

ଭାରତର ପୂର୍ବତନ ୮ଜଣ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଲା କାତାରର କୋର୍ଟ

ନୂଆଦିଲ୍ଲୀ: କାତାରର ଏକ କୋର୍ଟ ଭାରତର ୮ଜଣ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚିକତ କରିଦେଇଛି । ଭାରତ ସରକାର କାତାର କୋର୍ଟଙ୍କ ନିଷ୍ପତି ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଆଇନ ଅନୁସାରେ ସେମାନେ…

ନିଜ ପସନ୍ଦରେ ବିବାହ କରିବା ପ୍ରତ୍ୟେକ ଲୋକଙ୍କର ସାମ୍ବିଧାନିକ ଅଧିକାର: ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ: ସମସ୍ତଙ୍କୁ ନିଜ ପସନ୍ଦରେ ବିବାହ କରିବାର ଅଧିକାର ରହିଛି । ଏହା ତାଙ୍କର ସାମ୍ବିଧାନିକ ଅଧିକାର । ପରିବାର ଲୋକ ଚାହିଁଲେ ମଧ୍ୟ ଏହି ବିବାହକୁ ବିରୋଧ କରିପାରିବେ ନାହିଁ । ଏପରି ଏକ ରାୟ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ନିଜ ପସନ୍ଦରେ ବିବାହ କରିବା ପରେ ପରିବାରର ଧମକକୁ…

କୋହଲି ଫିଟ ଅଛନ୍ତି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମାଆ ସର୍ବଦା ଚିନ୍ତିତ

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ଭାରତର ବିରାଟ କୋହଲି ଫିଟ ଖେଳାଳି ଭାବେ ପରିଗଣିତ । ତେବେ ତାଙ୍କ ମାଆ ଏବେ ବି କୋହଲିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସର୍ବଦା ଚିନ୍ତିତ ରହୁଛନ୍ତି । ଏକ ସାକ୍ଷାତକାରରେ କୋହଲି କହିଛନ୍ତି ମାଆଙ୍କ ସହ ଫୋନରେ କଥା ହେଲେ ମୋତେ ଲାଗେ ସତେ ଯେପରି ୭/୮ ବର୍ଷ ହେବ ମୁଁ…

ଶନିବାର ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ, ୪ଟା ୫ ମିନିଟ୍‌ ପୂର୍ବରୁ ପାକତ୍ୟାଗ

ଭୁବନେଶ୍ୱର: ଅକ୍ଟୋବର ୨୮-୨୯ ତାରିଖ ମଧ୍ୟରାତ୍ରରେଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ। ଆଂଶିକ ଚନ୍ଦ୍ର ଗ୍ରହଣ ଭାରତର ସମସ୍ତ ସ୍ଥାନରୁ ଦୃଶ୍ୟମାନ ହେବ। ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ରେ ଶେଷ ହେବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ଗୁରୁବାର ସୂଚନା ଦେଇଛି। ତେବେ ୨୮…

ହାର୍ଦ୍ଦିକଙ୍କ ଲିଗାମେଂଟ ଟିୟର, ଫିଟ ହେବା ପାଇଁ ୨ ସପ୍ତାହ ଲାଗିପାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟା ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି । ଭାରତ ତାର ପରବର୍ତୀ ମୁକାବିଲାରେ ଅକ୍ଟୋବର ୨୯ରେ ଇଂଲଣ୍ଡକୁ ଭେଟିବ । ଅକ୍ଟୋବର ୧୯ରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତପ୍ରାପ୍ତ…

ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା: ୧୧ରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା

କଟକ: ଆସନ୍ତା ନଭେମ୍ବର ୨୭ରୁ ଆରମ୍ଭ ହେବ  ଐତିହାସିକ କଟକ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଡିସେମ୍ବର ୪ରେ ଶେଷ ହେବ ।  ଏନେଇ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା ।  ବାଲିଯାତ୍ରା ସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ଅନୁପାଳନ ପୂର୍ବକ…