Latest Odisha News

BREAKING NEWS

ଆଫଗାନିସ୍ତାନ ସମ୍ମୁଖରେ ୨୮୩ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ

ଚେନ୍ନାଇ: ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଅନୁଷ୍ଠିତ ମୁକାବିଲାରେ ପାକିସ୍ତାନ ୨୮୩ ରନର ଲକ୍ଷ୍ୟ ଆଫଗାନିସ୍ତାନ ସମ୍ମୁଖରେ ରଖିଛି । ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଅବଦୁଲ୍ଲ ସଫିକ ଓ ଇମାମ ଉଲ ହକ ପ୍ରଥମ ୱିକେଟରେ ୫୬ ରନ କରିଥିଲେ । ଇମାମ…

ଖଟରେ ନୁହେଁ, କଫିନ୍‌ରେ ଶୁଅନ୍ତି ଯୁବତୀ

ନୂଆଦିଲ୍ଲୀ: ସାଧାରଣତଃ ଲୋକେ ଭଲରେ ରହିବା ପାଇଁ ଘର ଖଣ୍ଡିଏ କରିଥାନ୍ତି । ଆଉ ଶାନ୍ତିରେ ଟିକେ ଶୋଇବା ପାଇଁ ଆରାମଦାୟକ ବେଡ଼ର ବ୍ୟବସ୍ଥା କରିଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ଏପରି ଏକ ସ୍ଥାନରେ ଶୁଅନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣକ ପ୍ରତ୍ୟେକ…

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଐତିହାସିକ ବଳିଯାତ୍ରା ସମ୍ପନ୍ନ

ସୁବର୍ଣ୍ଣପୁର: ଢୋଲ ମହୁରିରେ ଦୁଲକୁଛି ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ସ୍ଥାନ ସୁବର୍ଣ୍ଣପୁର । ଅଷ୍ଟଚଣ୍ଡିଙ୍କ ସହରରେ ପାଳିତ ହୋଇଛି ବଳିଯାତ୍ରା । ଆଶ୍ବିନ ଅମାବାସ୍ୟାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ଯାଏଁ ଯନ୍ତ୍ର ଓ ମନ୍ତ୍ରକୁ ଆଧାର କରି ବଳିପର୍ବ ପାଳନ ହୋଇଥାଏ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ…

ବିଜେପି ନେତାଙ୍କ ସହ ବନ୍ଧୁତ୍ୱ ରହିବ: ନୀତୀଶଙ୍କ ବୟାନ ପରେ ତେଜସ୍ବୀଙ୍କ କଟାକ୍ଷ

ପାଟଣା: ଭାରତୀୟ ଜନତା ପାର୍ଟିର ଜଣେ ନେତାଙ୍କ ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ବନ୍ଧୁତ୍ୱପୂର୍ଣ୍ଣ ମନ୍ତବ୍ୟକୁ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସୋମବାର କଟାକ୍ଷ କରିଛନ୍ତି। ନୀତୀଶ କୁମାର କହିଥିଲେ ଯେ, ସେ ଜୀବନ ଥିବା ଯାଏଁ ବିଜେପି ନେତାଙ୍କ ସହ ବନ୍ଧୁତାରେ…

ଜଗତସିଂହପୁରରେ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା

ଜଗତସିଂହପୁର: ଚାଲିଛି ପାର୍ବଣର ଋତୁ । ଚାରିଆଡେ ପୂଜାର ମାହୋଲ । ସବୁଠି ମା' ଦଶଭୂଜାଙ୍କୁ ଆରାଧାନା କରାଯାଉଥିବାବେଳେ, ଏଥିରୁ ବାଦ ପଡିନି ଜଗତସିଂହପୁର ଜିଲ୍ଲା । ଜିଲ୍ଲାର ସଦର ମହକୁମାର ବିଭିନ୍ନ ପୂଜା ମଣ୍ଡପରେ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା । ଦଶହରା ପାଇଁ ଚଳଚଞ୍ଚଳ…

ତୃଣମୂଳ ସ୍ତରରେ ଯୋଜନା ପହଁଚାଇବେ ‘ବାବୁ’, କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେନ୍ଦ୍ରର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଆଣିବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କଂଗ୍ରେସ ଅଭିଯୋଗ କରିଛି ଯେ ସରକାରୀ କର୍ମଚାରୀଙ୍କୁ ପ୍ରଚାର ପାଇଁ ବ୍ୟବହାର…

ଭୁବନେଶ୍ୱର ଦୁର୍ଗାପୂଜା ମଣ୍ଡପରେ ଲୁଟ୍ ପରେ ପୋଲିସର ଛାନଭିନ୍, ୨୬ ସନ୍ଦିଗ୍ଧ ଅଟକ

ଭୁବନେଶ୍ୱର: ରାଜଧାନୀରେ ଦୁର୍ଗାପୂଜା ବେଳେ ମାତିଛନ୍ତି ଛିନତାଇ ଗ୍ୟାଙ୍ଗ। ରବିବାର ଗୋଟିଏ ଦିନରେ ୫୦ରୁ ଅଧିକ ଲୁଟ୍ ଖବର ସାମ୍ନାକୁ ଆସିବା ପରେ କମିସନରେଟ ପୋଲିସକୁ ବଡ଼ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା। ଆଉ ଏହି କ୍ରମରେ ପୋଲିସ ଏବେ ୨୬ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ଏମାନେ ପ୍ରାୟତଃ…

ଜୟ ଶ୍ରୀରାମ ନାରା ଲଗାଇବାକୁ ପ୍ରସ୍ତୁତ ମୁସଲମାନ ଯୁବକ, ଜାଣନ୍ତୁ କାରଣ…

ଲକ୍ଷ୍ନୌ: ଚଳିତବର୍ଷ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ  ଆସନ୍ତା ବର୍ଷ ୨୦୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ପୁଣି ଥରେ ହିନ୍ଦୁ-ମୁସଲମାନ ଉପରେ ରାଜନୀତି ସରଗରମ ହୋଇଛି । ଜଣେ ମୁସଲମାନ ବ୍ୟକ୍ତି ଜୟ ଶ୍ରୀରାମ ସ୍ଲୋଗାନ ଦେବାପାଇଁ ପ୍ରସ୍ତୁତ ଥିବା…

ଆରପାରିରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିଶନ ସିଂ ବେଦୀ

ନୂଆଦିଲ୍ଲୀ: ବିଶ୍ୱକପ ଚାଲିଥିବାବେଳଳେ ଆସିଲା ବଡ ଝଟକା । ଭାରତର ବିଶିଷ୍ଟ କ୍ରିକେଟର ବିଶନ ସିଂ ବେଦୀଙ୍କର ପରଲୋକ  ହୋଇଯାଇଛି । ପୂର୍ବତନ ଭାରତୀୟ ଦଳ ଅଧିନାୟକ ବେଦୀଙ୍କୁ ମୃତ୍ୟୁ ବେଳକୁ ୭୭ ବର୍ଷ  ହୋଇଥିଲା ।  ଦୀର୍ଘ ଦିନ ଧରି ସେ  ରୋଗରେ ପଡିବା ପରେ ସୋମବାର ତାଙ୍କର ନିଧନ…

ରେଲଓ୍ବେ ଷ୍ଟେସନ ନିକଟରୁ କ୍ଷତାକ୍ତ ମର ଶରୀର ଉଦ୍ଧାର

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ରୋଡ ରେଳ ଷ୍ଟେସନ ନିକଟରେ ସୋମବାର ସକାଳେ ଜଣେ ଯୁବକ ମୁହଁ ତଳକୁ କରି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବ୍ୟକ୍ତି ଜଣକ କ୍ଷତାକ୍ତ…